ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଭୁବନେଶ୍ୱର ସାଂସଦ

ପୁରୀ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବହୁତ ଖୁସି ଥିବା କହିଛନ୍ତି । ତେବେ ତାଙ୍କ ପାଇଁ ଭୁବନେଶ୍ୱରରୁ ଶ୍ରୀମନ୍ଦିର ଯାଏ ଯେଭଳି ପୋଲିସ ପ୍ରଶାସନର ବ୍ୟବସ୍ଥା କରାଗଲା ତାହାକୁ ନେଇ ସେ ରାଜ୍ୟ…
Read More...

ନାବାଳକ ଭାଇଙ୍କୁ ହତ୍ୟା କଲା ସଂପର୍କୀୟ ବଡ ଭାଇ

ଟିଟିଲାଗଡ : ନାବାଳକ ଭାଇଙ୍କୁ ହତ୍ୟା କରିଛି ଜଣେ ଦୂର ସଂପର୍କୀୟ ଭାଇ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସିରଭଟାପଡାରେ । ନାବାଳକର ଶବକୁ ଟିଟିଲାଗଡ-ବଲାଙ୍ଗୀର ରାସ୍ତାରେ ଥିବା ମାତୃ ଆଉ ଶିଶୁ ଡାକ୍ତରଖାନା ପାଖରେ ଥିବା ଏକ ନିର୍ମାଣଧୀନ ଘର ନିକଟରେ ଥିବା ବିରାଟ…
Read More...

ରାବଣବଧ ସହ ସରିଲା ବୌଦ୍ଧଗଡଜାତର ଶ୍ରୀରାମଲୀଳା ଯାତ୍ରା

ବୌଦ୍ଧ : ଅସତ୍ୟ ଉପରେ ସତ୍ୟର ଜୟ, ରାବଣ ବଧ ସହ ସରିଲା ବୌଦ୍ଧଗଡଜାତର ଶ୍ରୀରାମଲୀଳା ଯାତ୍ରା । ଦୀର୍ଘ ୧୮ ଦିନ ଧରି ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ମାରୁତି ମଣ୍ଡପଠାରେ ଚାଲି ଆସୁଥିବା ରାମଲୀଳା ଯାତ୍ରା ଗତକାଲି ଶେଷ ହୋଇଛି । ଯାତ୍ରାକୁ ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାର…
Read More...

ସଂରକ୍ଷିତ ଜଙ୍ଗଲକୁ ସଫା କରୁଛନ୍ତି କାଠ ମାଫିଆ, ନୀରବ ସାଜିଛି ବନବିଭାଗ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଲରମ୍ଭା ଅଞ୍ଚଳରେ ଅବାଧରେ କାଠ ମାଫିଆ କାଟି ନେଉଛନ୍ତି ମୂଲ୍ୟବାନ ଶାଗୁଆନ ଓ ଔଷଧୀୟ ଗଛ । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପାହାଡ ଏବେ ଶ୍ରୀହୀନ ହେବାକୁ ବସିଥିବା ବେଳେ ଚେଇଁ ଶୋଇଛି ବନବିଭାଗ । ଦିନ ବିଭାଗର ନାକତକୁ ଜଙ୍ଗଲ ସଫା କରିବାରେ ଲାଗିଛନ୍ତି ।…
Read More...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଚିତ୍ରଶିଳ୍ପୀ ସୁଚିସ୍ମିତା: କାଚ ବୋତଲରେ ସ୍ପଞ୍ଜ ଆକ୍ରିଲିକ୍‌ ପେଣ୍ଟିଂ

ଅନୁଗୋଳ : ଅନୁଗୋଳ ଜିଲ୍ଲା ନାଲକୋ ନଗର ଅଞ୍ଚଳର ଚିତ୍ରଶିଳ୍ପୀ ସୁଚିସ୍ମିତା ଦାସ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି । ପୁରୁଣା କାଚ ବୋତଲ ଉପରେ ସ୍ପଞ୍ଜ ଆକ୍ରିଲିକ୍‌ ପେଣ୍ଟ୍‌ ଆଙ୍କି ଅନୁଗୋଳ ପାଇଁ ଗୋରବ ଆଣିଛନ୍ତି । ପିଲାଦିନରୁ ଚିତ୍ରଆଙ୍କି ବହୁ ସୁନମା ଅର୍ଜନ କରୁଥିଲେ ।…
Read More...

