ଦେଶରେ ପୁଣି ବାହାରିଲେ ୧୩୫୯୬ କରୋନା, ୧୬୬ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୬ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧୩୫୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ
Read More...

ଘରୋଇ ସ୍କୁଲ୍ ଅଧ୍ୟକ୍ଷା ନିଖୋଜ ଘଟଣା; ପୋଲିସ ହେପାଜତରୁ ସ୍କୁଲ ପରିଚାଳନା କମିଟି ସଭାପତି ଚମ୍ପଟ

କଳାହାଣ୍ଡି : ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ନିଖୋଜ ଘଟଣାରେ ପୋଲିସ୍ ହେପାଜତ୍ ରୁ ଚମ୍ପଟ ମାରିଲେ ସ୍କୁଲ୍ ପରିଚାଳନା କମିଟି ସଭାପତି । ତାଙ୍କ ନାଁ ଗୋବିନ୍ଦ ସାହୁ ହୋଇଥିବା ସୁଚନା ମିଳିଛି । ପୋଲିସର କହିବା ମୂତାବିକ୍ ଗତକାଲି ବିଳମ୍ବିତ ରାତିରେ ଟିଟିଲାଗଡ଼ ଥାନା
Read More...

କରୋନା ନେଲା ଆଉ ୫ ଜଣଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୯୦ ବୃଦ୍ଧି ପାଇଛି
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୦ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୯ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୪୧ ଜଣ ଲୋକାଲ୍‌
Read More...

ନିଜକୁ ପୂର୍ଣ୍ଣକାଳୀନ ସଭାପତି ଘୋଷଣା କଲେ ସୋନିଆ

ନୂଆଦିଲ୍ଲୀ : କଂଗ୍ରେସରେ କେହି ନିର୍ବାଚିତ ସଭାପତି ନଥିବାରୁ ଦଳ ଅସନ୍ତୁଷ୍ଟ । ଜି-୨୩ ଗୋଷ୍ଠୀକୁ ଆଜି କଣ ଜବାବ ଦେଇ ସୋନିଆ ଜାତୀୟ କଂଗ୍ରେସର ସେ ହିଁ ପୂର୍ଣ୍ଣକାଳୀନ ସଭାପତି ବୋଲି ଘୋଷଣା କରିଛନ୍ତି । ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସୋନିଆ କହିଛନ୍ତି, ସେ ଦଳର ପୂର୍ଣ୍ଣ ସଭାପତି ଅଛନ୍ତି
Read More...

ଗ୍ରାମସମସ୍ୟା ଉପରେ ଗଜପତି ଜିଲ୍ଲା ପ୍ରଶାସନର ତୀକ୍ଷଣ ନଜର

ଗଜପତି : ଗଜପତି ଜିଲ୍ଲାର ଗଙ୍ଗା ବାଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁଦୁଖୁଡି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ତରଫରୁ ଖାଦ୍ୟ ବଣ୍ଟନ ବେଳେ ବିଶୃଙ୍ଖଳାର ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ନଜର ରଖିଛି। ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ତତ୍ୱାବଧାନରେ ଅତିରିକ୍ତ
Read More...

ଆଜାଦିକା ଅମୃତ ମହୋତ୍ସବ, ଡାକ-ବିଭାଗ ପକ୍ଷରୁ ଜାତୀୟ ଡାକ ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଆଜାଦିକା ଅମୃତ ମହୋତ୍ସଵ ଅବସରରେ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଗତ ୯ ତାରିଖରୁ ଆରମ୍ଭ ହୋଇଛି ଜାତୀୟ ଡାକ ସପ୍ତାହ କାର୍ଯ୍ୟକ୍ରମ ଏବଂ ଏହା ଆସନ୍ତା ୧୬ ତାରିଖ ଦିନ ଶେଷ ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ଡାକ ବିଭାଗ ପକ୍ଷରୁ ଯୋଗାଇ ଆସୁଥିବା
Read More...

କ୍ଷତ୍ରିୟ ପାଇକ ଯୁବାମଞ୍ଚର ବିଶାଳ ଖଣ୍ଡାଯାତ୍ରା

ପାଟଣାଗଡ଼ : ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଳପଡା ବ୍ଲକ ଧୁମାଭଟା ଠାରେ କ୍ଷତ୍ରିୟ ପାଇକ ଯୁବା ମଞ୍ଚ ଆନୁକୂଲ୍ୟରେ ଖଣ୍ଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପାଇକ ଜାତିର ଦେବାଦେବୀ ପୂଜନ ପରେ ସଶସ୍ତ୍ର ଯୁବକ ମାନେ ଗଣ୍ଡାବୀର ବାଜାର ତାଳେ ତାଳେ ଗାଁ ପରିକ୍ରମା କରି ସଭା
Read More...

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ 75 ତମ ଜନ୍ମଦିବସ ଉପଲକ୍ଷେ ସାମାଜିକ ସେବା କାର୍ଯ୍ୟକ୍ରମ

ଗଜପତି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ ଗେରାବନ୍ଧ ବିଜୁ ଜନତା କାର୍ଯ୍ୟାଳୟ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ 75 ତମ ଜନ୍ମଦିବସ ପାଳନ ହୋଇଯାଇଛି। ଏହି ଉପଲକ୍ଷେ ଏକ ସାମାଜିକ ସେବା କାର୍ଯ୍ୟକ୍ରମ ଗେରାବନ୍ଧ PHC ଠାରେ ବିଜୁ ଯୁବ ଜନତା ଦଳ ଏସ
Read More...

“ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ଓ “ଆକାଂକ୍ଷା” ମହିଳା ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ କନ୍ୟା…

ପାରଳାଖେମୁଣ୍ଡି : "ସଖୀ" ୱାନ୍ ଷ୍ଟପ୍ ସେଣ୍ଟର ଓ "ଆକାଂକ୍ଷା" ମହିଳା ସଂଗଠନର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଅନ୍ଧ ଓ ଉପଶମ ଶିଶୁ ଯତ୍ନ ଅନୁଷ୍ଠାନରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳନ କରାଯାଇଛି। ଏହି ଉତ୍ସବରେ "ସଖୀ" ୱାନ୍ ଷ୍ଟପ୍ ସେଣ୍ଟରର ପ୍ରଶାସିକା ଶ୍ରୀମତି
Read More...