ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର, : ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ଆସନ୍ତାକାଲି ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହା ପ୍ରକାଶ କରାଯିବ ଏବଂ କଳାର ଫଳାଫଳ ସପ୍ତାହକ ମଧ୍ୟରେ ପ୍ରକାଶ ପାଇବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖରେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ସମ୍ବଲପୁର: ଯୁକ୍ତ ତିନି ପଞ୍ଚମ ସେମିଷ୍ଟର ପୁନଃ ମୂଲ୍ୟାୟନର ଫଳ ପ୍ରକାଶ କରିବାରେ ଅହେତୁକ ବିଳମ୍ବର ପ୍ରତିବାଦରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମୁଖ୍ୟଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ଆଗକୁ ପିଜି ଓ ବିଇଡିର
Read More...

ଦରଦାମ ବୃଦ୍ଧି ପ୍ରତିବାଦରେ ପୁରୀ ଆପ୍‌ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁରୀ : ଦିନକୁ ଦିନ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ହେବାର ଲାଗିଛି । କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ଏଭଳି ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କୁ ଅସହାୟ କରିଦେଇଛି କିନ୍ତୁ ସରକାର ଏଥିପ୍ରତି ଚିନ୍ତିତ ନାହାନ୍ତି । କେବଳ ମିଛ ପ୍ରତିଶ୍ରୁତି ଦେଇ
Read More...

ଦୁଇ ଦେଶରେ ହେବାକୁ ଥିବା ଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ତ୍ରିନିବାଦରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ : ଶୁକ୍ରବାରଠାରୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଟି -୨୦ ଦଳ ତ୍ରିନିଦାଦରେ ପହଞ୍ଚିଛି । ଏହି ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଦୁଇଟି ଦେଶରେ ଖେଳାଯିବ । ସିରିଜର ପ୍ରଥମ ତିନୋଟି ମ୍ୟାଚ୍‌ କାରିବିଆନ୍‌ ମାଟିରେ
Read More...

ମାନବ ଚାଲାଣ ନିୟନ୍ତ୍ରଣ ପାଇଁ ଆଞ୍ଚଳିକ ସ୍ତରୀୟ କର୍ମଶାଳା

ସମ୍ବଲପୁର: ରାଜ୍ୟରେ ମାନବ ଚାଲାଣ ନିୟନ୍ତ୍ରଣ ପାଇଁ ଦୁଇ ଦିନିଆ ଆଞ୍ଚଳିକ କର୍ମଶାଳାର ଆୟୋଜକ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ହୋଇଯାଇଛି । ଓଡ଼ିଶା ପୁଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଶ୍ରୀମତୀ ରେଖା ଲୋହାନୀ
Read More...

ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅନ୍ତର୍ଗତ ଲୋବା ପଞ୍ଚାୟତ ଠାରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଡ଼ ପୁତୁରା ଗ୍ରାମର ୩୫ ଜଣଙ୍କୁ ଏଫଆର୍‌ଏ, ଆର୍‌ଓଆର୍‌ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ
Read More...

ବ୍ୟାଙ୍କରୁ ତାଲା ଭାଙ୍ଗି ଚୋରି ଉଦ୍ୟମ, ନେଇଗଲେ ବାଇକ୍‌

ନନ୍ଦାହାଣ୍ଡି : ତାଲା ଭାଙ୍ଗି ବ୍ୟାଙ୍କରୁ ଚୋରି ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନନ୍ଦାହାଣ୍ଡି ଶାଖା ମୁଖ୍ୟ ଫାଟକ ତାଲା ଭାଙ୍ଗି ଚୋରି ଉଦ୍ୟମ । ବ୍ୟାଙ୍କର ଫାଟକ ତାଲା ଭାଙ୍ଗିଛନ୍ତି ଦୁର୍ବୃତ୍ତ ଏବଂ ବାଇକ ଚୋରି ହୋଇଛି ।
Read More...

ରୋଜଗାରିଆ ପୁଅ ଅସୁସ୍ଥ, ପରିବାରକୁ ସହାୟତା ପ୍ରଦାନ କଲେ ସାଂସଦ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡ଼ା ପଞ୍ଚାୟତର ନୂଆ କେକେସିଂ ଗ୍ରାମର ପ୍ରଭାକର ପାଣିଙ୍କ ସ୍ତ୍ରୀ ଓ ଘରେ ଏକ ମାତ୍ର ରୋଜଗାରିଆ ପୁଅ ଅସୁସ୍ଥ ଅବସ୍ଥାରେ ଥିବା ଖବର ପାଇ ସାଂସଦ ଚନ୍ଦ୍ର ଶେଖର ସାହୁ ତୁରନ୍ତ କିଛି ଆର୍ଥିକ ( ଦଶ ହଜାର ଟଙ୍କା ) ସହାୟତା
Read More...

ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରିଲେ ନୀରଜ ଚୋପ୍ରା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆଉ ମାତ୍ର ଦିନକ ପରେ ଇଂଲଣ୍ଡର ବର୍ମିଂହାମରେ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ତେବେ ଏହା ପୂର୍ବରୁ ଭାରତକୁ ଲାଗିଛି ବହୁତ ବଡ଼ ଝଟକା। ଆହତ କାରଣରୁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ିଛନ୍ତି ଭାରତର ସୁନା ପୁଅ ନୀରଜ ଚୋପ୍ରା। ସେ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ
Read More...

ପ୍ରକୃତି ମିଶ୍ରଙ୍କୁ ଘଣ୍ଟାଏ ଜେରା

ଭୁବନେଶ୍ୱର : ଓଲିଉଡ ଅଭିନେତା ବାବୁସାନ-ତୃପ୍ତି-ପ୍ରକୃତି ମିଶ୍ର ବିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାକୁ ଯାଉଛି । ଏ ନେଇ ଥାନାରେ ମଧ୍ୟ ମାମଲା ହୋଇଛି । ଆଜି ଖାରବେଳନଗର ପୁଲିସ ପ୍ରକୃତି ମିଶ୍ରଙ୍କ ଘରେ ପହଞ୍ଚି ତାଙ୍କୁ ଘଣ୍ଟାଏ କାଳ ଜେରା କରିଥିବା ଜଣାପଡିଛି । ଏ ସଂପର୍କରେ
Read More...