ମାଛ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ବୁଲବୁଲ ସ୍ୱୟଂ ସହାୟକ ଗୋଷ୍ଠୀ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାର ଆଦିମ ଅଧିବାସୀଙ୍କ ମୁଖ୍ୟ ଚାଷ ହେଉଛି ହଳଦୀ ଚାଷ । ଏହାବ୍ୟତୀତ ଅନ୍ୟାନ୍ୟ ପାରମ୍ପରିକ ଚାଷ ଯଥା ଧାନ,ମାଣ୍ଡିଆ,କାନ୍ଦୁଲ, ମକା ,ଅଦା ଆଦି ଚାଷ କରିଥାନ୍ତି । ବିଶେଷ କରି ଅର୍ଥକାରୀ ଫସଲ ଭାବେ ଅଦା, ହଳଦୀ,ମକା ଓ କାନ୍ଦୁଲ ଚାଷ କରିଥାନ୍ତି । ହେଲେ କଠିନ…
Read More...

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜିଲ୍ଲାସ୍ତରୀୟ ୧୩୧ତମ ଜନ୍ମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି : ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର , ଭାଷାଭିତ୍ତିକ ରାଷ୍ଟ୍ର ନିର୍ମାଣର ବଳିଷ୍ଠ ବିନ୍ଧାଣୀ , ଅଗ୍ରପୂଜ୍ୟ, ଚୀର-ସ୍ମରଣୀୟ ତଥା ବନ୍ଦନୀୟ , ପୁଣ୍ୟଶ୍ଳୋକ ପୁଣ୍ୟାତ୍ମା, ଅମ୍ଳାନ ବ୍ୟକ୍ତିତ୍ୱ, ଓଡ଼ିଆ ସ୍ୱାଭିମାନି ମହାପୁରୁଷ ତଥା ସମସ୍ତ ଉତ୍କଳବାସୀଙ୍କ…
Read More...

ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ

ପାରଳାଖେମୁଣ୍ଡି : ସ୍ଥାନୀୟ ସରକାରୀ ମେହେନ୍ଦ୍ର ଗିରି ପୌର ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଶିକ୍ଷା ନିଦେଶଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ।…
Read More...

୮୦ ଲକ୍ଷ ଲୋକ ଛାଡ଼ିଲେଣି ୟୁକ୍ରେନ

ନୂଆଦିଲ୍ଲୀ,୨୬/୪ : ଋଷ-ୟୁକ୍ରେନ ଯୁଦ୍ଧ ଦୁଇ ମାସ ଅତିକ୍ରମ କରିଯାଇଥିଲେ ବି ଥମିବାର ନାଁ ଧରୁନି । କେବେ ସରିବ,ତାହାବି କେହି କହିପାରୁ ନାହାନ୍ତି । ଯୁଦ୍ଧରେ ଏକାଧିକ ସହର ଛାରଖାର ହୋଇଗଲାଣି । ଯୁଦ୍ଧ ଯୋଗୁ ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷ ଲୋକ ୟୁକ୍ରେନ ଛାଡ଼ି ପଳାଇଲେଣି । ଆଗକୁ ଏହି…
Read More...

ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ : ବୌଦ୍ଧ ବ୍ଲକ ଏପ୍ରିଲ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପଦୋନ୍ନତି ପାଇ ଯୋଗଦାନ କରିଥିବା ପ୍ରଧାନ ଶିକ୍ଷକମାନଙ୍କୁ ଯଥା ଶୀଘ୍ର…
Read More...