କୋହଲିଙ୍କ ବ୍ୟାଟିଂ ପୋଜିସନ ଉପରେ ଶ୍ରେୟସଙ୍କ ଆଖି, କହିଲେ ଏହି ବଡ କଥା

ନୂଆଦିଲ୍ଲୀ : ବିରାଟ କୋହଲି ତାଙ୍କ କ୍ୟାରିୟରରେ ମୋଟ ୨୬୨ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି ଏବଂ ୨୦୧ ମ୍ୟାଚ୍‌ରେ ସେ ତିନି ନମ୍ବରରେ ବ୍ୟାଟିଂ କରିଛନ୍ତି । ବିରାଟ ଦୀର୍ଘ ଦିନ ଧରି ଦିନିକିଆ ଇଣ୍ଟରନ୍ୟାସନାଲରେ ନମ୍ବର-୩ ବ୍ୟାଟିଂ ସ୍ଥିତି ବଜାୟ ରଖିଛନ୍ତି । ୨୦୦୯ ରୁ ୨୦୨୨
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସାନ୍ତାଳି ନାମ କ’ଣ ଥିଲା ? ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା

ନୂଆଦିଲ୍ଲୀ : ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ସ୍କୁଲ ଶିକ୍ଷକଙ୍କ ଦ୍ୱାରା 'ମହାଭାରତ'ର ଚରିତ୍ରର ନାମ ଦିଆଯାଇଥିଲା । କିଛି ସମୟ ପୂର୍ବରୁ ଏକ ଅଡିଓ ଭିଡିଓ ମାଗାଜିନକୁ ଦେଇଥିବା ଏକ ସାକ୍ଷାତକାରରେ ମୁର୍ମୁ କହିଥିଲେ ଯେ ତାଙ୍କ ସାନ୍ତାଳି ନାମ ହେଉଛି
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କୌଳିକ ପଣ୍ଡାଙ୍କ ଦୀପଦାନ

ପୁରୀ : ଆଜି ମହାମହିମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦେଶର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ । ତେବେ ଓଡିଶା ମାଟିର ଝିଅ ରାଷ୍ଟ୍ରପତି ହେବାପରେ ସବୁଠି ଖୁସିର ମାହୋଲ । ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କୌଳିକ ପଣ୍ଡା ଆଜି ପୁରୀ ଶ୍ରୀମନ୍ଦିର ସମ୍ମୁଖରେ
Read More...

ଶ୍ରାବଣର ଦ୍ୱିତୀୟ ସୋମବାରରେ ଲୋକନାଥଙ୍କ ପୀଠରେ ଭକ୍ତଙ୍କ ଗହଳି

ପୁରୀ : ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ପୁରୀର ପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ହଜାର ହଜାର ବୋଲବମ୍‌ ଭକ୍ତଙ୍କ ଭିଡ ଜମିଛି । ଲୋକନାଥଙ୍କ ନିକଟରେ ଜଳଲାଗି କରିଛନ୍ତି ହଜାର ହଜାର କାଉଡ଼ିଆ ଭକ୍ତ ।ଏହି ଅବସରରେ ପୁରୀର ଶ୍ରୀଲୋକନାଥଙ୍କ ପୀଠ ହୋଇଉଠିଛି ବେଶ୍‌ ଉତ୍ସବ
Read More...

କରୋନା ସଂକ୍ରମଣ: ସମଗ୍ର ରାଜ୍ୟରେ ସ୍ଥିତି ସୁଧୁରିବା ବେଳେ ସମ୍ବଲପୁରରେ ବିଗୁଡିଛି

ସମ୍ବଲପୁର: କରୋନା ସଂକ୍ରମଣର ବର୍ତ୍ତମାନ ଚତୁର୍ଥ ଲହର ସମୟରେ ଗତ ୨୪ ଘଣ୍ଟାରେ ସମ୍ବଲପୁର ଜିଲ୍ଲାରେ ୧୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯେତେବେଳେ କି ସମଗ୍ର ରାଜ୍ୟର ମୋଟ ୭୩୯ ଚିହ୍ନଟ ସହିତ ସ୍ଥିତିରେ ଉନ୍ନତି ଦେଖାଯାଉଛି । ଏପର୍ଯ୍ୟନ୍ତ ସବୁଠାରୁ ସଂକଟାପନ୍ନ ସ୍ଥିତି ଖୋର୍ଦ୍ଧା ଓ କଟକ
Read More...

