ଶେଷ ହେଲା କାଉଡିଆଙ୍କ ଶ୍ରାବଣ ମାସର ଜଳାଲାଗି, ଶ୍ରୀଲୋକନାଥଙ୍କ ପୀଠରେ ବୋଲବମ ଭକ୍ତଙ୍କ ଭିଡ

ପୁରୀ : ଶେଷ ହେଲା କାଉଡିଆଙ୍କ ଶ୍ରାବଣ ମାସର ଜଳାଲାଗି । ଆଜି ଶ୍ରାବଣ ମାସର ଶେଷ ସୋମବାରରେ ଅବସରରେ ଓଡିଶାର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ମନ୍ଦିରରେ ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ବୋଲବମ ଭକ୍ତ ଜଳଲାଗି କରିଛନ୍ତି । ବୋଲବମ ଭକ୍ତଙ୍କ ସହ ସାଧାରଣ ଭକ୍ତ ଶ୍ରଦ୍ଧାଳୁ ଶ୍ରୀଲୋକନାଥଙ୍କ
Read More...

ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହ

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋମବାର ସକାଳ ୯ଟା ୪୫ ମିନିଟ୍ ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିର ଭିତରେ ସେ ସର୍ବପ୍ରଥମେ ଶ୍ରୀଗଣେଶଙ୍କୁ ଦର୍ଶନ କରିଥିଲେ।
Read More...

ଖପ୍ରାଖୋଲ ପୋଲିସକୁ ବଡ଼ ସଫଳତା, ଲୁଟ୍‌ ଘଟଣାରେ ନାବାଳକ ସମେତ ୫ ଗିରଫ

ଖପ୍ରାଖୋଲ : ବଲାଙ୍ଗିର ଜିଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଓଏଭି ସ୍କୁଲ ନିକଟ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ଖପ୍ରାଖୋଲ ପୋଲିସ । ଏନେଇ ଥାନା ପରିସରରେ ପାଟଣାଗଡ଼ ଏସ.ଡ଼ି.ପି.ଓ ଜ୍ୟୋତିର୍ମୟ ଭୁକ୍ତା ଓ ଖପ୍ରାଖୋଲ ଥାନା ଅଧିକାରୀ ରାମାକାନ୍ତ ସାହୁ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି ।
Read More...

ବରିଷ୍ଠ ନାଗରିକଙ୍କ ତୀର୍ଥ ସ୍ଥାନ ଭ୍ରମଣ

ଗଞ୍ଜାମ/ବ୍ରହ୍ନପୁର: ବ୍ରହ୍ମପୁରସ୍ଥ ଲାଂଜିପଲ୍ଲୀ ବରିଷ୍ଠ ନାଗରିକ ମଂଚ ତରଫରୁ ମଂଚର ପ୍ରତିଷ୍ଠାତା ସଭ୍ୟ ଶ୍ରୀ କେ କ୍ରିଷ୍ଣା ରାଓଙ୍କ ତତ୍ତ୍ୱାବଧାନରେ ସର୍ବଶ୍ରୀ ସୂର୍ଯ୍ୟ ନାରାୟଣ ମହାନ୍ତି, ବିଭୂତି ଭୂଷଣ ବେହେରା, ସୁଜନ ଶୁକ୍ଳ, ଶାନ୍ତନୁ କୁମାର ମିଶ୍ର, ପ୍ରଫୁଲ କୁମାର ପାତ୍ର,
Read More...

ଜାତୀୟ ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ନଟରାଜ କଳା ମନ୍ଦିର ଫୁଲବାଣୀର ମିଳିତ ଆନୁକୂଲ୍ୟରେ ଜାତୀୟ ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମ ଅନୁଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି
Read More...

ଧର୍ମ ସଶକ୍ତିକରଣ ବଳରେ ରାଷ୍ଟ୍ର ନିର୍ମାଣ ପାଇଁ ଆହ୍ୱାନ

ସମ୍ବଲପୁର:ରାଧା ଶ୍ରୀନିବାସ ଟ୍ରଷ୍ଟ ଆନୁକୂଲ୍ୟରେ "ରାଷ୍ଟ୍ରୀୟ ଚେତନା, ସୁରକ୍ଷା ଓ ବିକାଶ" ବିଷୟରେ ଶ୍ରୀନିବାସ ସ୍ମୃତି ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କର ଅଭିଭାଷଣରେ ସ୍ୱର୍ଗତ ଶ୍ରୀନିବାସ ଅଗ୍ରୱାଲଙ୍କ ପ୍ରତି ସ୍ମୃତି
Read More...

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପବିତ୍ର ଝୁଲଣ ଯାତ୍ରା

ପୁରୀ : ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପବିତ୍ର ଝୁଲଣ ଯାତ୍ରା । ୭ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ପାଇଁ ଶ୍ରୀମନ୍ଦିର ସହ ପୁରୀର ମଠବାଡି ଗୁଡିକ ବେଶ୍‌ ଚଳଚଞ୍ଚଳ ହୋଇ ଉଠିଛି । ବିଶେଷ କରି ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକରେ ଶହ ଶହ ବର୍ଷ ଧରି ଏହି ଝୁଲଣ ଉତ୍ସବ ବେଶ୍‌
Read More...

ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଜରିନ : ଚତୁର୍ଥ ସ୍ଥାନକୁ ଉଠିଲା ଭାରତ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତୀୟ ବକ୍ସରଙ୍କ ଦବଦବା ଜାରି ରହିଛି । ବିଶ୍ୱ ଚାମ୍ପିଅନ ବକ୍ସର ନିକହତ ଜରିନ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୬ ବର୍ଷୀୟ ନିକହତ ଚଳିତ ବର୍ଷ ମେ ମାସରେ ବିଶ୍ୱ ଚାମ୍ପିଅନ ହୋଇଥିଲେ । ଏବେ ନିଜର ପଦାର୍ପଣ ରାଜ୍ୟଗୋଷ୍ଠୀ
Read More...

ଶ୍ରୀନଗର-କନ୍ୟାକୁମାରୀ ମଧ୍ୟରେ ଚାଲିବ ଯାତ୍ରୀବାହୀ ଟ୍ରେନ

ଶ୍ରୀନଗର: ଦେଶର ବିକାଶରେ ଭାରତୀୟ ରେଳର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୨୦୨୪ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀନଗର-କନ୍ୟାକୁମାରୀ ମଧ୍ୟରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ମାର୍ଚ୍ଚ ୨୦୨୪ ସୁଦ୍ଧା କଶ୍ମୀର ଉପତ୍ୟକାକୁ ଦେଶ
Read More...

ନିତି ଅୟୋଗ ବୈଠକ :
ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ମାନ୍ୟତା
ଦେବାକୁ ଦାବି କଲେ ନବୀନ

ନୂଆଦିଲ୍ଲୀ: ଆଜି ଏଠାରେ ଅନୁଷ୍ଠିତ ହୋିଯାଇଛି ନିତି ଆୟୋଗ ବୈଠକ । ବୈଠକରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଓଡ଼ିଶା ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଏଥିରେ ଯୋଗଦେଇ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଦୋହରାଇଥିଲେ । ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍‌
Read More...