ଝିଙ୍କରପାଲି ଐତିହ୍ୟ ପୀଠ ତରଫରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ

0 301

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ଝିଙ୍କରପାଲି ଐତିହ୍ୟ ପୀଠ କମିଟି ତରଫରୁ ଗୁରୁବାର ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମିଟିର ମୁଖ୍ୟ ସଦାଶିବ ପାଢୀଙ୍କ ତତ୍ତ୍ୱାବଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ମୁଖ୍ୟ ଅତିଥି, କଣ୍ଟାମାଳ ବନାଞ୍ଚଳ ଅଧିକାରୀ କ୍ଷୀରାବ୍ଧୀ ପ୍ରଧାନ, ବନପାଳ ମାଳତୀ ମାଝୀ, ସରପଞ୍ଚ ସୌଦାମିନୀ ମଲିକ ସହ କୁଣ୍ଡାମାଳ ବିଦ୍ୟାଳୟର ଛାତ୍ରଛାତୀ, ଶିକ୍ଷକ, ଅଞ୍ଚଳର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇ ୧୫ ଶହ ଫୁଲ, ଫଳ, ଔଷଧୀୟ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କମିଟିର ମନୋଜ ମହାନ୍ତି ଓ ଗ୍ରାମବାସୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

one × four =