ବୌଦ୍ଧ : ଆଜି ପୁଣି ୯ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜି ଯେଉଁ ୯ ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କଣ୍ଟାମାଳ ବ୍ଲକ୍ ଆମ୍ବଗାଆଁ ଗ୍ରାମ ପଂଚାୟତର ତେନ୍ତୁଳି ଖୁଣ୍ଟି ଗ୍ରାମରୁ ୨ ଜଣ,!-->…
Read More...
Read More...