ଏହି ରେଷ୍ଟୁରାଣ୍ଟରେ ଟିକା ନେଇଥିବା ଲୋକଙ୍କୁ ମିଳୁଛି ସ୍ପେଶାଲ ଡିସ୍କାଉଣ୍ଟ
ନୂଆଦିଲ୍ଲୀ : କରୋନାରୁ ରକ୍ଷା ପାଇବା ପାଇଁ ସମସ୍ତେ ଏବେ ଟିକା ନେବାକୁ ଉଦ୍ୟମ କରୁଛନ୍ତି । ଏହି ସମୟ ମଧ୍ୟରେ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ରେଷ୍ଟୁରାଣ୍ଟ ମଧ୍ୟ ଖୋଲିବା ଆରମ୍ଭ କରିଛି । ଦିଲ୍ଲୀର ଏକ ରେଷ୍ଟୁରାଣ୍ଟ ଏକ ନିଆରା ପଦକ୍ଷେପ ଆରମ୍ଭ କରିଛି, ଯାହା ଦ୍ୱାରା!-->…
Read More...
Read More...