ଏହି ସ୍କୁଲରେ ମାଗଣାରେ ପଢିବେ କୋଭିଡ ଅନାଥ

ଭୁବନେଶ୍ୱର: କରୋନା ମହାମାରୀ ଦୁଇ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱର ଅର୍ଥିକ ସ୍ଥିତିକୁ କବଜା କରି ରଖିଥିଲା । ଏହି ମହାମାରୀରେ ଅନାଥ ହୋଇଛନ୍ତି ହଜାର ହଜାର ଶିଶୁ । ବାପା, ମା’ଙ୍କୁ ହରାଇ ଅସହାୟ ହୋଇଯାଇଛନ୍ତି । ହେଲେ ଏବେ ଏହି କୋଭିଡ ଅନାଥ ଶିଶୁଙ୍କ ପାଇଁ ପାଠ ପଢିବାର ସୁଯୋଗ…
Read More...

’ରାମ ଗାଥାରେ ସାମାଜିକ ପ୍ରଭାବ ଓ ବୌଦ୍ଧର ରାମଲୀଳା’ ଶୀର୍ଷକ ଆଲୋଚନା ଚକ୍ର

ବୌଦ୍ଧ,୨୬/୪- ଶ୍ରୀରାମଲୀଳା ଯାତ୍ରା ଉପଲକ୍ଷେ ବୌଦ୍ଧଠାରେ "ରାମ ଗାଥାରେ ସାମାଜିକ ପ୍ରଭାବ ଓ ବୌଦ୍ଧର ରାମଲୀଳା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଲ୍ଲିଶ୍ରୀ ଓ ପୁସ୍ତକ ମେଳାର ତୃତୀୟ ଦିବସରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଉଦଘାଟକ ଭାବରେ ପୂର୍ବତନ ବାଚସ୍ପତି ତଥା ବୌଦ୍ଧ…
Read More...

ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକମେଳାର ତୃତୀୟ ସନ୍ଧ୍ୟା, ସମ୍ବଲପୁରୀ ନୃତ୍ୟ ମନ ମୋହିଲା

ବୌଦ୍ଧ,୨୬/୪- ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସଭାପତିତ୍ୱରେ ଅନୁଷ୍ଠିତ ପଲ୍ଲିଶ୍ରୀ ଓ ପୁସ୍ତକ ମେଳାର ତୃତୀୟ ଦିବସର ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ସିନେ ତାରକା…
Read More...

ନେତାଜୀ ସୁଭାଷ ବୋଷ ଜୁନିୟର କଲେଜରେ ଇତିହାସ କଂଗ୍ରେସ୍‌ ଉଦ୍‌ଘାଟିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଜୁନିୟର କଲେଜରେ କନ୍ଧମାଳ ଜିଲ୍ଲା ଇତିହାସ କଂଗ୍ରେସ ଡଃ. ସୁନୀଲ କୁମାର ପାତ୍ର ଅଧିକ୍ଷକଙ୍କ ସଭାପତିତ୍ୱରେ ଅୟୋଜିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡଃ. ମନ୍ମଥ ପାଢୀ ପୂର୍ବତନ କୁଳପତି…
Read More...

ଟାକରା ଘାଟି ନିକଟରୁ ଅଜଣା ବାଇକ୍‌ ଉଦ୍ଧାର

ଦଶପଲ୍ଲା,୨୬/୪: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ଟାକରାଘାଟି ନିକଟସ୍ଥ ଅସିନିବେରେଣା ଖାଲ ନିକଟରୁ ପୁଲିସ ଏକ ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଉଦ୍ଧାର କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଘାଟି ତଳେ ପ୍ରାୟ ୫ ଦିନ ହେଲା ( ଓଆର୍‌ ୧୨ ୯୦୫୯ ) ବାଇକଟି ସେହିଭଳି…
Read More...

