ଯୋଗ କେନ୍ଦ୍ରରେ ଜନ୍ମାଷ୍ଟମୀ ପାଳିତ
ଗଞ୍ଜାମ,୨୧/୮: ବ୍ରହ୍ମପୁରର ଲାଞ୍ଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ରରେ ମଂଚ ସଭାପତି ପ୍ରଫେସର ଭାସ୍କର ପାଢ଼ୀଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଦିବ୍ୟ ଜୀବନ ସଂଘ ପରିସରରେ ଜନ୍ମାଷ୍ଟମୀ ଉତ୍ସବ ଅତି ଯାକଜମକରେ ପାଳିତ ହୋଇଯାଇଛି । ଉପସ୍ଥିତ ଅର୍ଦ୍ଧଶତାଧିକ ସଦସ୍ୟ!-->…
Read More...
Read More...