ଦ୍ରୌପଦୀଙ୍କ ବିଜୟରେ ପୁରୀ ବିଜେପିର ସେଲିବ୍ରେସନ

ପୁରୀ : ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏର ପ୍ରାର୍ଥୀନୀ ଦ୍ରୌପଦି ମୁର୍ମୁ ବିଜୟ ହାସଲ କରିଛନ୍ତି । ତାଙ୍କ ବିଜୟକୁ ନେଇ ସାରା ଓଡ଼ିଶାରେ ସେଲିବ୍ରେସନ୍‌ ଆରମ୍ଭ ହୋଇଛି । ପ୍ରଥମ ଓଡିଆ ମହିଳା ତଥା ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଜିତିଥିବାରୁ ଓଡ଼ିଶାବାସୀଙ୍କ
Read More...

ବାଲ୍ୟ ବିବାହ ବନ୍ଦ ନିମନ୍ତେ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବୈଠକ

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲାରେ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହର ବନ୍ଦ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କିଶୋର ଓ କିଶୋରୀ ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ସାତଟି ବ୍ଲକରୁ ବାଲ୍ୟ
Read More...

ବାଲୁକା କଳା ମାଧ୍ୟମରେ ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା

ପୁରୀ : ପ୍ରଥମ ଓଡିଆ ମହିଳା ତଥା ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବଚନରେ ବିଜୟ ହାସଲ କରିଛନ୍ତି । ଏଣୁ ଓଡ଼ିଶାରେ ସେଲିବ୍ରେଶନର ମହୋଲ୍‌ । ଏହି ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ
Read More...

ଭାରତ ସରକାରଙ୍କ ଡାକ ବିଭାଗ ତରଫରୁ ଡାକ ମେଳା ଅନୁଷ୍ଠିତ

ଘୁ. ଉଦୟଗିରି : ଭାରତ ସରକାରଙ୍କ ସବୁଠାରୁ ପୁରାତନ ଓ ସୁରକ୍ଷିତ ବ୍ୟବସ୍ଥା ହେଉଛି ଡାକସେବା ବ୍ୟବସ୍ଥା । ଜନ ସାଧାରଣଙ୍କ ସୁବିଧା ପାଇଁ ଭାରତ ସରକାର ଡାକ ବିଭାଗ ଦ୍ୱାରା ବିଭିନ୍ନ ଯୋଜନା ଗୁଡ଼ିକ ପ୍ରଣୟନ କରାହେଉଥିବା ବେଳେ ଯୋଜନା ଗୁଡ଼ିକର ପ୍ରଚାର, ପ୍ରସାର ତଥା ପରିଚାଳନା ନିମନ୍ତେ
Read More...

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଘୁ. ଉଦୟଗିରି ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳିତ

ଘୁ ଉଦୟଗିରି: ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ବାଣ ଫୁଟାଇ ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇବା ସହ ଖୁସି ମନାଇଥିଲେ ।
Read More...

ପୌର ପରିଷଦ ପକ୍ଷରୁ ବଡା ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଟାଉନ ହଲ ଠାରେ ବଡା ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ପୌର ପରିଷଦର ସଫେଇ
Read More...

ସୁବର୍ଣ୍ଣପୁରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ କରୋନା ବୁଷ୍ଟର ଡୋଜ ଟିକା ଗ୍ରହଣ

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟାଳୟ ସୁବର୍ଣ୍ଣପୁରରେ ଆଗ ଧାଡିର କରୋନା ଯୋଦ୍ଧା ହିସାବରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କ ପାଇଁ ପ୍ରିକସନ ଡୋଜ (କୋଭାସିଲଡ଼) ଟିକାକରଣ ବ୍ୟବସ୍ଥା ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଇଥିଲା । ଆଜି ସ୍ଥାନୀୟ
Read More...

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ ସୃଷ୍ଟି ହେଲା ୫ ରେକର୍ଡ, ଜାଣନ୍ତୁ କ’ଣ ସବୁ

ନୂଆଦିଲ୍ଲୀ : ୧୫ ତମ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏକ ବଡ଼ ବିଜୟ ହାସଲ କରିଛନ୍ତି । ମିଳିତ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା ତାଙ୍କ ପରାଜୟକୁ ସ୍ୱୀକାର କରିଛନ୍ତି ଏବଂ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଆଶା କରୁଛି ଆପଣ ବିନା ଭୟ
Read More...

ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଜିତିବା ନେଇ ବୌଦ୍ଧ ଜିଲ୍ଲା ବିଜେପିର ବିଜୟ ଉତ୍ସବ

ବୌଦ୍ଧ,୨୧/୭- ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆଜି ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନରେ ବିଜୟୀ ହୋଇଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଗାନ୍ଧୀ ଛକ ନିକଟରେ ମିଷ୍ଟାନ୍ନ ବଣ୍ଟନ କରିବା ସହିତ ଅଖଣ୍ଡ ଦୀପଜାଳି ବାଣ ଫୁଟାଇ ବିଜୟ ମହୋତ୍ସବ ପାଳିତ ହୋଇଛି । ଆଜିର
Read More...

ଟୋଲ୍‌ ଫ୍ରି ନଂ:୧୪୫୬୭ ନେଇ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ : ମହିଳା ମହାବିଦ୍ୟାଳୟ,ବୌଦ୍ଧ ଠାରେ ଯୁବ ସମାଜସେବୀ ତୋଫାନ ପରିଡ଼ାଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଦ୍ୱାରା ବୃଦ୍ଧ ମହିଳା ଓ ପୁରୁଷମାନଙ୍କ ଯେକୌଣସି ସମସ୍ୟା ଯଥା: ପେନସନ୍‌, ଭତ୍ତା ସମସ୍ୟା, ବୃଦ୍ଧଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଜନିତ ସମସ୍ୟା ଦେଉଥିଲେ, ବୃଦ୍ଧାଶ୍ରମରେ
Read More...