ବଜାରରେ ସାମସଙ୍ଗ ଗ୍ୟାଲେକ୍ସି ଏ-୧୦ ସ୍ମାର୍ଟଫୋନ୍

0 520

ଅଗ୍ରଣୀ ଇଲୋକ୍ଟ୍ରନିକ୍ସ୍ କମ୍ପାନି ସାମସଙ୍ଗ ପକ୍ଷରୁ ନେକ୍ସଟ୍ ଜେନେରେସନ୍ ନୂତନ ଗ୍ୟାଲେକ୍ସ୍ ଏ-୧୦ ମୋବାଇଲ୍ ହ୍ୟାଣ୍ଡସେଟର ବଜାର ପ୍ରବେଶ କରାଯାଇଛି । ଏହା  ୮,୪୯୦ ଟଙ୍କାରେ ଉପଲବ୍ଧ ହେଉଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ହାଣ୍ଡସେଟ ଗ୍ରାହକଙ୍କୁ ଅନନ୍ୟ ଅଭିଜ୍ଞତା ଦେବା ସହିତ ନିତିଦିନିଆ ଜୀବନରେ ଆବଶ୍ୟକ ହେଉଥିବା ବିଭିନ୍ନ ଉପାଦନକୁ ପୂରଣ କରିବାକୁ ସକ୍ଷମ ହେବ ।

hiring

ଗ୍ୟାଲେକ୍ସି ଏ-୧୦ ସ୍ମାର୍ଟଫୋନରେ ୬.୨ ଇଞ୍ଚ ଏଚଡି ପ୍ଲସ୍ ସ୍କ୍ରିନ୍, ଇନଫିନିଟି-ଭି ଡିସପ୍ଲେ, ଏଫ-୨.୦ ଆପରେଚର ବିଶିଷ୍ଟ ୫ ଏମପି ସମ୍ମୁଖ କ୍ୟାମେରା, ଏଫ୍-୧.୯ ଆପରେଚର ବିଶିଷ୍ଟ ୧୩ ଏମପି ପଛ କ୍ୟାମେରା, ୩,୪୦୦ ଏମଏଏଚ୍ ବ୍ୟାଟେରୀ ରହିଛି । ଏଥିରେ ୨ଜିବି ରାମ୍ ୩୨ଜିବି ରମ୍, ୫୧୨ ବର୍ଦ୍ଧିତ ମେମୋରୀ ଆଦି ରହିଛି ।

ଏହା ରେଡ୍, ବ୍ଲୁ ଏବଂ ବ୍ଲାକ୍ ରଙ୍ଗରେ ଉପଲବ୍ଧ ହେଉଛି । ବଛା ବଛା ରିଟେଲ ଷ୍ଟୋର ଏବଂ ଆମାଜନ, ଫ୍ଲିପ୍ କାର୍ଟ, ପେଟିଏମ୍ ତଥା ସାମସଭ୍ଗ ଡଟ୍ କମ୍.ଇନ୍ ଅନ୍ ଲାଇନ୍ ପ୍ଲାଟଫର୍ମରେ ଉପଲବ୍ଧ ହେଉଛି ।

hiranchal ad1
Leave A Reply

Your email address will not be published.

eleven − 2 =