ନୌସେନାରେ ସାମିଲ ହେଲା ଆଇଏନଏସ୍‌ ବିକ୍ରାନ୍ତ

କୋଚି: ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା । ଆଜି ଭାରତୀୟ ନୌସେନାରେ ସାମିଲ ହୋଇଛି ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍‌ଏସ୍‌ ବିକ୍ରାନ୍ତ । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍‌ଏସ୍‌ ବିକ୍ରାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନୁଷ୍ଠାନିକ ଭାବେ ନୌସେନାରେ
Read More...

ଗୁଜରାଟ ଦଙ୍ଗା ମାମଲାରେ ତୀସ୍ତା ସିତଲଭାଦଙ୍କୁ ଜାମିନ

ନୂଆଦିଲ୍ଲୀ: ଜାମିନ ପାଇଲେ ସାମାଜିକ କର୍ମୀ ତୀସ୍ତା ସିତଲଭାଦ । ଗୁଜରାଟ ଦଙ୍ଗା ସମ୍ପର୍କିତ ରାୟ ଆସିବା ପରେ ତୀସ୍ତା ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗ ଆଣି ପୁଲିସ ତାଙ୍କୁ ଗିରଫ କରିଥିଲା । ତୀସ୍ତାଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି । ଗତ ଜୁନ୍‌ ମାସରେ ତୀସ୍ତାଙ୍କୁ
Read More...

ଚିକିତ୍ସାରେ ଆୟୁର୍ବେଦର ସ୍ଥାନ ଗୁରୁତ୍ୱପୂର୍ଣ୍ଣ

ଫୁଲବାଣୀ:- ଚିକିତ୍ସାରେ ଆୟୁର୍ବେଦର ସ୍ଥାନ ଯୁଗ ଯୁଗରୁ ଗୁରୁତ୍ୱପୂର୍ଣ୍ଣ ରହିଆସିଛି । ଆୟୁର୍ବେଦ ଚିକିତ୍ସା ଜଡିବୁଟି ଦ୍ୱାରା ଦୁରାରୋଗ ମଧ୍ୟ ଆରୋଗ୍ୟ ଲାଭ ହୋଇପାରୁଛି । ପ୍ରାୟ ଏହି ଔଷଧ ସେବନରେ ବିଶେଷ ପାର୍ଶ୍ୱ ପ୍ରତିକ୍ରିୟା ନଥାଏ । ପ୍ରାରମ୍ଭରେ ଗ୍ରାମାଞ୍ଚଳରେ ଆୟୁର୍ବେଦ ଚିକିତ୍ସାର
Read More...

ଲିଲମା, ମୋନାଲିସା, କୃତାଞ୍ଜଳି ବିଜେଡି ମହିଳା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ମନୋନୀତ

ଘୁ.ଉଦୟଗିରି: ରାଜ୍ୟରେ ସାଧାରଣ ନିର୍ବାଚନ ହେବାକୁ ବହୁ ଦିନ ଥିଲେ ମଧ୍ୟ ବିଜୁ ଜନତା ଦଳ ତାର ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ପାଇଁ କର୍ମୀ ପରିବର୍ତ୍ତନ କରିବା ସହ ନୂତନ ଟିମ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । କିଛି ଦିନ ତଳେ ପ୍ରଥମେ ଯୁବ ସଂଗଠନର ପୁନର୍ଗଠନ କରାଯିବା ପରେ
Read More...

ଭାରତକୁ ବଡ ଝଟକା, ଏସିଆ କପରୁ ବାଦ ପଡିଲେ ରବିନ୍ଦ୍ର ଜାଡେଜା

ନୂଆଦିଲ୍ଲୀ : ଏସିଆ କପ୍‌ ୨୦୨୨ ରେ ଭାରତ ଏହାର ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସୁପର -୪ ରେ ପ୍ରବେଶ କରିଛି । ଦଳ ପାକିସ୍ତାନ ଏବଂ ହଂକଂ ମଧ୍ୟରେ ବିଜେତା ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍‌ ଖେଳିବ, କିନ୍ତୁ ରବିବାର ମ୍ୟାଚ୍‌ ପୂର୍ବରୁ ଭାରତ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ।
Read More...

