ଏନ୍‌ଏସି ଅନ୍ତର୍ଭୁକ୍ତ ଅବହେଳିତ ଗାଁ ଲଣ୍ଡ୍ରୁକେତା, ଦେଶୀ ଡଙ୍ଗା ଏକମାତ୍ର ସାହାଭରଷା

ବାଲିଗୁଡ଼ା: ନଦୀ ଉପରେ ପୋଲଟିଏ ନିର୍ମାଣ କରିବା ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ଏଯାବତ୍‌ ଫଳ ଶୂନ । ଫଳରେ ଦୈନନ୍ଦିନ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଭରା ନଈରେ ଜୀବନକୁ ବାଜି ଲଗାଇ ଦେଶୀ ଡଙ୍ଗାରେ ଯାତାୟାତ କରୁଛନ୍ତି ଅଞ୍ଚଳବାସୀ । ଏଭଳି ଘଟଣା
Read More...

ନବରଙ୍ଗପୁର ଜିଲ୍ଲା ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ

ନବରଙ୍ଗପୁର: ପଶ୍ଚିମଓଡ଼ିଶାର ଗଣ ପର୍ବ ନୂଆଁଖାଇ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପଠାରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ଜହ୍ନାପଙ୍କରେ ନୂଆଁଖାଇ ଭେଟଘାଟ

ଜହ୍ନାପଙ୍କ :ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମ୍ୟ କମିଟି ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବୌଦ୍ଧ ବ୍ଳକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ, ମୁଖ୍ୟ ବକ୍ତା ଭାବେ
Read More...

ଆଠ ବର୍ଷ ପରେ ଫେରିଲା ପୁଅ, ଗାଁରେ ଖୁସିର ଲହରୀ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଟଙ୍କପାଣି ଗାଁର ସୁନ୍ଦର ହିଆଳର ସାନ ପୁଅ ଜିତେନ୍ଦ୍ର ହିଆଳ ୨୦୧୪ ମସିହାରୁ କୁଆଡେ ପଳାଇଯାଇଥିଲେ । ଦୀର୍ଘ ଆଠ ବର୍ଷ ପରେ ନିଖୋଜ ଥିବା ପୁଅକୁ ପରିବାର ଲୋକେ ପାଇ ଖୁସି ବ୍ୟକ୍ତ କରିଛନ୍ତି । ହଜିଲା ପୁଅକୁ ବାପା ମାଆ ଫେରି ପାଇଥିବାରୁ
Read More...

ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ମଲ୍ଲିକ

ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ମୋ ଗୁହାଳ ସ୍କିମ୍‌ ବିଲ୍‌ ପାସ୍‌ କରିବା ପାଇଁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଯାଇଛନ୍ତି । ସୂଚନାପ୍ରକାରେ ଜାଣିବାକୁ ମିଳିଛି ଯେ,
Read More...

ଆକ୍ସନ ମୁଡକୁ ଆସୁଛି ବିଜେପି ! ଆକ୍ରମଣାତ୍ମକ ଢଙ୍ଗରେ ବିଜେପି ଯୁବମୋର୍ଚ୍ଚାର ବିଜେଡିକୁ ୨୨ ପ୍ରଶ୍ନ

ଭୁବନେଶ୍ୱର,୩/୯- ବିଜେଡି ବିଜେପି ମଧ୍ୟରେ ସଲାସୁତୁରା ସଂପର୍କ ରହିଥିବା ନେଇ ଯେଉଁ ଚର୍ଚ୍ଚା ରହିଛି ଆଜିର ବିଜେପି ଯୁବମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ ଏକ ଭିନ୍ନ ଦିଗକୁ ଇସାରା କରୁଛି । ସତରେ କ’ଣ ଓଡିଶା ବିଜେପି ପୂର୍ବପରି ଆକ୍ସନ ମୁଡକୁ ଫେରୁଛି ଓ ଶାସକ ବିଜେଡି ଦଳ ସହ ଲଢିବାପାଇଁ
Read More...

କାର ତଳେ ଚାଲିଗଲା ୬ ତୀର୍ଥଯାତ୍ରୀଙ୍କ ଜୀବନ

ଅହମଦାବାଦ: ଅଧୁରା ରହିଲା ଦିଅଁ ଦର୍ଶନ । କାର୍‌ ଚକା ତଳେ ଚାଲିଗଲା ୬ ତୀର୍ଥଯାତ୍ରୀଙ୍କ ଜୀବନ । ଆଜି ଗୁଜରାଟର ଆରାଭାଲୀ ଜିଲ୍ଲାରେ ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏହି ତୀର୍ଥଯାତ୍ରୀଙ୍କ ଜୀବନ ଯାଇଛି । ଏହି ଦୁର୍ଘଟଣାରେ ଆଉ ୭ ଜଣ ଗୁରୁତର ହୋଇଛନ୍ତି । ତୀର୍ଥଯାତ୍ରୀମାନେ ସକାଳୁ
Read More...

ସଂସ୍କୃତକୁ ଜାତୀୟ ଭାଷା ଘୋଷଣା ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ: ସଂସ୍କୃତକୁ ଭାରତର ଜାତୀୟ ଭାଷା ରୂପେ ଘୋଷଣା କରିବା ପାଇଁ ଆବେଦନ କରି ଆଗତ ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ)କୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଆବେଦନରେ ଉଠାଯାଇଥିବା ପ୍ରସଙ୍ଗକୁ ବିଚାର କରିବା ପାଇଁ ସଠିକ୍‌ ଫୋରମ୍‌ ହେଉଛି
Read More...

ଆସନ୍ତାକାଲି ସ୍ବଦେଶ ଫେରିବେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟ

କଲମ୍ବୋ: ଆସନ୍ତାକାଲି ସ୍ବଦେଶ ଫେରିବେ ଶ୍ରୀଲଙ୍କାର ପୂର୍ବତନ ତଥା ପଳାତକ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ । ଶନିବାର ଥାଇଲ୍ୟାଣ୍ଡରୁ ସେ ଶ୍ରୀଲଙ୍କା ଫେରିବେ ବୋଲି ଜଣାପଡିଛି । ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଗଣମାଧ୍ୟମକୁ ଏ ସମ୍ପର୍କିତ ସୂଚନା ଦେଇଛନ୍ତି । ବର୍ତ୍ତମାନ ୭୩
Read More...

ବହୁତ ପଛରେ ସୁନାକ :
ଲିଜ୍‌ ଟ୍ରୁସ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ପ୍ରକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିତର୍କ ପର୍ଯ୍ୟାୟ ସଂପୂର୍ଣ୍ଣ ହୋଇଛି । ଏହା ପରେ ଏବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଦୌଡରେ ଲିଜ୍‌ ଟ୍ରୁସ୍‌ ଆଗରେ ଅଛନ୍ତି ଏବଂ ଭାରତୀୟ ବଂଶୋଭବ ଋଷି ସୁନାକ ବହୁତ ପଛରେ ପଡ଼ିଯାଇଛନ୍ତି ।
Read More...