ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧିକୁ ବିରୋଧ କରି କଟକ ଜିଲ୍ଲା କଂଗ୍ରେସର ସାଇକେଲ ଶୋଭାଯାତ୍ରା

କଟକ,୯/୭- କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଦ୍ୱାରା ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ଫଳରେ ସାଧାରଣତଃ ଗରିବ, ମଧ୍ୟବିତ୍ତ ପରିବାରଙ୍କ ଉପରେ ଆର୍ଥିକବୋଝ ବଢିବଢି ଚାଲିଛି । ପେଟ୍ରୋଲ ୧୦୦ ଟଙ୍କା ଛୁଇଁଲାଣି, ରନ୍ଧନ ଗ୍ୟାସ ୧୦୦୦ ପାଖାପାଖି ପହଞ୍ଚିଲାଣି ।
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ବିରୋଧରେ ବିଜେପିର ବୌଦ୍ଧବ୍ଲକ ଘେରାଉ

ବୌଦ୍ଧ,୯/୭- ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନରେ ପାତର ଅନ୍ତର ଓ ବ୍ୟାପକ ଦୁର୍ନୀତି, ଗୋଟିଏ ପରିବାରର ଦୁଇରୁ ଅଧିକ ଘର ପ୍ରଦାନ କରିବା, ଯୋଗ୍ୟ ହିତାଧିକାରୀଙ୍କୁ ଘର ନଦେବା ଓ ଅଯୋଗ୍ୟଙ୍କୁ ଘର ଦେବା, ବ୍ଳକରେ ଦରଖାସ୍ତ ଦେଇଥିବା ବହୁ ଯୋଗ୍ୟ
Read More...

ଜାତୀୟ ମେଧା ଅନ୍ୱେଷଣ ପରୀକ୍ଷାରେ ସିଦ୍ଧାର୍ଥଙ୍କ କୃତିତ୍ୱ

ଦଶପଲ୍ଲା : ଚଳିତ ବର୍ଷ ଫେବୃଆରୀ ମାସରେ ସର୍ବଭାରତୀୟ ସ୍ତରରେ ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏନସିଇଆରଟି) ଦ୍ୱାରା ଅନୁଷ୍ଠିତ ଜାତୀୟ ମେଧା ଅନ୍ୱେ୍ୱଷଣ ପରୀକ୍ଷାରେ ନୟାଗଡ ଜିଲ୍ଲାରୁ ସିଦ୍ଧାର୍ଥ ନାରାୟଣ ମିଶ୍ର କୃତକାର୍ଯ୍ୟ ହୋଇ ଜାତୀୟ ବୃତ୍ତି ପାଇବା ପାଇଁ
Read More...

ନବଜୀବନ ଅନ୍ଧ ଏବଂ ଉପଶମ କେନ୍ଦ୍ରର ୧୪ତମ ବାର୍ଷିକୋତ୍ସବ ପାଳିତ

ପାରଳାଖେମୁଣ୍ଡି,୯/୭- ପାରଳାଖେମୁଣ୍ଡିସ୍ଥିତ ନବଜୀବନ ଅନ୍ଧ ଏବଂ ଉପଶମ କେନ୍ଦ୍ର ( ଶିଶୁ ଯତ୍ନ ଅନୁଷ୍ଠାନ) ର ୧୪ତମ ବାର୍ଷିକୋତ୍ସବ ଏବଂ ଟ୍ରଷ୍ଟର ପ୍ରତିଷ୍ଠାତା ଡ଼. କେ ଶ୍ରୀଧର ଆଚାର୍ଯ୍ୟଙ୍କ ଜନ୍ମ ଦିବସ କାର୍ଯ୍ୟକ୍ରମ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ କଲ୍ୟାଣ ସମିତିର
Read More...

ବିଦ୍ୟୁତ ଖୁଣ୍ଟରେ ଚଢି ଆତ୍ମହତ୍ୟା ଉଦ୍ୟମ : ଜଳିଗଲା ଯୁବକଙ୍କର ଦୁଇହାତ, ଅଳ୍ପକେ ବର୍ତ୍ତିଗଲେ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ ଗ୍ରାମରେ ଘଟିଛି ଏକ ଅଭାବନୀୟ ଅଘଟଣ । ବିମଳ ମାଝି (୨୫ )ନାମକ ଜଣେ ଯୁବକ ଲିଙ୍ଗାଗଡ ଗ୍ରାମରେ ରହି ଏଣେ ତେଣେ କାମ କରୁଥିଲେ । ସେ କୌଣସି କାରଣରୁ ବିଦ୍ୟୁତ ଖୁଣ୍ଟିରେ ଚଢି ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ଦୁଇଟି ହାତ
Read More...

ବନବିଭାଗରେ ବ୍ୟାପକ ଦୁର୍ନୀତି ବିରୋଧରେ ବିଜେପି ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ

ବୌଦ୍ଧ,୯/୭- ଆଜି ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ତରଫରୁ ଜଙ୍ଗଲ ବିଭାଗର ବିଭିନ୍ନ ଯୋଜନାରେ ହୋଇଥିବା ଦୁର୍ନୀତି ସଂପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ସେମାନଙ୍କ ଅଭିଯୋଗ ମଧ୍ୟରେ ଓଏଫଏସବିବି ସ୍କିମରେ କଣ୍ଟାମାଳ ମନମୁଣ୍ଡାରେ ୬୦ଟି ଭିଏସଏସରେ
Read More...

ପୁଣି ତେଜିଲା ବର୍ଷା-ଅନୁଭବ ବିବାଦ

କଟକ : ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପରସ୍ପର ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ ଆଣିଛନ୍ତି । ପୋଲିସ ଏହି ଅଭିଯୋଗର ତଦନ୍ତ କରୁଥିବାବେଳେ କୌଣସି ମାମଲା
Read More...