କଂଗ୍ରେସ ଛାଡ଼ିଲେ ଗୁଲାମନବୀ

0 164

ନୂଆଦିଲ୍ଲୀ: କଂଗ୍ରେସ ରାଜନୀତିରେ ଏବେ କିଛି ଭଲ ଚାଲୁନାହିଁ ।  ସେ ରାଜ୍ୟ କଂଗ୍ରେସ ହେଉଛି କି ଜାତୀୟ କଂଗ୍ରେସ  । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କଂଗ୍ରେସର ଜଣେ ବରିଷ୍ଠ ସଦସ୍ୟ ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି  ବରିଷ୍ଠ ନେତା ଗୁଲାମନବୀ ଆଜାଦ । 

hiring

ଆଜି ସେ ସମସ୍ତ ପଦପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।  ଜି-୨୩ ଅସନ୍ତୁଷ୍ଟ ନେତାଭାବେ  ଗୁଲାମନବୀ ତାଲିକାର ଆଗରେ ଥିଲେ । ନିକଟରେ  ଗୁଲାମନବୀ ଜାମ୍ମୁ-କାଶ୍ମୀର କ୍ୟାମ୍ପେନ କମିଟି ଅଧ୍ୟକ୍ଷ ପଦ ଛାଡ଼ିଥିଲେ ।

ତେବେ ସେ ବିଜେପିରେ ସାମିଲ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । 

hiranchal ad1
Leave A Reply

Your email address will not be published.

10 − 10 =