ପୁଣି ଲାଗିଲା ମାଓ ପୋଷ୍ଟର : ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ
ବାଲିଗୁଡ଼ା: କିଛି ଦିନର ନୀରବତା ପରେ ପୁଣି ନାଲି ଆଖି ଦେଖେଇଲା ମାଓ ସଙ୍ଗଠନ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ବଜାରରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । କୁର୍ତ୍ତମଗଡ଼ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ ଦିଆଯାଇଛି ପୋଷ୍ଟର ମଧ୍ୟମରେ । କୁର୍ତ୍ତମଗଡ଼ର ବିଭିନ୍ନ!-->…
Read More...
Read More...