ବିଦ୍ୟୁତ୍‌ ସଂସ୍ପର୍ଶରେ ଜଳିଗଲେ ୧୧ ଭକ୍ତ

ଚେନ୍ନାଇ,୨୭/୪ : ତାମିଲନାଡ଼ୁରେ ଏକ ରଥଯାତ୍ରା ବେଳେ ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଯାଇଛି । ରଥଟଣା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୧୧ ଜଣ ଭକ୍ତ ଜୀବନ୍ତ ଦଗ୍ଧ ହୋଇଛନ୍ତି । ତାଞ୍ଜାଭୁରରେ ଏହି ଅଘଟଣ ଘଟିଛି । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ୨ଜଣ ପିଲା ଅଛନ୍ତିି । କାଳିମେଡୁ ନିକଟସ୍ଥ…
Read More...

ଜର୍ମାନୀର ବଡ଼ ମନ୍ତବ୍ୟ : ଭାରତର ସାହାଯ୍ୟ ବିନା କୌଣସି ସମସ୍ୟାର ସମାଧାନ ଅସମ୍ଭବ

ନୂଆଦିଲ୍ଲୀ,୨୭/୪ : ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ବିଭିନ୍ନ ଦେଶ ମଧ୍ୟରେ ବାଦବିବାଦ ଲାଗି ରହିଥିବା ବେଳେ ଜର୍ମାନୀ ଆଜି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛି । ଭାରତର ବିନା ସାହାଯ୍ୟ ସହଯାଗରେ କୌଣସି ଅନ୍ତର୍ଜାତୀୟ ସମସ୍ୟାର ସମାଧାନ ଆଦୌ ସମ୍ଭବ ନୁହେଁ । ଜର୍ମାନ ଫେଡେରାଲ…
Read More...

ବିଜେଡିରେ ଯୋଗ ଦେଲେ ସ୍ୱୟଂପ୍ରକାଶ

ଭୁବନେଶ୍ୱର: ଜଣାଶୁଣା ଟିଭି ଉପସ୍ଥାପକ, ବୈଦ୍ୟୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ସ୍ୱୟଂପ୍ରକାଶ ମହାପାତ୍ର ବୁଧବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କ…
Read More...

ଛତୁଚାଷ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ୱାରା ରାୟଗଡ ବ୍ଲକର ଲୋବା ପଞ୍ଚାୟତ ଅନ୍ତର୍ଗତ କେକୀସିଙ୍ଗ ଗ୍ରାମରେ ଛତୁଚାଷ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ସଭା ତାରିଖ ୨୫.୦୪.୨୦୨୨ ଦିନ ଅନୁଷ୍ଠିତ ହୋଇଛି ।ଏହି ୧୦ ଦିନିଆ ତାଲିମ…
Read More...

ଚନ୍ଦ୍ରଶେଖର ପାଠାଗାରର ପ୍ରାକ୍ତନ ସଭାପତି ଅଶୋକ ମିଶ୍ରଙ୍କ ପରଲୋକ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରର ବହୁ ପୁରାତନ କ୍ଳବ ଚନ୍ଦ୍ରଶେଖର ପାଠାଗାରର ପ୍ରାକ୍ତନ ସଭାପତି ଓ ମାଁ ଭଗବତୀ ମନ୍ଦିର ପୀଠର ପ୍ରାକ୍ତନ ମେନେଜିଙ୍ଗ କମିଟିର ସଭାପତି ଅଶୋକ ମିଶ୍ରଙ୍କ ୫୭ ବର୍ଷ ବୟସରେ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ମେଡିକାଲରେ ଦେହାନ୍ତ ଘଟିଛି । ଏ ଖବର ପ୍ରସାରିତ ହେବା ପରେ…
Read More...

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ପୁରୀ : ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା ଏଥିରେ ଅଧ୍ୟକ୍ଷତା କରିଥିଲେ । ଜାତୀୟ ରାଜପଥ ୩୧୬ରେ ଥିବା ୪୩ଟି ଦୁର୍ଘଟଣା ପ୍ରବଣ ସ୍ଥାନ ସଂପର୍କରେ…
Read More...

ପଏଁରୀ ପକ୍ଷରୁ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ, ସଂଗୀତ ନାଟକର ଅଗ୍ରଣୀ ଅନୁଷ୍ଠାନ ପଏଁରୀ ପକ୍ଷରୁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମି ଭୁବନେଶ୍ୱର ପକ୍ଷରୁ ମିଳିତ ଭାବରେ ଏକ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ପ୍ରଦର୍ଶନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।…
Read More...

ନୀଳମାଧବ ମନ୍ଦିର ପାଇଁ ଖର୍ଚ୍ଚ ହେବ ଶହେ କୋଟି

ଭୁବନେଶ୍ୱର : କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ ।ସମ୍ୱନ୍ୱିତ ଐତିହ୍ୟ ଓ କୀର୍ତ୍ତିରାଜି…
Read More...

ପୁରୀ ଟାଉନ ଥାନାରେ ଅପରାଜିତାଙ୍କ ନାମରେ ଏତଲା

ପୁରୀ : ପୁରୀ ଗସ୍ତରେ ଆସିଥିବା ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଶାସନର ନିୟମ ଉଲ୍ଲଂଘନ କରିଥିବା ହେତୁ ଅପରାଜିତାଙ୍କ ନାମରେ ପୁରୀ ଟାଉନ ଥାନାରେ ଏତଲା ଦିଆଯାଇଛି । ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ଏହି ଏତଲା ଦିଆଯାଇଛି । ଏଏସ୍‌ଆଇର ଅନୁମତି ବିନା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ…
Read More...

କେଗାଁ ରେଞ୍ଜ୍‌ ଅଧିନ ବିଭିନ୍ନ ଫଡିରେ କେନ୍ଦୁପତ୍ର ତୋଳା ଆରମ୍ଭ

ଗୋଳାମୁଣ୍ଡା : କେଗାଁ ରେଞ୍ଜ୍‌ ଅଧିନ କେଗାଁ ସମେତ ବିଭିନ୍ନ ଫଡିରେ ସପ୍ତାହେ ହେଲା କେନ୍ଦୁପତ୍ର ତୋଳା ଆରମ୍ଭ ହୋଇଛି । ଫଳରେ କେନ୍ଦୁପତ୍ର ତୋଳାଳି ମାନେ ସକାଳ ୫ଟାରୁ କେନ୍ଦୁପତ୍ର ତୋଳିବାକୁ ଯାଇ ସକାଳ ପ୍ରାୟ ୯ ଟା ସମୟରେ ଘରକୁ ଫେରି କେନ୍ଦୁପତ୍ର ବାନ୍ଧିବା ଆରମ୍ଭ କରୁଥିବା ବେଳେ ବନ୍ଧା…
Read More...