ନୟାଗଡ଼ ଚିନିକଳରୁ ଚୋରି, ଧରାପଡିଲେ ୫ ଜଣ

ଦଶପଲ୍ଲା ୨୭।୧୧ : ନୟାଗଡ଼ ସଦର ଥାନା ପୁଲିସ୍ ପାଟ୍ରୋଲିଂ କରୁଥିବା ବେଳେ ୫ଜଣ ଚୋରକୁ ଗିରଫ୍ କରିଛି । ଗିରଫ୍ ହୋଇଥିବା ଚୋର ମାନେ ବାଲୁଗାଁ ଗ୍ରାମର ନିରାକାର ପ୍ରଧାନ(୨୫), କୀର୍ତ୍ତନ ସ୍ୱାଇଁ(୪୩), ଗଣିଆ ମାଝି(୩୭), ବାଲୁଗାଁ କେନାଲ ସାହିର କାର୍ତ୍ତିକ ରଥି ଓ କାଦୁଆ ଗ୍ରାମର ପୁରୀଆ
Read More...

ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି

ଭୁବନେଶ୍ୱର ୨୭।୧୧ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ବଲାଙ୍ଗୀର, ଝାରସୁଗୁଡ଼ା ଓ କଳାହାଣ୍ଡି ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୦୬ ବୃଦ୍ଧି ପାଇଛି । ଏନେଇ ରାଜ୍ୟ
Read More...

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୬୪ କରୋନା ପଜିଟିଭ୍, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ୱର ୨୭।୧୧: ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୧୫୪ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୧୦ଜଣ ସ୍ଥାନୀୟ
Read More...

ଓଡିଆ ପର୍ବ ପ୍ରଥମାଷ୍ଟମୀ; ଘରେ ଜ୍ୟେଷ୍ଠ ସନ୍ତାନଙ୍କୁ ବନ୍ଦାପନା

ଭୁବନେଶ୍ୱର ୨୭|୧୧: ଆଜି ପ୍ରଥମାଷ୍ଟମୀ, ଘରେ ଘରେ ଏଣ୍ଡୁରୀ ପିଠାର ମହକ ସାଙ୍ଗକୁ ଦେଖିବାକୁ ମିଳୁଛି ଓଡିଆ ସଂସ୍କୃତିର ଝଲକ। ଘରର ବଡ ସନ୍ତାନ ମାନଙ୍କୁ ନୁଆ ଲୁଗା, ଚନ୍ଦନ, ସିନ୍ଦୂର ଲଗାଯାଇ କରାଯାଉଛି ବନ୍ଦାପନା। ମାର୍ଗଶୀର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ‘ପ୍ରଥମାଷ୍ଟମୀ’ ପାଳନ
Read More...

ଅତ୍ୟଧିକ ହେଡଫୋନ ବ୍ୟବହାର କରନ୍ତୁ ନାହିଁ; ହୋଇପାରେ ଶ୍ରବଣଜନିତ ସମସ୍ୟା

ଭୁବନେଶ୍ୱର ୨୫।୧୧: ଆଜିକାଲି ପ୍ରାୟ ଲୋକ ହେଡଫୋନ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। କାମ କଲାବେଳେ ହେଉ ବା ଗାଡ଼ି ଚଲାଇଲାବେଳେ କିମ୍ବା ଅଫିସରେ। କିନ୍ତୁ ଜାଣନ୍ତିକି ମାତ୍ରାଧିକ ହେଡଫୋନର ବ୍ୟବହାର ଦ୍ୱାରା ଆପଣ ଶ୍ରବଣ ଶକ୍ତି ହରାଇ ପାରନ୍ତି । ଯେତେବେଳେ ଆମ କାନ ୮୫ ଡେସିବେଲ୍ରୁ
Read More...

୨୯ରେ ଆସୁଛି ଲଘୁଚାପ

ଭୁବନେଶ୍ୱର ୨୫।୧୧: ୨୯ରେ ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଲଘୁଚାପ ସମ୍ଭାବନା
Read More...

ଅପରାଜିତାଙ୍କ ଗାଡ଼ିକୁ ଅଣ୍ଡାମାଡ଼, ଅହେତୁକ ଦର ବୃଦ୍ଧି ନେଇ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ବର ୨୫।୧୧:  ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଛି । ଏକ କାର୍ଯ୍ୟକ୍ରମରେ ଯୋଗ
Read More...

ସୁବର୍ଣ୍ଣପୁରରେ ଆରମ୍ଭ ହେଲା ସ୍ମାର୍ଟ ହେଲଥ୍ କାର୍ଡ ସେବା; ଭେଟି ଦେଲେ ୩୦୦ କୋଟି ଟଙ୍କାର ପ୍ରକଳ୍ପ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୁଆଁ ସ୍ମାର୍ଟ କାର୍ଡ ବିତରଣ କାର୍ଯ୍ୟର ଶୁଭାରମ୍ଭ କରି ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିଛନ୍ତି ଏବଂ ଏହା ସହ ବିଭିନ୍ନ ବିଭାଗର ୬୭ଗୋଟି ଜନକଲ୍ୟାଣକାରୀ
Read More...

କୋଭିଡ୍ କଟକଣାରେ ଚାଲିବ ବିଧାନସଭା, ୨୮ରୁ ୩୦ ତାରିଖ ବିଧାୟକଙ୍କ କୋଭିଡ୍ ଟେଷ୍ଟ

ଭୁବନେଶ୍ବର ୨୫।୧୧: କୋଭିଡ୍ କଟକଣା ଭିତରେ ଚାଲିବ ବିଧାନସଭା। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ। ବିଧାନସଭା ସଦସ୍ୟମାନେ ଗୃହରେ ବସିବ ସହ ବାଚସ୍ପତି ଗ୍ୟାଲେରୀ,ପବ୍ଲିକ ଗ୍ୟାଲେରୀ,ଲୋକସେବା ଭବନରୁ ଯୋଗ ଦେଇପାରିବେ। ଏନେଇ ଆଜି
Read More...

ଆଣ୍ଟାର୍କଟିକାରେ ପ୍ରଥମ ଥର ଅବତରଣ କଲା ବାଣିଜ୍ୟିକ ବିମାନ

କେପଟାଉନ ୨୫।୧୧:  ବରଫାବୃତ ଆଣ୍ଟାର୍କଟିକାରେ ଏକ ବାଣିଜ୍ୟିକ ବିମାନ ପ୍ରଥମ ଥର ପାଇଁ ଅବତରଣ କରିଛି । ପାଇଲଟର କାର୍ଲୋସ ମିରପୁରି ଏବଂ ତାଙ୍କର ଅନ୍ୟ ସହ କର୍ମଚାରୀଗଣ କେପଟାଉନରୁ ୪୫୦୬ କିଲୋମିଟର ଯାତ୍ରା କରିବାର ପ୍ରାୟ ୫ ଘଣ୍ଟା ପରେ ଆଣ୍ଟାର୍କଟିକାରେ ଅବତରଣ କରିଥିଲେ । ହାଇ ଫ୍ଲାଇ
Read More...