ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ କରୋନା

ଭୁବନେଶ୍ୱର ୦୪।୧୨ : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୦୦୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର ୦୪।୧୨: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୭୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮
Read More...

ଏମଏସ ଧୋନୀ, ରୋହିତ ଶର୍ମା ଓ ବିରାଟ କୋହଲି ହେଲେ ରିଟେନ୍, କାହାକୁ ରଖିଲେ କେଉଁ ଦଳ ଜାଣନ୍ତୁ

ନୂଆଦିଲ୍ଲୀ ୩୦ ।୧୧: ଆଇପିଏଲ ୨୦୨୨ ପୂର୍ବରୁ ହେବାକୁ ଯାଉଛି ମେଗା ନିଲାମ । ତେବେ ଏହା ପୂର୍ବରୁ ମଙ୍ଗଳବାର ସମସ୍ତ ୮ ଫ୍ରାଞ୍ଚାଇଜି ନିଜର ରିଟେନ୍‌ ଖେଳାଳିଙ୍କ ତାଲିକା ବିସିସିଆଇକୁ ପ୍ରଦାନ କରିଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲି, ରୋହିତ
Read More...

ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡି ଉପରକୁ ଅଣ୍ଡାମାଡ଼ କଲେ କଂଗ୍ରେସ କର୍ମୀ

ବଲାଙ୍ଗିର ୨୭।୧୧: ରାଜ୍ୟରେ ଥମୁନି ଅଣ୍ଡାମାଡ଼ ରାଜନୀତି । ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତିଦିନ ରାଜ୍ୟରେ ନେତା ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ କରାଯାଉଛି । ଏହି ଅଣ୍ଡା ରାଜନୀତିରେ ସବୁଠାରୁ ଅଧିକ ଟାର୍ଗଟରେ ରହିଛନ୍ତି ବିଜେଡ଼ି ନେତା ମନ୍ତ୍ରୀ ମାନେ । ମମିତା ମେହେର ହତ୍ୟାକାଣ୍ଡ
Read More...

ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’, ପ୍ରଧାନମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ ୨୭।୧୧: କରୋନାର ନୂତନ ଓମିକ୍ରନ୍ ଭାରିଆଣ୍ଟ ବିପଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଏକ ଭର୍ଚୁଆଲ୍ ବୈଠକ କରିଛନ୍ତି।  ଏହି ବୈଠକ ରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ବ୍ୟତୀତ କ୍ୟାବିନେଟ ସଚିବ ରାଜୀବ ଗୌବା, ପ୍ରଧାନମନ୍ତ୍ରୀଙ୍କ
Read More...

ଲୋକାର୍ପଣ ଅପେକ୍ଷାରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁମ୍ମା

ଗଜପତି ୨୭।୧୧: ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ସରକାରୀ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଅଞ୍ଚଳ ସ୍କୁଲକୁ ସ୍ମାର୍ଟ ଶ୍ରେଣୀଗୃହ ସକାଶେ ଘୋଷଣା କରିଥିଲେ। ସେହି ବିଦ୍ୟାଳୟ ବର୍ତ୍ତମାନ ସମସ୍ତ କାର୍ଯ୍ୟ ପରିସମାପ୍ତି ହୋଇ ଲୋକାର୍ପିତ ହେବାକୁ ଯାଉଛି।
Read More...

ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିଶୁ ସୁରକ୍ଷା ରଥକୁ ସ୍ଵାଗତ

ନବରଙ୍ଗପୁର ୨୭।୧୧ : ଓଡିଶାରେ ଶିଶୁ ଅଧିକାର ଓ ସୁରକ୍ଷା ଉପରେ ରାଜ୍ୟ ବ୍ୟାପି ବ୍ୟାପକ ଜନସଚେତନ କରିବା ଉଦେଶ୍ୟରେ ରାଜ୍ୟ ଶିଶୁ ସୁରକ୍ଷା କମିଶନ ତରଫରୁ ବାହାରିଥିବା ଏକ ସଚେତନତା ରଥ ଆଜି ସକାଳେ ନବରଙ୍ଗପୁର ସହରରେ ପହଁଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ବ୍ଲକ କାର୍ଯ୍ୟଳୟଠାରେ
Read More...

ସୁବର୍ଣ୍ଣପୁରରେ ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ପାଇଁ ସାମ୍ବାଦିକ ସମ୍ମିଳନୀ

ସୁବର୍ଣ୍ଣପୁର ୨୭।୧୧ : ସୁବର୍ଣ୍ଣପୁରର ରାମେଶ୍ୱର ଇଣ୍ଡୋର ଷ୍ଟାଡିୟମଠାରେ ଜ଼ିଲ୍ଲା ବ୍ୟାଡ଼ମିଣ୍ଟନ ଏସୋସିଏସନ ପକ୍ଷରୁ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ସହିତ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା l ଆସନ୍ତା ୨ ତାରିଖରୁ ୪ ତାରିଖ ଯାଏ ଏହି ଇଣ୍ଡୋର
Read More...

ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର ୨୭।୧୧: କୌଶଳଭିତ୍ତିକ ଶିକ୍ଷାପ୍ରଦାନ କ୍ଷେତ୍ରରେ ଦେଶରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ତଥା ମୁଖ୍ୟଅତିଥି ଅଷ୍ଟ୍ରେଲିଆର ହାଇକମିଶନର ବାରିଓ ଫାରେଲଙ୍କ
Read More...

ନୟାଗଡ଼ରୁ ପୁଣି ଜବତ୍ ହେଲା ଧଳା ଜହର

ଦଶପଲ୍ଲା ୨୭।୧୧ :  ବ୍ରାଉନ ସୁଗାରର ଭୂ-ସ୍ବର୍ଗ ପାଲଟିଛି ନୟାଗଡ଼ ସହର । ବ୍ୟବସାୟ ପାଇଁ, ବ୍ରାଉନସୁଗାର୍ ନେଇ ଯାଉଥିବାବେଳେ ଚଢ଼ଉ କଲା ନୟାଗଡ଼ ପୁଲିସ୍ । ଦୁଇଜଣଙ୍କ ଠାରୁ ବ୍ରାଉନସୁଗାର ସହ ୯ ହଜାର ଟଙ୍କା ଓ ବାଇକ୍ ଜବତ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିଛି ପୁଲିସ୍ । ମିଳିଥିବା
Read More...