ମାନସିକ ଚାପରୁ ମୁକ୍ତି ଚାହୁଁଛନ୍ତି କି?
ଦୈନନ୍ଦିନର ବ୍ୟସ୍ତ ବହୁଳ ଜୀବନଶୈଳୀ, କାମ ଚାପ, ପାରିବାରିକ ଚିନ୍ତା ଏହିଭଳି ଆହୁରି କିଛି ସମସ୍ୟାକୁ ନେଇ ମଣିଷ ଚାପଗ୍ରସ୍ତ ହୋଇଥାଏ। ସବୁବେଳେ ଏପରି ଚାପଗ୍ରସ୍ତ ତଥା ଚିନ୍ତିତ ରହିଲେ ଏହାର ପ୍ରଭାବ ଧିରେଧିରେ ଶରୀର ଉପରେ ପଡ଼େ। ଏପରିକି ମଣିଷ ମାନସିକ ବିଷାଦଗ୍ରସ୍ତ(ଡିପ୍ରେସନ୍)ର ଶିକାର!-->…
Read More...
Read More...