ଧୋନୀଙ୍କୁ ପଛରେ ପକାଇଲେ ରୋହିତ; ସଚିନ, କୋହଲିଙ୍କ କ୍ଲବରେ ସାମିଲ ହେଲେ
ନୂଆଦିଲ୍ଲୀ : ଶନିବାର ରାତିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଚତୁର୍ଥ ଟି-୨୦ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୩୩ ରନର ଧୂଆଁଧାର ଇନିଂସ ଖେଳିଥିଲେ । ଦୁଇଟି ଚୌକା ଓ ତିନୋଟି ଛକା ସହାୟତାରେ ହିଟମ୍ୟାନ୍ ୧୬ ଟି ବଲରୁ ଏହି ସ୍କୋର କରିଥିଲେ । ଇଣ୍ଡିଜ୍ ବିପକ୍ଷ ଏହି ଇନିଂସ ଆଧାରରେ ରୋହିତ!-->…
Read More...
Read More...