ବାଣିଗୋଛାରେ ବରିଷ୍ଠ ନାଗରିକ ନେଲେ କରୋନାର ଦ୍ୱିତୀୟ ଡୋଜ୍
ଦଶପଲ୍ଲା,୧୨/୫- ସାରା ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ତାର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ତେଣୁ ସରକାର ବରିଷ୍ଠ ନାଗରିକ ମାନଙ୍କୁ ୪୫ଦିନ ପୂର୍ବରୁ ପ୍ରଥମ ଟୀକା ଦେଇଥିଲେ , ତେବେ ଆଜି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ ଆରମ୍ଭ ହୋଇଯାଇଛି । ନୟାଗଡ଼ ଜିଲ୍ଲା!-->…
Read More...
Read More...