ବର୍ଦ୍ଧିତ ନାମଲେଖା ଫିଜ ପ୍ରତ୍ୟାହାର ଦାବି, ଛାତ୍ରଛାତ୍ରୀଙ୍କ ଧାରଣା ପ୍ରତ୍ୟାହୃତ

ବୌଦ୍ଧ : ବୌଦ୍ଧ ପଞ୍ଚାୟତ କଲେଜ୍‌ ଛାତ୍ରଛାତ୍ରୀ ମାନେ ବର୍ଦ୍ଧିତ ନାମଲେଖା ଫିଜକୁ ପ୍ରତ୍ୟାହାର ଦାବିରେ ଆଜି କଲେଜ୍‌ ମୁଖ୍ୟ ଫାଟକ ଆଗରେ ଦେଇଥିବା ଧାରଣା ଜିଲ୍ଲାପାଳଙ୍କ ଆଲୋଚନା ପାଇଁ ପ୍ରସ୍ତାବ ଦେବା ପରେ ପ୍ରତ୍ୟାହୃତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ୧୦ ଘଣ୍ଟା ସମୟଠାରୁ
Read More...

ସିରିଜ ବିଜୟ ପରେ ସାଥୀ ଖେଳାଳିଙ୍କ ଖୁସି ମନାଇଲେ ଶିଖର, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜରୁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିଲା । ଏଭଳି ପରିସ୍ଥିତିରେ ଦଳର ଅଧିନାୟକ ପଦ ବରିଷ୍ଠ ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନଙ୍କୁ ହସ୍ତାନ୍ତର କରାଯାଇଥିଲା । ଶ୍ରୀଲଙ୍କା ଗସ୍ତରେ ଶିଖର ଧାୱନ ଦଳର ଅଧିନାୟକ ଥିଲେ । ଏଭଳି ପରିସ୍ଥିତିରେ
Read More...

ଚନ୍ଦ୍ରଶେଖର ପାଠାଗାର ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର : ଜିଲ୍ଲା ସଦରର ଥନାପତିପଡା ସ୍ଥିତ ଚନ୍ଦ୍ରଶେଖର ପାଠାଗାର ଆନୁକୂଲ୍ୟରେ ସ୍ଥାନୀୟ ଥାନାପତିପଡା ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଛ ବଞ୍ଚିଲେ ଆମେ ବଞ୍ଚିବା ନାରା ଦେବା ସହ ଗଛ ଲଗାଇବା ଦ୍ୱାରା ପରିବେଶ କିପରି ସ୍ୱଚ୍ଛ ଓ ନିର୍ମଳ ହେଉଛି ସେଦିଗରେ
Read More...

ବାଇକ୍‌ ଚୋରକୁ କାବୁକଲେ ଗାଁ ଲୋକେ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଚୋରମୁଣ୍ଡା ଗ୍ରାମ ନିକଟ ରେଳୱେ ଫାଟକ ପାଖରେ ବାପା ଓ ପୁଅଙ୍କୁ ମାରପିଟ କରି ହାତରୁ ବାଇକ ଛଡାଇ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ସମୟରେ ବାପ ପୁଅ ଚୋର ଚୋର ବୋଲି ଚିତ୍କାର କଲା ପରେ ଚୋରମୁଣ୍ଡା ଗ୍ରାମବାସୀ
Read More...

ବଞ୍ଜାରି ମହିମା ଆଶ୍ରମରେ ହଳଦିଆ ତୈଳିକ ସମାଜର ବୈଠକ ଅନୁଷ୍ଠିତ : ନୂତନ ହଳଦିଆ ତେଳି ଜୁଆନ କୁଟୁମର କମିଟି ଗଠନ

ପାଟଣାଗଡ/ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍କକ ବଞ୍ଜାରି ମହିମା ଆଶ୍ରମ ପ୍ରାଙ୍ଗଣ ଠାରେ ଜିଲ୍ଲା ତୈଳିକ ବୈଶ୍ୟ ସମାଜ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୈଳିକ ବୈଶ୍ୟ ସମାଜର ସଭାପତି ପ୍ରଫୁଲ୍ଲ କୁମାର ସାହୁ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ସମାଜର ଆହ୍ୱାନ କ୍ରମେ
Read More...