ଆଜାଦିକା ଅମୃତ ମହୋତ୍ସବ ଅବସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ -୨୦୨୧

ପାରଳାଖେମୁଣ୍ଡି : ଆଜାଦିକା ଅମୃତ ମହୋତ୍ସବ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ରବିବାର ଦିନ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ -୨୦୨୧ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର
Read More...

ଗଜପତି ଆନୁକୁଲ୍ୟରେ ସ୍ଥାନୀୟ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆନ୍ତର୍ଜାତିକ କନ୍ୟା ଦିବସ ପାଳନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଏକ କନ୍ୟା ସନ୍ତାନ ସଚେତନତା କର୍ମଶାଳା ଏବଂ ଆଲୋଚନା ଚକ୍ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ
Read More...

ପାଟଣାଗଡ଼ ପ୍ରସିଦ୍ଧ ବଏଲ ଯାତ୍ରା ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ :୧୪୪ ଧାରା ଜାରି

ପାଟଣାଗଡ଼ : ପାଟଣାଗଡ଼ର ପ୍ରସ୍ତୁତି ବଏଲ ଯାତ୍ରା ପରିଚାଳନା ପାଇଁ ପ୍ରସ୍ତୁତିର ପ୍ରଶାସନ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ
Read More...

ସୁରେଶ୍ୱରୀ ମା’ଙ୍କ ଆଜି ବଗଳାମୁଖୀ ବେଶ ଅନୁଷ୍ଠିତ

ସୁବର୍ଣ୍ଣପୁର : ଜଗତଜନନୀ ଶକ୍ତିସ୍ୱରୂପା ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ପବିତ୍ର ଆଶ୍ଵିନ ମାସର ପ୍ରତିପଦା ଠାରୁ ଦଶହରା ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିବାର ପରମ୍ପରା ମତେ ଆଜି ମା’ ସୁରେଶ୍ୱରୀ ବଗଳାମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି l
Read More...

ତାରାତାରିଣୀ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ, ଦୀପଦାନ ଗୃହରେ ନିଆଁ ଲାଗିଯାଇଥିବା ସୂଚନା

ବ୍ରହ୍ମପୁର : ଆଜି ଚାରିଆଡ଼େ ଜଗତଜନନୀ ମା’ଦୁର୍ଗାଙ୍କ ମହାସପ୍ତମୀ ପୁଜା ଅନୁଷ୍ଠିତ ହେଉଛି ହେଲେ ଆଜି ପରି ଦିନରେ ଏକ ବଡ଼ ଅଘଟଣା ଘଟିଯାଇଛି । ତାରାତାରିଣୀ ମନ୍ଦିର ପରିସରରେ ଥିବା ଦୀପ ଘରେ ଲାଗିଯାଇଛି ନିଆଁ । ଦୀପ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ତେବେ ସବୁଠାରୁ ବଡ଼
Read More...

275 ଟି ଆଇସିକ୍ରିମ କାଠିରେ ମା’ ଦୁର୍ଗାଙ୍କ ମୁଖମଣ୍ଡଳ ପ୍ରତିକୃତି

ପୁରୀ : ପବିତ୍ର ଦଶହରା ଅବସରରେ ପୁରୀର ଯୁବ ଆର୍ଟିଷ୍ଟ ବିଶ୍ୱଜିତ ନାୟକ ସମସ୍ତଙ୍କୁ ନିଜର ନିଆରା କଳାକୃତି ମାଧ୍ୟମରେ ଦଶହରା ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱଜିତ ମା ଦୁର୍ଗାଙ୍କ ମୁଖମଣ୍ଡଳ ପ୍ରତିକୃତି 275 ଟି ଆଇସିକ୍ରିମ କାଠି ବ୍ୟବହାର କରି ବନାଇଛନ୍ତି। ଏହି ଆକର୍ଷଣୀୟ କଳାକୃତି ପାଇଁ
Read More...

ବରିଷ୍ଠ ସାମ୍ବାଦିକଙ୍କ ପୁତ୍ର ବିୟୋଗରେ ଶୋକସଭା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ପାଠାଗାରରେ ଜିଲ୍ଲା ସାମ୍ବାଦିକ ପରିବାର ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁତ୍ର ମନିଷ ଅନୁରାଗ ଦାସଙ୍କ ଅକାଳ ବିୟୋଗରେ ଏହି ଶୋକସଭା ଆୟୋଜିତ ହୋଇଥିଲା । ଏହି
Read More...

ସାନସଡା ଓ ବେହେରା ସାହିରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ

ପାରଳାଖେମୁଣ୍ଡି : "ସଖୀ" ୱାନ୍ ଷ୍ଟପ୍ ସେଣ୍ଟର ଓ ଚାଇଲଡଲାଇନ୍ କୋଲାବଙ୍କ ମିଳିତ ଆନୁକୂଲ୍ୟରେ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଏଙ୍ଗାରସିଙ୍ଗ୍ ଗ୍ରାମପଞ୍ଚାୟତର ସାନସଡା ଏବଂ ବେହେରା ସାହି ଠାରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ "ସଖୀ"ୱାନ୍ ଷ୍ଟପ୍
Read More...

ମା’ ଙ୍କ ସୁନ୍ଦର ବାଲୁକା କଳା କରି ଦୁର୍ଗାପୂଜାର ଅଭିନନ୍ଦନ ଦେଲେ ସୁଦର୍ଶନ

ପୁରୀ : ଆଜି ଶାରଦୀୟ ଦୁର୍ଗା ପୂଜାର ମହା ସପ୍ତମୀ । ପ୍ରତେକ ପୂଜା ମଣ୍ଡପ ଏଥିପାଇଁ ଚଳଚଞ୍ଚଳ। ଏହି ପବିତ୍ର ଦିବସରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସମସ୍ତ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୁରୀ ବେଳାଭୂମିରେ ଏହି ଆକର୍ଷଣୀୟ ବାଲୁକା
Read More...

ବ୍ରହ୍ମଗିରିରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ

ପୁରୀ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବ୍ରହ୍ମଗିରିର ଖଜୁରିଆ ଠାରେ ବିଶାଳ ମହିଳା ସମାବେଶରେ ବିଜୁ ସ୍ବାସ୍ଥ୍ୟ କଲ୍ଯାଣ ଯୋଜନାର ହିତାଧିକାରୀ ମାନଙ୍କୁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି । କାର୍ଡ ବଣ୍ଟନର ଶେଷ ପର୍ଯ୍ୟାୟରଏହି
Read More...