ସଂକ୍ରମଣ ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ, ଆଜିଠାରୁ ଆରମ୍ଭ ହେଲା ୧୪ଦିନିଆ ଲକ୍ଡାଉନ୍
ବାଲିଗୁଡ଼ା,୫/୫:- ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହରୀ ଅସ୍ତବ୍ୟସ୍ତ କଲାଣି ସାରାଦେଶକୁ । ରାଜ୍ୟରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର ସାରା ରାଜ୍ୟରେ ଆଜିଠାରୁ ଆରମ୍ଭ କରିଛନ୍ତି ୧୫ ଦିନିଆ!-->…
Read More...
Read More...