ଦୀର୍ଘ ଦୁଇ ବର୍ଷ ପରେ ବାଲିଗୁଡାରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ

ବାଲିଗୁଡା,୨୬/୪: ଦୀର୍ଘ ୨ ବର୍ଷ ପରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି । ଦୁଇବର୍ଷ ପରେ ଆଜି ପୁଣି ବାଲିଗୁଡା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ଏଥିରେ ଜିଲ୍ଲାପାଳ ଡା. ଡି ବୃନ୍ଦା, କନ୍ଧମାଳ ଏସ୍‌ପି ଭିନୀତ୍‌ ଅଗ୍ରୱାଲ୍‌, ଏସଡିପିଓ…
Read More...

ଗୌତମ ଆଦାନୀ ବିଶ୍ୱର ୫ମ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସଂପତ୍ତି ପରିମାଣ ବଢିଚାଲିଛି । ଆଉ ତା ସହିତ ବିଶ୍ୱ ଧନୀ ତାଲିକାରେ ସେ ଉପରକୁ ଉଠି ଚାଲିଛନ୍ତି । ଏବେ ସେ ବିଶ୍ୱର ୫ମ ଧନୀ ବ୍ୟକ୍ତି ହୋଇଯାଇଛନ୍ତି । ପୂର୍ବରୁ ବିଶ୍ୱ ଧନୀ ତାଲିକାର ୫ମ ସ୍ଥାନରେ ଥିବା କିମ୍ବଦନ୍ତୀ ଇନଭେଷ୍ଟର ୱାରେନ…
Read More...

ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ

ଟୋକିଓ : ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୧୯ ବର୍ଷ ବୟସ ହୋଇଥିଲା । ଏହି ଜାପାନୀ ବ୍ୟକ୍ତିଙ୍କ ନାମ କେନ ଟାନାକା । ଗତ ୧୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା କଥା ଜାପାନ ସରକାର ସୋମବାର ଘୋଷଣା କରିଛନ୍ତି । ସେ ୧୯୦୩ ମସିହାରେ ଜନ୍ମ…
Read More...

ସାମରିକ ବ୍ୟୟରେ ବିଶ୍ୱରେ ଭାରତ ତୃତୀୟ

ଷ୍ଟକ୍‌ହୋମ୍‌: ୨୦୨୧ ମସିହାରେ ବିଶ୍ୱ ସାମରିକ ବ୍ୟୟ ୨.୧ ଟ୍ରିଲିୟନ୍‌ ଡଲାର୍‌ ହୋଇ ଏଯାବତ୍‌ ସବୁଠୁ ଅଧିକ ହୋଇଥିବା କଥା ଆଜି ‘ଦି ଷ୍ଟକ୍‌ହୋମ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ (ଏସ୍‌ଆଇପିଆର୍‌ଆଇ) କହିଛି । ପ୍ରତିରକ୍ଷା କ୍ଷେତ୍ରରେ ସବୁଠୁ ଅଧିକ ବ୍ୟୟ…
Read More...

ଜବରଦଖଲ ଦୋକାନୀଙ୍କଠାରୁ ଫାଇନ ଆଦାୟ କଲା ପାଟଣାଗଡ଼ ଏନ୍‌ଏସି

ପାଟଣାଗଡ଼ : ପାଟଣାଗଡ଼ ସହରରେ ଟ୍ରାଫିକ ସମସ୍ୟା ଦୀର୍ଘ ଦିନ ଧରି ଦେଖାଯାଉଥିବା ବେଳେ ଆଜି ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହ ଅଧିକାରୀ ଗୈାରହରୀ ମହନ୍ତଙ୍କ ନେତୃତ୍ୱରେ ଏକ ଟିମ୍‌ ଓ ପୋଲିସର ସହଯୋଗରେ ସହର ମୁଖ୍ୟ ରାସ୍ତା କଡ଼ର ଜବରଦଖଲ କରିଥିବା ଦୋକାନୀଙ୍କ ଠାରୁ…
Read More...