ସ୍ୱତନ୍ତ୍ର ପସ୍କୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

କଟକ: ସ୍ୱତନ୍ତ୍ର ପସ୍କୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି | ଆଜି କଟକର ସିଡିଏ ସେକ୍ଟର -୯ ସ୍ଥିତ ସରକାରୀ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି | ମିଳିଥିବା ସୂଚନା ମୁତାବକ ତାଙ୍କୁ ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ
Read More...

ଟି-୨୦ ବିଶ୍ୱକପ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ : ଅକ୍ଟୋବର ୧୬ ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୨ ପାଇଁ ଇଂଲଣ୍ଡ ସେମାନଙ୍କର ୧୫ ଜଣିଆ ଦଳ ଘୋଷଣା କରିଛି । ଦଳର ଦ୍ରୁତ ବୋଲର ଜୋଫ୍ରା ଆର୍ଚ଼ରଙ୍କୁ ସ୍ଥାନ ମିଳିନାହିଁ । ଆହତ କାରଣରୁ ସେ ଦୀର୍ଘ ସମୟ ଧରି ଦଳ ବାହାରେ ରହିଛନ୍ତି । ତାଙ୍କ
Read More...

ଆସୁଛି ଦୁଇଟି ଲଘୁଚାପ,୫ରୁ ବର୍ଷା

ଭୁବନେଶ୍ବର: ଆଗକୁ ଆସୁଛି ଦୁଇଟି ଲଘୁଚାପ। ଏଥିମଧ୍ୟରୁ ଚଳିତ ମାସ ପ୍ରଥମ ସପ୍ତାହ ଅର୍ଥାତ ସେପ୍ଟେମ୍ବର ୨ରୁ ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ଓ ଦ୍ଵିତୀୟଟି ସେପ୍ଟେମ୍ବର ୯ରୁ ୧୫ ମଧ୍ୟରେ ସୃଷ୍ଟି ହେବ। ୫ ତାରିଖରୁ ବଢ଼ିବ ବର୍ଷା। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ
Read More...

ଶିକ୍ଷୟତ୍ରୀଙ୍କ ବାରିରେ ଫୁଟିଲା ବ୍ରହ୍ମକମଳ

ଫୁଲବାଣୀ: ବ୍ରହ୍ମକମଳ ଫୁଲ ଫୁଟିବା ଆଗକୁ ଏକ ଶୁଭ ସୂଚନା ମିଳିବାର ସଙ୍କେତ ଦେଇଥାଏ । ପ୍ରାୟତଃ ସମସ୍ତଙ୍କ ଘରେ ସବୁ ପରିବେଶରେ ଏ ଫୁଲ ଫୁଟିପାରିନଥାଏ । କେହି କେହି କହନ୍ତି ଭାଗ୍ୟ ପରିବର୍ତ୍ତନ ହେବାର ସୁଯୋଗ ଆସିଲେ ଏହିପରି ବ୍ରହ୍ମକମଳ ଫୁଟିବା, ଶ୍ୱେତା ଅପରାଜିତା, ତୁଳସୀ ଗଛ ଆପେ ଆପେ
Read More...

ଏହି ନାୟିକାଙ୍କ ସହ ଧମାଲ କରିବେ ରୋହିତ, ଆସିଲା ଫିଲ୍ମର ଫାଷ୍ଟ ଲୁକ୍‌

ନୂଆଦିଲ୍ଲୀ:ଟିମ୍‌ ଇଣ୍ଡିଆର ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ବ୍ୟାଟ୍‌ ସହ ପଡିଆରେ ଅନେକ ବଡ ବଡ ସ୍କୋଲ କରିଥିବା ବେଳେ ଏବେ ସେ ଫିଲ୍ମ ଦୁନିଆରେ ମଧ୍ୟ ଧମାଲ କରିବାକୁ ପ୍ରସ୍ତୁତ ହେଉଛନ୍ତି । ରୋହିତ ଶର୍ମା ନିଜେ ଏହି ସୂଚନା ଦେଇଛନ୍ତି । ପ୍ରକୃତରେ ରୋହିତ ଶର୍ମା
Read More...