Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ମିଠା କିଲୋ ୧୬ ହଜାର : ଗୋଟିଏ ପିସ୍ର ମୂଲ୍ୟ ୮୦୦ ଟଙ୍କା
ନୂଆଦିଲ୍ଲୀ : ମଣିଷର ଅନ୍ୟ ଏକ ଲୋଭନୀୟ ଖାଦ୍ୟ ହେଉଛି ମିଠା । ଜଣେ ଜଣେ ଲୋକଙ୍କର ମିଠା ପ୍ରତି ଏତେ ଦୁର୍ବଳତା ଥାଏ ଯେ ସେମାନେ ଭାତରୁଟି ଖାଇବା ବି ଭୁଲି ଯାଆନ୍ତି । ବଜାରରେ ବିଭିନ୍ନ ପ୍ରକାରର ମିଠା ବିକ୍ରି ହେଉଛି । ମିଠା ଅନୁସାରେ ତାହାର ଦର ନିର୍ଦ୍ଧାରିତ ହୋଇଥାଏ । କାହାର ଦାମ କିଲୋ!-->…
Read More...
Read More...
ପେଟ୍ରୋଲ ଲିଟର ୧୫୦ ଟଙ୍କା!
ଇସଲାମାବାଦ : ପାକିସ୍ତାନର ଅବସ୍ଥା ଏବେ ଅତି ସାଂଘାତିକ । ଦେଶର ଆର୍ଥିକ ସ୍ଥିତି ଦେବାଳିଆ ଭଳି । ରାଜନୈତିକ ଅସ୍ଥିରତା ସାଙ୍ଗକୁ ଦରଦାମ ବୃଦ୍ଧିନେଇ ଲୋକେ ତାତିଗଲେଣି । ଏସବୁ କାରଣରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଲୋକପ୍ରିୟତା ଯଥେଷ୍ଟ କମିଛି । ୧୭ ଅଗଷ୍ଟ ୨୦୧୮ ରେ ଇମ୍ରାନ ଖାନ!-->…
Read More...
Read More...
କାନ ଭିତରେ ତିନି ଦିନ ଧରି ଅସରପାର ରାଜୁତି
ନୂଆଦିଲ୍ଲୀ : ଆମର ଆଖି,କାନ କି ନାକ ଭିତରେ ପିମ୍ପୁଡ଼ିଟିଏ ପଶିଗଲେ କି ଧୂଳି ପଶିଗଲେ ଆମେ ଅସ୍ତବ୍ୟସ୍ତ ହୋଇପଡ଼ୁଛେ । ଛୋଟଠୁ ଆହୁରି ଛୋଟ ପୋକ ଅଖିରେ ପଶିଗଲେ ମଣିଷ ଛଟପଟ ହୋଇଯାଉଛି । ସେହି ଯନ୍ତ୍ରଣାର ତୀବ୍ରତା କେବଳ ଭୁକ୍ତଭୋଗୀ ହିଁ ଜାଣିପାରିବ । ତେଣୁ ଅସରପାଟିଏ ଯଦି କାନ ଭିତରକୁ!-->…
Read More...
Read More...
ଓମିକ୍ରନକୁ ମାତ୍ ଦେବ ଏହି ଟିକା
ନୂଆଦିଲ୍ଲୀ : ଦେଶରେ କରୋନା ସାଙ୍ଗକୁ ଓମିକ୍ରନର ପ୍ରକୋପ ଜାରି ରହିଛି । ଏହି ଦୁଇଟି ଘାତକ ଭୂତାଣୁରୁ ରକ୍ଷା ପାଇବା ପାଇଁ ଟିକାକରଣ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଓମିକ୍ରନ ବହୁ ଗୁଣରେ ସଂକ୍ରମଣକ୍ଷମ ହୋଇଥିବାରୁ ଏହାକୁ ରୋକିବା ପାଇଁ ପ୍ରୟାସ ଜାରି ରହିଛି । ଏହି ପ୍ରୟାସ ଆଗକୁ!-->…
Read More...
Read More...
ପଞ୍ଜାବରେ ୬ ଦିନ ଘୁଞ୍ଚିଲା ନିର୍ବାଚନ
ନୂଆଦିଲ୍ଲୀ, ୧୭/୧ : ପଞ୍ଜାବରେ ଘୁଞ୍ଚିଲା ବିଧାନସଭା ନିର୍ବାଚନ । ଭାରତର ନିର୍ବାଚନ କମିସନ ନିର୍ବାଚନ ୬ ଦିନ ଘୁଞ୍ଚାଇ ଦେଇଛନ୍ତି । ଆଜି ଏହି ନିଷ୍ପତ୍ତି ନିଆଯାଇଛି । ସନ୍ଥ ରବିଦାସ ଜୟନ୍ତୀ କାରଣରୁ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଘୁଞ୍ଚାଇଛନ୍ତି ନିର୍ବାଚନ କମିଶନ ।!-->…
Read More...
Read More...
