ବତ୍ୟାରେ ୪୭ ମୃତ

0 27

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ବାତ୍ୟା ଇୟାନର ତାଣ୍ଡବ ଯୋଗୁଁ ବଡ଼ କ୍ଷତି ହୋଇଛି । ବର୍ତ୍ତମାନ ସୁଦ୍ଧା ଫ୍ଲୋରିଡାରେ ବାତ୍ୟା ଯୋଗୁଁ ୪୭ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ବିଶ୍ୱ ସ୍ତରରେ ମୃତଙ୍କ ସଂଖ୍ୟା ୫୪ ହୋଇଛି । ଫ୍ଲୋରିଡା ରାଜ୍ୟର ଡାକ୍ତରୀ ଟିମ ଅନୁସାରେ, ବାତ୍ୟା ପରେ ହୋଇଥିବା ବନ୍ୟାରେ ବୁଡି ଅଧିକାଂଶ ଲୋକଙ୍କ ଜୀବନ ଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହାକୁ ଫ୍ଲୋରିଡା ଇତିହାସର ସବୁଠୁ ବଡ଼ ବତ୍ୟା ବୋଲି କହିଛନ୍ତି । ଅନ୍ୟପଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନଜୀବନ ହାନୀକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

16 − 12 =