ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବଡ଼ ବ୍ରାହ୍ମଣ ସାହି ସ୍ଥିତ ରାଧା ବଲ୍ଲଭ ମନ୍ଦିର ଠାରୁ ୮୦ରୁ ଉର୍ଦ୍ଧ୍ୱ ରାଧାକୃଷ୍ଣ ବେଶ ଧାରୀ ଶିଶୁ ମାନଙ୍କର…
Read More...

ବାଲିଗୁଡ଼ା ତହସିଲ କାର୍ଯ୍ୟାଳୟରେ ସହାୟତା ପାଇଁ ବିପନ୍ନଙ୍କ ପ୍ରବଳ ଭିଡ଼

ବାଲିଗୁଡ଼ା: ସାରା ରାଜ୍ୟରେ ବର୍ଷା ବିତ୍ପାତ ଚାଲିଥିବା ବେଳେ ଆକାଶ ମାର୍ଗରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ଏବଂ ସବୁ ଜିଲ୍ଲା ପ୍ରଶାସନକୁ ସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା…
Read More...

କ୍ରୀଡ଼ାର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ସମନ୍ୱୟ ବୈଠକ

ସୁବର୍ଣ୍ଣପୁର : ଜିଲ୍ଲାରେ ତୃଣମୂଳ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡାର ବିକାଶ ସହ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ପ୍ରଶାସନ ତରଫରୁ ଏକ ସମନ୍ୱୟ ବୈଠକ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ଖବର ପ୍ରସାରଣ ପରେ ତୁରନ୍ତ ପଦକ୍ଷେପ ନେଲେ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ

ଦଶପଲ୍ଲା : ଗତକାଲି ଲଗାଣ ବର୍ଷାରେ ପୋଲ ଭୁଶୁଡିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ପରେ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କରାଯାଇଛି । ଗଣମାଧ୍ୟମରୁ ଖବର ପାଇବାପରେ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ଚନ୍ଦନ କୁମାର ରଥ ତୁରନ୍ତ ପଦକ୍ଷେପ ନେଇ ବ୍ୟାରିକେଡ୍‌ ନିର୍ମାଣ କରିବା ସଂଗେ…
Read More...

ବନ୍ୟାପାଣି କମୁଛି, ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି ; ଚିନ୍ତା ବଢାଇଲା ବର୍ଷା

ହରଭଙ୍ଗା : ବ୍ଲକର ବନ୍ୟା ଅଞ୍ଚଳର ସ୍ଥିତି ଏବେବି ଗମ୍ଭୀର ରହିଛି । ଧୀରେଧୀରେ ବନ୍ୟାପାଣି ଗ୍ରାମଗୁଡିକରୁ କାମୁଥିବାବେଳେ ଏବେ ବି ବହୁଗ୍ରାମ ଯଥା ମରଡା, କୁମାରୀ, ଅତଲସରା, ତିରଡ଼, ହରଭଂଗା, ପାଣିଘରା, ଖଣ୍ଡିଧଲପୁର, କୃଷ୍ଣମୋହନ, ପୁର, ସଦଲଗଣ୍ଡା, ଧଳପୁର ଅଦିଗ୍ରାମ ଗୁଡିକ ପାଣି ଘେରରେ…
Read More...

ମୁଖ୍ୟରାସ୍ତାରେ ଆଣ୍ଠୁଏ ପାଣି, ଯାତାୟତ ବାଧାପ୍ରାପ୍ତ

ଘୁ ଉଦୟଗିରି: ଲଗାଣ ବର୍ଷା ସାରା କନ୍ଧମାଳ ବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଛି ।ବର୍ଷା ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହେବା ସହ ଜମି ଗୁଡିକ ପାଣିରେ ବୁଡି ଫସଲ କ୍ଷତି ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବହୁ ସ୍ଥାନରେ ରାସ୍ତା ଉପରେ ବର୍ଷା ପାଣି ଚଳୁଥିବା ଦୃଶ୍ୟ ବି ଦେଖିବାକୁ ମିଳିଛି ।…
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ଘୁ ଉଦୟଗିରି :ଲଗାଣ ବର୍ଷା ଯୋଗୁଁ ଗତକାଲି ରାତିରେ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ମାଉସୀ ମଣ୍ଡପ ସାହି ଶ୍ରୀହରି ବିଷୋୟୀଙ୍କ ଘରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ନଷ୍ଟ ହୋଇ ଯାଇଛି । ଘରେ ଶୋଇଥିବା ଅବସ୍ଥାରେ ମଧ୍ୟରାତ୍ରରେ ଘରଟି ଭୁଶୁଡି ପଡିଲା । କିନ୍ତୁ ପରିବାରଟି ଏକ ଆସନ୍ନ ବିପଦରୁ…
Read More...

ଜରି ପାଲ ଖଣ୍ଡିଏ ପାଇଁ ତହସିଲଦାରଙ୍କ ପାଖରେ ପାଲ୍‌ ପଡିଲେ ଜିଲ୍ଲା ପରିଷଦ ସଦସ୍ୟ

ସୁବର୍ଣ୍ଣପୁର : ବର୍ତ୍ତମାନର ସମୟରେ ସରକାରୀ ବାବୁ ମାନେ ଯେ କେତେ ପାୱାରଫୁଲ୍‌ ଓ ଲୋକମାନଙ୍କୁ କେମିତି ତୁଚ୍ଛ ମଣନ୍ତି ତାହାର ଏକ ନିଚ୍ଛକ ଚିତ୍ର ଏବେ ପଦାକୁ ଆସିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ । ସୂଚନା ଅନୁସାରେ ଚଳିତ…
Read More...

ପାରଳାର ପରସମଣୀ ଶତାବ୍ଦୀ ପୁରୁଷ ପଦ୍ମଶ୍ରୀ ଡ. ସତ୍ୟନାରାୟଣ ରାଜଗୁରୁଙ୍କ ୧୨୦ତମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ପଦ୍ମଶ୍ରୀ ଡ.ସତ୍ୟନାରାୟଣ ରାଜଗୁରୁଙ୍କ ୧୨୦ତମ ଜୟନ୍ତୀତ୍ସୋବ ଆଡମ୍ୱର ସହକାରେ ପାଳିତ ହୋଇସାରିଛି । ମୁଖ୍ୟ ଅତିଥି ସଂଗ୍ରାମଶେଖର ପଣ୍ଡା ଅତିରିକ୍ତ…
Read More...

୨୭ରେ ଏଏସଓ ପରୀକ୍ଷା

ଭୁବନେଶ୍ବର: ଅଗଷ୍ଟ ୨୧ରେ ହେବାକୁ ଥିବା ଏଏସଓ ପରୀକ୍ଷା ଆସନ୍ତା ୨୭ ତାରିଖରେ ହେବ ବୋଲି ଜଣାଯାଇଛି। ତେବେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା ପରେ ଏଏସଓ ପରୀକ୍ଷା ଆସନ୍ତା ୨୭ ତାରିଖରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବବତ ପରୀକ୍ଷା ୩ଟି ସିଟିଂରେ ହେବ। ସକାଳ ୯ରୁ ଅପରାହ୍ନ ୪.୩୦…
Read More...