ଅଜଣା କାର୍‌ ଧକ୍କାରେ ବାଇକ୍‌ ଆରୋହୀ ଗୁରୁତର

କେଉଁଝର,୨୨/୭- କେଉଁଝର ଜିଲ୍ଲା ହରିଚନ୍ଦନପୁର ଥାନା ଆଳୁଘାଟି ନିକଟରେ ଅଜଣା କାର୍‌ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ ବୁଧବାର ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗୁରୁତର ଯୁବକ ଜଣଙ୍କ ଭୂବନ ଥାନା ବଡ଼କାଠିଆ ଗ୍ରାମର ଚୈତନ୍ୟ ମହାନ୍ତଙ୍କ…
Read More...

ଅହେତୁକ ବିଦ୍ୟୁତ ଶୁକ୍ଲବୃଦ୍ଧି ବିରୁଦ୍ଧରେ କ୍ୟାଣ୍ଡେଲ ଶୋଭାଯାତ୍ରା

ସମ୍ବଲପୁର,୨୨/୭- ରାଜ୍ୟରେ ଅହେତୁକ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି, ଅଘୋଷିତ ବିଦ୍ୟୁତ୍‌ କାଟ ତଥା କ୍ରମାଗତ ଭାବେ ବଢିରହୁଥିବା ଲୋ ଭୋଲଟେଜ ସମସ୍ୟାର ପ୍ରତିବାଦ ସ୍ୱରୂପର ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଭାରତୀୟ ଜନତା ଯୁବା ମୋର୍ଚ୍ଚା ତରଫରୁ ଗତକାଲି ରାତିରେ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁରରେ…
Read More...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ: ରୋଗ ଶଯ୍ୟାରେ ବୁଟୁ

ଦଶପଲ୍ଲା: ଦଶପଲ୍ଲା ବିଜ୍ଞପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୨ନଂ ୱାର୍ଡ଼ କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମର ଚିତ୍ରସେନ ଦାସଙ୍କ ପୁଅ ବୁଟୁ ଦାସ (୩୦) । ହୃଦ ରୋଗରେ ପୀଡିତ ହୋଇ ୨ବର୍ଷ ଧରି ରୋଗ ଶଯ୍ୟାରେ ବୁଟୁ । ଅର୍ଥ ଅଭାବରୁ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଇ ପାରୁ ନାହିଁ ।…
Read More...

କରୋନା ନେଲା ଆଉ ୬୭ ଜୀବନ, ଚିହ୍ନଟ ହେଲେ ୧୯୪୮ ନୂଆ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୪୮ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌…
Read More...

ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

ପୁରୀ : ଜନ୍ମବେଦୀରୁ ବାହୁଡ଼ିବା ପରେ ସୁନାବେଶରେ ଦର୍ଶନ ଦେଲେ ରଥାରୁଢ଼ ଚତୁର୍ଦ୍ଧାମୂରତି । ମହଣ ମହଣ ସୁନାରେ ସଜେଇ ହୋଇଥିଲେ ଶ୍ରୀଜିଉ । ଆଜି ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କୁ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହେବ । ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ…
Read More...

ଦଶପଲ୍ଲା ବ୍ଲକ୍‌ ଡିଜିଟାଲ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଦ୍ୱିତୀୟ ବୈଠକ

ଦଶପଲ୍ଲା,୨୧/୭ :- ଦଶପଲ୍ଲା ବ୍ଲକ୍‌ ଡିଜିଟାଲ ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଦ୍ୱିତୀୟ ବୈଠକ ନିଜସ୍ୱ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ଆସୋସିଏସନର ସଭାପତି ଶୁଶାନ୍ତ କୁମାର ସାହୁଙ୍କ ପ୍ରସ୍ତାବକ୍ରମେ କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ବନ୍ଧୁ ମାନଙ୍କ…
Read More...

ପୁରୀ: ମହଣ ମହଣ ସ୍ୱର୍ଣ୍ଣଅଳଙ୍କାରରେ ବିଭୂଷିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ

ପୁରୀ,୨୧/୭- ପବିତ୍ର ସୁନାବେଶରେ ମହଣ ମହଣ ସ୍ୱର୍ଣ୍ଣଅଳଙ୍କାରରେ ବିଭୂଷିତ ହୋଇ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରୁ ଦର୍ଶନ ଦେଇଛନ୍ତି । ପ୍ରତିବର୍ଷ ହରିଶୟନ ଏକାଦଶୀରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଏଥର କିନ୍ତୁ ଗରୁଡ଼ ଶୟନ ଦ୍ୱାଦଶୀ ତିଥିରେ ସୂନାବେଶରେ ଦର୍ଶନ…
Read More...

ଭୀମସାର ଦେଇପାରୁନାହିଁ ଗୁରୁତର ହାଡଭଙ୍ଗା ରୋଗୀଙ୍କୁ ଚିକିତ୍ସା !

ସମ୍ବଲପୁର,୨୧/୭: ଘୋର ଲଜ୍ଜ୍ୟା ଏବଂ ପଶ୍ଚିମଓଡିଶା ବାସୀଙ୍କ ପାଇଁ ଅପମାନ କହିଲେ ଅତ୍ୟୁକ୍ତି ହେବନାହିଁ । ଯଦି ସତରେ ଭୀମସାର ବୁର୍ଲା ଗୁରୁତର ହାଡଭଙ୍ଗା ରୋଗୀଙ୍କୁ ଚିକିତ୍ସା ଯୋଗାଇଦେବାରେ ବିଫଳ ହେଉଛି । ସୋସିଆଲ ମିଡିଆରେ ସୋନପୁର ଅଞ୍ଚଳର ଜଣେ ସଚେତନ ବ୍ୟକ୍ତି ବଳଦେବ ବେଦବାଗଙ୍କ…
Read More...

ବିକାଶପୁର ନିକଟସ୍ଥ ଜଙ୍ଗଲରୁ ବହୁପରିମାଣର ମଦ ଜବତ

ବ୍ରହ୍ମପୁର,୨୧/୭ :ତାଲାବନ୍ଦ ସମୟରେ ବିଭିନ୍ନ ପ୍ରକାର ବେନିୟମ ଉପାୟରେ ମଦ ପ୍ରସ୍ତୁତି କରି ଟଙ୍କା ରୋଜଗାର କରିବା ନଜିର ରହିଛି । ଏଥି ମଧ୍ୟରେ ପୁଣି ଆଉ ଏକ ମାମଲା ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଅବକାରୀ ଅଧିକାରୀ ରାମେନ୍ଦ୍ର ନାୟକଙ୍କ…
Read More...

ଅହେତୁକ ଦରବୃଦ୍ଧି ପ୍ରତିବାଦରେ ପାଟଣାଗଡ ବିଜେପି ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ

ପାଟଣାଗଡ଼,୨୧/୭- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବିଜେପି ପକ୍ଷରୁ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକଙ୍କ ନେତୃତ୍ୱରେ ସ୍ଥାନୀୟ ବିଦ୍ୟୁତ ବିଭାଗ ଅଫିସ ଘେରାଉ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୫ଦଫା ଦାବି ବିଦ୍ୟୁତ ବିଭାଗ କନିଷ୍ଠଯନ୍ତ୍ରୀ ଶ୍ରୀ ଅବିନାଶ ଉଦଗାତାଙ୍କୁ ପ୍ରଦାନ କରିଥିଲେ ।…
Read More...