ରାଜ୍ୟଗୋଷ୍ଠୀ : ଆଉ ଗୋଟିଏ ପଦକ ପକ୍କା କଲେ ଭାବିନା

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କରିଛନ୍ତି ପାରା ଆଥଲେଟ ଭାବିନା ପଟେଲ । ସେ ଟେବୁଲ ଟେନିସର ମହିଳା ଏକକ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତର ଏହି ଷ୍ଟାର ଟିଟି ଖେଳାଳି ପାରା ଅଲିମ୍ପିକ୍ସରେ ମଧ୍ୟ ଭାରତ ପାଇଁ ପଦକ ଜିତିଥିଲେ । ଏବେ ସେ
Read More...

ଦିନ ଦ୍ୱିପ୍ରହରରେ ସୁନା ଦୋକାନରୁ ଲୁଟ୍‌

ପାଟଣାଗଡ : ପାଟଣାଗଡ ସହର ମଝିରେ ଦିନ ଦ୍ୱିପ୍ରହରରେ ତଥା ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଡକାୟତ କରି ଲୁଟି ନେଲେ ଦେଢ କେଜି ସୁନା ଏବଂ ୬୦ ହଜାର ଟଙ୍କା । ଆଜି ଅପରାହ୍ନ ୪ଟା ସମୟରେ ୬ ଜଣ ଡକାୟତ ଅମୃତ କଳସ ସୁନା ଦୋକାନରେ ସୁନା ଓ ଟଙ୍କା ଲୁଟି ନେଇ
Read More...

ରାଜ୍ୟଗୋଷ୍ଠୀ କୁସ୍ତି : ବିଜୟରୁ ଅଭିଯାନ ଆରମ୍ଭ କଲେ ବଜରଙ୍ଗ ଓ ପୁନିଆ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜିଠାରୁ ଆରମ୍ଭ ହୋଇଛି କୁସ୍ତି ପ୍ରତିଯୋଗିତା । ଭାରତର ଦୁଇ ଷ୍ଟାର ରେସଲର ବଜରଙ୍ଗ ପୁନିଆ ଓ ଦୀପକ ପୁନିଆ ନିଜ ନିଜର ପ୍ରଥମ ମ୍ୟାଚ୍‌ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ ବଜରଙ୍ଗ ପୁନିଆ ୧ ମିନିଟ ୪୭
Read More...

ଏବେ ଖବରକାଗଜ ଦାୟିତ୍ୱ ତୁଲାଇବେ ଉଦ୍ଧବ

ମୁମ୍ବାଇ: ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ତାଙ୍କୁ ପ୍ରଥମେ ଅଗଷ୍ଟ ୪ପର୍ଯ୍ୟନ୍ତ ଇଡିର ହେପାଜତକୁ ପଠାଯାଇଥିବା ବେଳେ ପୁଣି ତାଙ୍କର ହେପାଜତର ଅବଧି ଅଗଷ୍ଟ ୮ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଆଉ ଶିବସେନାର
Read More...

ନିଃସ୍ୱାର୍ଥପର ଭାବେ ସେବା ଯୋଗାଇ ଆସୁଛି ଟିମ ହ୍ୟୁମାନିଟି କନ୍ଧମାଳ

ଫୁଲବାଣୀ:-ଆଜି ଟିମ୍‌ ହ୍ୟୁମାନିଟି କନ୍ଧମାଳର ସଦସ୍ୟଙ୍କ ଆଉ ଏକ ମହାନ୍‌ କାର୍ଯ୍ୟ ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମର ୬୨ ବର୍ଷୀୟ ନାର୍ଷୁ ପାତ୍ର ନାମକ ଜଣେ ମହିଳାଙ୍କ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା । କିନ୍ତୁ ଶବ ସତ୍କାର ପାଇଁ
Read More...

ମୋଦିଙ୍କୁ ଭେଟିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ବିଜେପି ଓ ଟିଏମସି ମଧ୍ୟରେ ତିକ୍ତତା ଜାରି ରହିଥିବା ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନୂଆଦିଲ୍ଲୀରେ ଥିବା ମୋଦିଙ୍କ ବାସଭବନରେ ପହଞ୍ଚି ମମତା ତାଙ୍କ ସହ ଆଲୋଚନା କରିଛନ୍ତି । ବର୍ତ୍ତମାନ ୪ ଦିନିଆ
Read More...

ଶିଶୁ କନ୍ୟାଙ୍କୁ ମାଡ ମାରିଲେ ଅଙ୍ଗନବାଡି ସହାୟିକା, ଅଭିଯୋଗ ଆଣିଲେ ଅଭିଭାବକ

ପୁରୀ : କାକଟପୁର କୁଞ୍ଜ ଅଙ୍ଗନବାଡି କେନ୍ଦ୍ରରେ କୋମଳମତି ଶିଶୁ କନ୍ୟାକୁ ମାଡ଼ ଅଭିଯୋଗ । ବେତ ବାଡ଼ିରେ ଶିଶୁ କନ୍ୟାକୁ ମାଡ ମରାଯାଇ ଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଙ୍ଗନବାଡି ସହାୟିକା ମାଡ଼ ମାରିଥିବା ଅଭିଯୋଗ । ଆଜି ସହାୟିକା ଜନୈକ ଚାରି ବର୍ଷର ଶିଶୁ କନ୍ୟାକୁ ବାଡ଼ିରେ ମାଡ଼
Read More...

ଦୁଇ ସପ୍ତାହ ପାଇଁ ଜେଲ ହାଜତକୁ ଗଲେ ପାର୍ଥ ଓ ଅର୍ପିତା

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଆସନ୍ତା ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଉଭୟଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଇଡି ଗିରଫ କରିବା ପରେ ପ୍ରାୟ ୮ ଦିନ କାଳ ରିମାଣ୍ଡରେ ନେଇ
Read More...

ବଢିଲା ରେପୋରେଟ;ପ୍ରଭାବିତ ହେବ ଋଣ ଓ ଇଏମଆଇ

ମୁମ୍ବାଇ : ଦେଶରେ ଦରଦାମ ବୃଦ୍ଧି ତଥା ମୁଦ୍ରାସ୍ଫୀତିକୁ ନେଇ ଦେଶରେ କଂଗ୍ରେସର ଯୋରଦାର ଆନ୍ଦୋଳନ ଚାଲିଥିବା ବେଳେ,ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ମୁଦ୍ରାସ୍ପିତି ହାରକୁ ନିୟନ୍ତ୍ରଣ ପାଇଁ କେତେକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି । ରିଜର୍ଭ ବ୍ୟାଙ୍କ ଆଜି ମୁଦ୍ରା ନୀତି ସମୀକ୍ଷା
Read More...

ଦରବୃଦ୍ଧିକୁ ନେଇ ଦେଶତମାମ ଗର୍ଜିଲା କଂଗ୍ରେସ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଘନ ଘନ ଜେରା ଓ ରେଡକୁ ନେଇ ରହିଥିବା ପୁଞ୍ଜିଭୁତ ଅସନ୍ତୋଷ ତଥା କ୍ରୋଧ ଏବଂ ଦରଦାମ ବୃଦ୍ଧି,ଜିଏସଟି,ବେକାରୀ ଆଦି ପ୍ରସଙ୍ଗକୁ ଆଧାର କରି ଆଜି ଦେଶତମାମ ଦେଖିବାକୁ ମିଳିଛି ଜାତୀୟ କଂଗ୍ରେସର ଅଭୂତପୁର୍ବ ବିକ୍ଷୋଭ । ପଲ୍ଲୀଠୁ ଆରମ୍ଭ କରି
Read More...