ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ :
ଓଡ଼ିଶାରୁ ୨ଟି,ଛାତ୍ରଛାତ୍ରୀଙ୍କୁ ସତର୍କ କରାଇଲେ ୟୁଜିିସି

ନୂଆଦିଲ୍ଲୀ: ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ କରାଯାଇଛି । ଏହି ତାଲିକା ଜାରି କରିଛି ୟୁନିଭର୍ସିଟି ଗ୍ରାଣ୍ଟ କମିସନ(ୟୁଜିସି) । ୟୁଜିସି ସଚିବ ପ୍ରଫେସର ରଜନୀଶ ଜୈନ ଆଜି ଏହି ସୂଚନା ଦେଇଛନ୍ତି । ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ଚାଲୁଛି । ନକଲି ବିଶ୍ୱବିଦ୍ୟାଳୟ…
Read More...

ରଞ୍ଜିତା ମହାନ୍ତି ସ୍ମୃତି ବାଳିକା ପ୍ରୋତ୍ସାହନ ବୃତ୍ତିି ପ୍ରଦାନ

ବୌଦ୍ଧ,୨୬/୮- ବୌଦ୍ଧ ବ୍ଳକ ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଜଗତି ନୋଡ଼ାଲ ସରକାରୀ ଉଚ୍ଚ଼ ବିଦ୍ୟାଳୟ ସଭାଗୃହ ଠାରେ "ସ୍ୱର୍ଗତ ରଞ୍ଜିତା ମହାନ୍ତି ସ୍ମୃତି ବାଳିକା ପ୍ରୋତ୍ସାହନ ବୃତ୍ତି’ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉପସ୍ଥିତ ଥିବା ଅତିଥିଙ୍କ ସହ ଛାତ୍ରଛାତ୍ରୀ…
Read More...

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ବତ୍କୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା

ଘୁ.ଉଦୟଗିରି: ଚଳିତ ବର୍ଷ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱାୟତ୍ତ ଶାସନ ଦିବସ ପାଳନ ନିମନ୍ତେ ପରିଷଦ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ବତ୍କୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ସିନିୟର…
Read More...

ବନ୍ୟା ପ୍ଲାବିତ ଅଂଚଳରେ ପ୍ରାଣିଚିକିତ୍ସା ଶିବିର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରାଣୀ ବିଭାଗ ତରଫରୁ ଆଜି ବନ୍ୟା ପ୍ଲାବିତ ସଂକୁଲୋଇ ପଞ୍ଚାୟତ ଠାରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକରେ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୪୦ରୁ ଉର୍ଦ୍ଧ୍ୱ ଗ୍ରାମ ଗୁଡିକୁ ଯାଇ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା…
Read More...

ଶବ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଫୁଲବାଣୀ :ଶୁକ୍ରବାର ଶବ ରଖି ଉତ୍ତ୍ୟକ୍ତ ଲୋକଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ । ଫୁଲବାଣୀ ପିଲା ସାଲୁଙ୍କି ନଦୀର ବନ୍ୟା ଜଳର ପ୍ରଖର ସ୍ରୋତରେ ଡାକପାଲା ବ୍ରିଜରୁ ବାଇକ ଆରୋହୀ ତାପସ ରଞ୍ଜନ ଘଟାଲ ଗତ ବୁଧବାର ସନ୍ଧ୍ୟାରେ ବାଇକ ସହ ଭାସି ଯାଇଥିଲେ । ଦିନକ ପରେ ମୃତଦେହ ୧୨ କିମି ଦୂର…
Read More...

ଉନ୍ନୟନ କାମର ଅଗ୍ରଗତି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ସାମ୍ବାଦିକ

ସୁବର୍ଣ୍ଣପୁର- ଗତକାଲି ଅପରାହ୍ନରେ ଜିଲ୍ଲାର ବିଭିନ୍ନ ଉନ୍ନୟନ କାମର ଅଗ୍ରଗତି ବାବଦରେ ଜିଲ୍ଲାର କିଛି କର୍ତ୍ତବ୍ୟରତ ସାମ୍ବାଦିକ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେଙ୍କୁ ଭେଟି ଆଲୋଚନା କରିଛନ୍ତି। ବିଶେଷ କରି ମହାନଦୀ ବ୍ରିଜଠାରୁ କୁଞ୍ଜଛକ ପର୍ଯ୍ୟନ୍ତ ଚାଲିଥିବା ଚାରିଥାକିଆ ରାସ୍ତାର…
Read More...

ଦଶପଲ୍ଲା ଓ ସରିଗଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ସଚେତନତା କର୍ମଶାଳା

ଦଶପଲ୍ଲା: ଭାରତୀୟ ଷ୍ଟେଟ ବ୍ୟାଙ୍କ ଦଶପଲ୍ଲା ଓ ସରିଗଣ୍ଡା ଶାଖା ପକ୍ଷରୁ ଅଗଷ୍ଟ ୧ରୁ ୩୧ ପର୍ଯ୍ୟନ୍ତ ପାଳିତ ହେଉଛି ମନସୁନ୍‌ କ୍ୟାମ୍‌ପେନ୍‌ । ଏହି ଅବସରରେ ଆଜି ଦଶପଲ୍ଲା ବ୍ଲକ କାର୍ଯାଳୟଠାରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ୟାଙ୍କର କର୍ମଚାରୀ ଓ…
Read More...

ବ୍ରାଉନସୁଗାର ଜବତ, ମହିଳା ଗିରଫ

ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ସଦର ରେଞ୍ଜ ଅବକାରୀ ଥାନା ଅଧିକାରିଣୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ କୋଣାର୍କ ଥାନା ଅଧୀନରେ ଥିବା କୋଣାର୍କ ବସ ଷ୍ଟାଣ୍ଡ ସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ ସୁଲଭ ଶୌଚାଳୟ ସାମ୍ନାରେ ଚଢ଼ାଉ କରି…
Read More...

ସଂକୁଲୋଇ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସାପ୍ତାହିକ ଶୁକ୍ରବାର ହାଟ ଶୁଭ ଉଦଘାଟିତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସଂକୁଲୋଇ ପଞ୍ଚାୟତରେ ଆଜି ଶୁକ୍ରବାର ସାପ୍ତାହିକ ହାଟ ଉଦଘାଟିତ ହୋଇଯାଇଛି । ଏହି ଅଂଚଳର ଆଖ ପାଖ ପଂଚାୟତ ଗୁଡିକରେ ଶୁକ୍ରବାର ହାଟ ନଥିବା ଫଳରେ କୃଷିର ବିକାଶକୁ ଆଖି ଆଗରେ ରଖି ଓ ଛୋଟ ବଡ଼ ବ୍ୟବସାୟୀ ସାମଗ୍ରୀ ବିକ୍ରୟ କରିବା ସହିତ…
Read More...

୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଘୁ.ଉଦୟଗିରି:ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ସ୍କୁଲ ଗୁଡ଼ିକୁ ରୂପାନ୍ତରଣ କରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ସମିତି ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରେ ମଧ୍ୟ ସରକାରଙ୍କ ତରଫରୁ ପଞ୍ଚାୟତ ସ୍କୁଲକୁ…
Read More...