ଟିକା ନେବା ବାଧ୍ୟତାମୂଳକ ନୁହେଁ
ନୂଆଦିଲ୍ଲୀ: କୋଭିଡ ଟିକା ନେବା ବାଧ୍ୟତାମୂଳକ ନୁହେଁ । କାହା ଇଚ୍ଛା ବିରୋଧରେ ଟିକା ଦିଆଯାଇପାରିବ ନାହିଁ । କେନ୍ଦ୍ର ସରକାର ପୁନର୍ବାର ଏହା ସ୍ପଷ୍ଟ କରିଦେଇଛନ୍ତି । ସୁପ୍ରିମକୋର୍ଟରେ ଦାଖଲ କରିଥିବା ଏକ ସତ୍ୟପାଠରେ ସରକାର ଏହା ଜଣାଇଦେଇଛନ୍ତି । ବ୍ୟାପକ ଜନସ୍ୱାର୍ଥ୍ୟ ଦୃଷ୍ଟିରୁ!-->…
Read More...
Read More...
ଏହି ବ୍ୟକ୍ତି ଧାଡିରେ ଠିଆ ହୋଇ ରୋଜଗାର କରନ୍ତି ଏତିକି ଟଙ୍କା, ଲୋକେ କରୁଛନ୍ତି ତାରିଫ
ଲଣ୍ଡନ : ଚାକିରି ପାଇବା ପାଇଁ ସାରା ବିଶ୍ୱରେ ଲୋକମାନେ ନିରନ୍ତର ପରିଶ୍ରମ କରୁଛନ୍ତି । ନିଯୁକ୍ତିଦାତାମାନେ ମଧ୍ୟ ସେମାନଙ୍କର କାର୍ଯ୍ୟ ସମାପ୍ତ କରିବାକୁ କଠିନ ପରିଶ୍ରମ କରୁଛନ୍ତି । କିନ୍ତୁ କଳ୍ପନା କରନ୍ତୁ ଯଦି ଜଣେ ବ୍ୟକ୍ତି କେବଳ ଲାଇନରେ ଛିଡା ହୋଇ ଟଙ୍କା ରୋଜଗାର କରୁଛନ୍ତି ତେବେ!-->…
Read More...
Read More...
କରୋନା କାଳରେ ପିତାମାତାଙ୍କୁ ହରାଇଛନ୍ତି ୧.୪୭ ଲକ୍ଷ ଶିଶୁ
ନୂଆଦିଲ୍ଲୀ : ଏପ୍ରିଲ୍ ୨୦୨୦ ପରଠାରୁ ଦେଶରେ ୧ ଲକ୍ଷ ୪୭ ହଜାର ୪୯୨ ପିଲା କରୋନା ଏବଂ ଅନ୍ୟାନ୍ୟ କାରଣରୁ ସେମାନଙ୍କ ପିତାମାତାଙ୍କୁ ହରାଇଛନ୍ତି । ଏଥିରେ ୭୬,୫୦୮ ପୁଅ, ୭୦,୯୮୦ ବାଳିକା ଏବଂ ୪ ଟ୍ରାନ୍ସଜେଣ୍ଡର ଶିଶୁ ଅନ୍ତର୍ଭୁକ୍ତ । ଏନସିପିସିଆର କହିଛି ଯେ ବାଲ ସ୍ୱରାଜ ପୋର୍ଟାଲ-କୋଭିଡ!-->…
Read More...
Read More...
ଆସନ୍ତାକାଲିଠୁ ଡାଭୋସ ସମ୍ମିଳନୀ
ନୂଆଦିଲ୍ଲୀ,୧୬/୧ : ଭର୍ଚୁଆଲ ମାଧ୍ୟମରେ ଆସନ୍ତାକାଲିଠୁ ଆରମ୍ଭ ହେବ ଡାଭୋସ ଶିଖର ସମ୍ମିଳନୀ । ଏହି ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୫ ଦିନ ଧରି ଚାଲିବ ଏହି ଶିଖର ସମ୍ମିଳନୀ । ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ‘ବୈଶ୍ୱିକ ସ୍ଥିତି’ ବିଷୟ ଉପରେ!-->…
Read More...
Read More...
ହରିଣର ଡିଆଁ ଦେଖି ତାଜୁବ ହେଲେ ପର୍ଯ୍ୟଟକ
ଛିନ୍ଦୱାଡ଼ା : ପଶୁପକ୍ଷୀମାନେ କଥା କହିପାରନ୍ତି ନାହିଁ । କିନ୍ତୁ ସେମାନଙ୍କ ପାଖରେ ଏଭଳି କିଛି ଐଶ୍ୱରିକ ଶକ୍ତି ରହିଛି,ଯାହା ବଳରେ ଅସମ୍ଭବକୁ ସମ୍ଭବ କରିପାରିଥାନ୍ତି । ସେମାନଙ୍କୁ ଭଗବାନ ଦେଇଥିବା ଏହି ଶକ୍ତିର ଝଲକ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବେ । ନିକଟରେ ସେହିଭଳି ଏକ ଦୃଶ୍ୟ!-->…
Read More...
Read More...