ଏସଆଇ ଅଜିତ କୁମାର ପରିଡାଙ୍କୁ ଡିଜିପି ପୁରସ୍କାର
ଗଞ୍ଜାମ ଥାନାରେ କାର୍ଯ୍ୟରତ ଏସଆଇ ଅଜିତ କୁମାର ପରିଡାଙ୍କୁ ଡିଜିପି ପୁରସ୍କାରରେ ସମ୍ମାନିତ କରାଯାଇଛି। ଗଞ୍ଜାମ ଏସପି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଉତ୍ସବରେ ଏସଆଇ ପରିଡାଙ୍କୁ ଗୁରୁତ୍ୱପୂର୍ଣ୍ଣ ମକଦ୍ଦମା ଗୁଡ଼ିକର ସଠିକ ତଦନ୍ତ କରି ଚାରସିଟ ଦାଖଲ କରିଥିବା ଏବଂ ଉତ୍ତମ ପୋଲିସ ସେବା ,!-->…
Read More...
Read More...