ଘୁ. ଉଦୟଗିରିରେ ଜୁଆ ଆଡ୍ଡା ଉପରେ ଚଢ଼ାଉ; ନଗଦ ୬୯୭୩୦ ଟଙ୍କା,୩ ବାଇକ୍‌ ସହ ୪ ଅଟକ

ଘୁ ଉଦୟଗିରି: ଦୀର୍ଘ ଦିନ ହେଲା ସହରର ୨ନଂ ୱାର୍ଡ ସ୍ଥିତ ଶଙ୍ଖସାହି ନିକଟରେ କିଛି ଦିନ ହେଲା ଏକ ଘରେ ଜୁଆ ଆଡ୍ଡା ଚାଲିଥିବା ବିଷୟରେ ସ୍ଥାନୀୟ ଏସଡିପିଓ ଡି ତିରୁପତି ରାଓ ପଟ୍ଟନାୟକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ରାତିରେ ନିଜେ ଯାଇ ଖବରର ସତ୍ୟାସତ ଜାଣିବା ନିମନ୍ତେ ସେଇ ସ୍ଥାନରେ
Read More...

ହିନ୍ଦୀ ଶିକ୍ଷକ ନବୀକରଣ ପାଠ୍ୟକ୍ରମ ପ୍ରଶିକ୍ଷଣ ଉଦଘାଟିତ

ବୌଦ୍ଧ,୧୮/୭:- ବୌଦ୍ଧ ଜିଲ୍ଲାସ୍ତରୀୟ ହାଇସ୍କୁଲ ହିନ୍ଦୀ ଶିକ୍ଷକ ମାନଙ୍କର ୧୨ ଦିନିଆ ହିନ୍ଦୀ ଶିକ୍ଷକ ନବୀକରଣ ପାଠ୍ୟକ୍ରମ ତାଲିମ ସ୍ଥାନୀୟ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ଘିବେଲା ଆୟୋଜିତ ସଭାରେ ସଭାପତିତ୍ୱ
Read More...

ଦେଶରେ ଦ୍ୱିତୀୟ ମଙ୍କିପକ୍ସ ପଜିଟିଭ ଚିହ୍ନଟ

କୋଚି: କରୋନା ଭୂତାଣୁ କବଳରୁ ଭାରତ ସଂପୂର୍ଣ୍ଣ ଭାବେ ମୁକ୍ତ ହୋଇନଥିବା ବେଳେ ଦେଶରେ ମଙ୍କିପକ୍ସ ଆତଙ୍କ ଦେଖାଦେଲାଣି । ଗତ ୧୪ ତାରିଖରେ କେରଳରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ସେହି କେରଳରୁ ଦ୍ୱିତୀୟ ମାମଲା ଚିହ୍ନଟ ହୋଇଛି । କେରଳର କୁନ୍ନୁର ଜିଲ୍ଳାରେ ଜଣେ ୩୧
Read More...

ରାଷ୍ଟ୍ରପତି ନିର୍ବାଚନ : ଭାଗ୍ୟ ନିର୍ଦ୍ଧାରିତ,ଫଳକୁ ଅପେକ୍ଷା

ନୂଆଦିଲ୍ଲୀ: ଆଜି ଦେଶ ପାଇଁ ଏକ ଐତିହାସିକ ଦିନ । ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଏବଂ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ପରିବେଶ ମଧ୍ୟରେ ଆଜି ରାଷ୍ଟ୍ରପତି ପଦ ପାଇଁ ଭୋଟ ଗ୍ରହଣ କାର୍ଯ୍ୟ ସଂପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ହୋଇଛି । ମତଦାନ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...

ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଜଗଦୀପ ଧନଖଡ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ଲାଗି ଆଜି ‘ଏନ୍‌ଡିଏ’ ପ୍ରାର୍ଥୀ ଜଗଦୀପ ଧନଖଡ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ତାଙ୍କ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ,
Read More...

ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଏବଂ ରାଷ୍ଟ୍ରପତି ନିର୍ବାଚନ ମ୍‌ଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଲୋକସଭାରେ ବାଚସ୍ପତି ଓମ୍‌ ବିର୍ଲା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ସିନ୍‌ଜୋ ଆବେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଅପରାହ୍ଣ
Read More...

ଗ୍ରାହକଙ୍କ ମୁଣ୍ଡରେ ଚଡ଼କ : ଚାଉଳ ଓ ଗହମ ସମେତ ଏକାଧିକ ସାମଗ୍ରୀରେ ଲାଗିଲା ୫% ଜିଏସ୍‌ଟି

ନୂଆଦିଲ୍ଲୀ,୧୮/୭: ଦରଦାମ ବୃଦ୍ଧିକୁ ନେଇ ଲୋକେ ଛଟପଟ ହେଉଥିବା ବେଳେ ଏବେ ସେମାନଙ୍କ ଉପରେ ପଡ଼ିଛି ଚଡ଼କ । କେନ୍ଦ୍ର ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି,ଯାହା ସେମାନଙ୍କୁ ଆହୁରି କଲବଲ କରାଇବ । ଆଜିଠୁ ମହଙ୍ଗା ହୋଇଛି ନିତିଦିନିଆ ଖାଉଟି ସାମଗ୍ରୀ । ନିତିଦିନିଆ ଖାଦ୍ୟ ସାମଗ୍ରୀ ଆଜିଠୁ
Read More...

ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ଷ୍ଟୋକ୍ସ

ନୂଆଦିଲ୍ଲୀ: ଇଂଲଣ୍ଡ ତଥା ସଂପ୍ରତି ବିଶ୍ଵ କ୍ରିକେଟର ତାରକା ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ସମସ୍ତ କ୍ରିକେଟ୍ ପ୍ରେମୀଙ୍କୁ ଚକିତ କରିଛି। ଷ୍ଟୋକ୍ସ ୨୦୧୯ ଦିନିକିଆ ବିଶ୍ଵ କପରେ ଇଂଲଣ୍ଡକୁ ଚାମ୍ପିଅନ କରାଇବାରେ ପ୍ରମୁଖ
Read More...

ଜବରଦଖଲ ଗୋଚର ଜମି ଉଦ୍ଧାର ପାଇଁ ପ୍ରଶାସନର ସଚେତନତା ସଭା

ଖପ୍ରାଖୋଲ : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଓଡ଼ିଆପାଲି ଗାଁରେ ରାଜସ୍ୱ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଉଦ୍ୟମରେ ଜବରଦଖଲ ଗୋଚର ଜମି ଉଦ୍ଧାର ପାଇଁ ସଚେତନତା ସଭା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଖପ୍ରାଖୋଲ ବ୍ଲକ୍‌ ପ୍ରାଣୀ ସମ୍ପଦ
Read More...

କନ୍ଧମାଳ ଜିଲ୍ଲାରେ ଆଉ ୭ ନୂଆ ପଜିଟିଭ ଚିହ୍ନଟ

ଫୁଲବାଣୀ- ସୋମବାର କନ୍ଧମାଳ ଜିଲ୍ଲାରେ ପୁଣି ୭ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ରବିବାର ୭ ନୂଆପଜିଟିଭକୁ ମିଶାଇ ଏଯାଏ ପଜିଟିଭ ସଂଖ୍ୟା ୨୪ରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନର କଟକଣା ନଥିବାରୂ ମାସ୍କ ପିନ୍ଧିବା, ସାମାଜିକ ଦୂରତା କଥା ସମସ୍ତେ ଭୁଲିଗଲେଣି । କେହିବି କୋରାନା
Read More...