ବନ୍ୟା ପରେ ପରିବା ଦର ଆକାଶ ଛୁଆଁ, ଚାଷୀ ପାଉନି ଉପଯୁକ୍ତ ମୂଲ୍ୟ

ଦଶପଲ୍ଲା : ବନ୍ୟା ପରେ ସବୁଜ ପନିପରିବାକୁ ନେଇ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି । ଅନେକ ପନିପରିବାର ଦର ୫୦ ପାର କରି ସାରିଥିବା ବେଳେ ଅନେକ କେଜି ପ୍ରତି ଶହେ ଟଙ୍କାଠାରୁ ଖୁବ୍‌ କମ ଦୂରତାରେ ରହିଛି । ଆଜି ନୟାଗଡ଼ ଓ ଦଶପଲ୍ଲା ସହରର ପରିବା ବଜାରଦର ନାହିଁ ନଥିବା ସ୍ଥିତିରେ ରହିଛି ।
Read More...

ପୁଣି ପୁନମ ହେଲେ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ

ଫୁଲବାଣୀ: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନର୍ବାର ପୁନମ କହଁରଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି କନ୍ଧମାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଭାବେ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି । ତାଙ୍କର ଦଳ ପ୍ରତି ଥିବା ନିଷ୍ଠା, ସେବା ଓ
Read More...

ବରିଷ୍ଠ ନାଗରିକ ସଂଘ ତରଫରୁ କୋଦଳାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୋଦଳା ପ୍ରଭୁ ଶ୍ରୀ ଦଣ୍ଡିଶ୍ୱରଙ୍କ ପ୍ରାଙ୍ଗଣରେ ୨୦୨୨ ଅଗଷ୍ଟ ୩୧ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳନ ହୋଇଯାଇଛି । କୋଦଳା ବରିଷ୍ଠ ନାଗରିକ ସଂଘ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ମୁଖ୍ୟଅତିଥି
Read More...

ବିଜୁ ଜନତା ଦଳର ମିଶ୍ରଣ ପର୍ବ

ପାରଳାଖେମୁଣ୍ଡି,୧/୯- ଗଜପତି ଜିଲ୍ଲା ବିଜୁ ଜନତା ଦଳର ରାମନଗରସ୍ଥିତ ହାଇଟେକ ପ୍ଲାଜାରେ ଥିବା ନିର୍ବାଚନ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୂଆଗଡ ବ୍ଲକର ବିଜେପି ଓ କଂଗ୍ରେସ ଦଳରୁ ନବନିର୍ବାଚିତ ହୋଇଥିବା ସରପଞ୍ଚ, ସମିତି ସଭ୍ୟ ଓ ନୂଆଗଡ ବ୍ଲକ
Read More...

ମହୁରୁଣ୍ଡି ଗଣେଶ ପୂଜା କମିଟି ପକ୍ଷରୁ ଧୁମଧାମରେ ଗଣେଶ ଚତୁର୍ଥୀ ପାଳିତ

ଖପ୍ରାଖୋଲ : ଭାଦ୍ରବ ଶୁକ୍ଳ ଚତୁର୍ଥୀକୁ ଆମେ ଗଣେଶ ଚତୁର୍ଥୀ ଭାବେ ପାଳନ କରୁ । ଶ୍ରୀ ଗଣେଶ ଭାଦ୍ରବ ଶୁକ୍ଳ ଚତୁର୍ଥୀ, ମଧ୍ୟାହ୍ନ, ସୋମବାର, ସ୍ୱାତୀ ନକ୍ଷତ୍ର ଯୋଗ ଓ ତୁଳା ରାଶିରେ ଶଙ୍କର ଭବାନୀଙ୍କ ପୁତ୍ର ରୂପେ ପ୍ରକଟ ହୋଇଥିଲେ । ତାଙ୍କର ଏହି ଜନ୍ମଦିବସକୁ ଆମେ ଗଣେଶ ଚତୁର୍ଥୀ ରୂପେ
Read More...

ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି :
୧୦୦ ଟଙ୍କା ଯାଏଁ ଶସ୍ତା ହେଲା ଗ୍ୟାସ୍‌

ନୂଆଦିଲ୍ଲୀ,୧/୯: ବିଭିନ୍ନ ସାମଗ୍ରୀର ଦରବୃଦ୍ଧିକୁ ନେଇ ସାଧାରଣ ଖାଉଟୀ ଅତିଷ୍ଠ ଓ ଜର୍ଜରିତ ହୋଇ ଉଠିଥିବା ବେଳେ ଆଜି ଗ୍ୟାସ କ୍ଷେତ୍ରରେ ସେମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । କମିଛି ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟ । ସେପ୍ଟେମ୍ବର ୧ ଅର୍ଥାତ ଆଜିଠାରୁ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ହ୍ରାସ
Read More...

ଚଣ୍ଡୀଗଡ଼ରେ ୧୩ ତମ ଗଣେଶ ପୂଜା ଅନୁଷ୍ଠିତ

ଜହ୍ନାପଙ୍କ,୧/୯: ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଚଣ୍ଡୀଗଡ଼ ଗୁଡିଘରଠାରେ ଶିବ ଶଙ୍କର ୟୁଥ କ୍ଲବ ଆନୁକୂଲ୍ୟରେ ୧୩ ତମ ଗଣେଶ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କର୍ତ୍ତାଭାବେ ପ୍ରଶାନ୍ତ ବଘାର ଦାୟିତ୍ୱ ତୁଲାଇଥିବା ବେଳେ ସୁବାଶିଷ ରଥ ପୂଜାକାର୍ଯ୍ୟ ତୁଲାଇ ଥିଲେ
Read More...

ଗଙ୍ଗା ନଦୀରେ ଡଙ୍ଗା ଓଲଟି ୨ ମୃତ

ଲକ୍ଷେ୍ନø : ଆଜି ଗଙ୍ଗା ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ନିଖୋଜ ଅଛନ୍ତି । ଉତ୍ତରପ୍ରଦେଶର ଗାଜିପୁର୍‌ରେ ଏହି ଦୁର୍ଘଟଣା ଘଟିଛି । ପ୍ରବଳ ବର୍ଷା ପରେ ରେବତୀପୁର ଥାନା ସ୍ଥିତ ଅଠହଠା ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଏଠାରୁ ଗାଁ
Read More...

ଆସ୍ଥା ଭୋଟ୍‌ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ୃରବିନ୍ଦ କେଜ୍ରିୱାଲ । ଆସ୍ଥା ଭୋଟ୍‌ ଜିତିଲେ ଆପ୍‌ ସରକାର । ବିଜେପି ବିରୋଧରେ ଘୋଡା ବେପାର ଅଭିଯୋଗ ଆଣିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆସ୍ଥା ଭୋଟରେ ବାଜିମାତ କରିଛନ୍ତି । ୫୮ ଜଣ ବିଧାୟକ
Read More...

କାଦପଡାରେ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡା ଜୟ ଜଗନ୍ନାଥ ୟୁଥ ଆସୋସିଏସନ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବର ସହକାରେ ଅଗ୍ରପୂଜ୍ୟ ଶ୍ରୀଗଣେଶ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂଜାରେ କର୍ତ୍ତା ଭାବେ କିଆକଟା ସରପଞ୍ଚ ଗାୟତ୍ରୀ ବେହରା ଓ ତାଙ୍କ
Read More...