Browsing Category

ଦେଶ- ବିଦେଶ

କଂଗ୍ରେସ ପ୍ରତିଷ୍ଠା ଦିବସରେ ଖସିଗଲା ଦଳୀୟ ପତାକା,ଉତ୍ତୋଳନ କରୁଥିଲେ ସୋନିଆ ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ :ଭାରତୀୟ ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ଆଜି ଅର୍ଥାତ୍‌ ୨୮ ଡିସେମ୍ବରରେ ପାଳିତ ହେଉଛି । ଏହି ଅବସରରେ ଦଳର ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚିଥିଲେ । ଯେତେବେଳେ ପାର୍ଟି
Read More...

ଆସନ୍ତାକାଲିଠାରୁ ରାଜଧାନୀରେ ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତ ସଂଖ୍ୟା ପୁଣି ବଢିଛି । ଅନେକ ମାସ ପରେ ଦିଲ୍ଲୀରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର କେଜ୍ରିୱାଲ ସରକାର ରାଜଧାନୀରେ ରାତ୍ରି କର୍ଫ୍ୟୁ ଘୋଷଣା କରିଛନ୍ତି । ଆସନ୍ତାକାଲି
Read More...

ମୁଜାଫରପୁର ନୁଡଲ୍‌ କାରଖାନାରେ ବଏଲର୍‌ ବିସ୍ଫୋରଣ: ୬ ମୃତ; ୧୨ ଆହତ

ପାଟନା: ଆଜି ବିହାରର ମୁଜାଫର୍‌ପୁରସ୍ଥିତ ଏକ ନୁଡଲ୍‌-ତିଆରି କାରଖାନାରେ ଗୋଟାଏ ବଏଲର୍‌ ବିସ୍ଫୋରଣ ଘଟିବାରୁ ୬ଜଣଙ୍କର ମୃତ୍ୟୁ ଘଟିବା ସହ ଆଉ ୧୨ଜଣ ଆହତ ହୋଇଥିବା କଥା ଜିଲ୍ଲା ପୁଲିସ ମୁଖ୍ୟ କହିଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାର
Read More...

ନୌକାରେ ଅଗ୍ନିକାଣ୍ଡ, ୩୨ ମୃତ

ଢାକା: ବାଂଲାଦେଶରେ ଏକ ନୌକାରେ ଅଗ୍ନିକାଣ୍ଡ ଘଟିବା ଫଳରେ ୩୨ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଶୁକ୍ରବାର ଭୋର ସମୟରେ ରାଜଧାନୀ ଢାକାଠାରୁ ୨୫୦ କିଲୋମିଟର ଦକ୍ଷିଣକୁ ଝାଲୋକାଠି ଗ୍ରାମାଞ୍ଚଳ ବଜାର ନିକଟରେ ଏହି ଅଘଟଣ ଘଟିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ବାଂଲାଦେଶର ଦକ୍ଷିଣ
Read More...

ଏକାଥରକେ ଚିହ୍ନଟ ହେଲେ ୩୩ ଓମିକ୍ରନ ଆକ୍ରାନ୍ତ

ଚେନ୍ନାଇ : ତାମିଲନାଡୁରେ ଗୁରୁବାର କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟର ୩୩ ନୂଆ ମାମଲା ସାମ୍ନା ଆସିବା ପରେ ରାଜ୍ୟରେ ଭୟର ବାତାବରଣ ଖେଳିଯାଇଛି । କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କ ଜିନମ ସିକ୍ୟୁନ୍ସିଂ ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଏହା ସହ ରାଜ୍ୟରେ ଓମିକ୍ରନ
Read More...

ବ୍ରିଟେନରେ ୧୪ ଓମିକ୍ରନ୍‌ ଆକ୍ରାନ୍ତ ମୃତ

ବ୍ରିଟେନ : ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ବ୍ରିଟେନ ସୂଚନା ଦେଇଛି ଯେ, ଓମିକ୍ରନ୍‌ ଭାରିଆଣ୍ଟ ପୀଡିତ ୧୨୯ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦେଶରେ ଓମିକ୍ରନ ଜନିତ ମୃତ୍ୟୁସଂଖ୍ୟା ଏପର୍ଯ୍ୟନ୍ତ ୧୪ରେ ପହଞ୍ଚିଛି
Read More...

ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୪୪ହଜାର ଏସି

ଅଲୱାର : ସୋମବାର ବିଳମ୍ବିତ ରାତିରେ ରାଜସ୍ଥାନରକ ଅଲୱାର ସହରରେ ଥିବା ନେମ୍ରାନା ଇଣ୍ଡଷ୍ଟ୍ରିଆଲ୍‌ ଏରିଆର ଡାଏକିନ୍‌ ଏୟାର କଣ୍ଡିସନିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀର ଗୋଦାମରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ନିଆଁର ପ୍ରଖର ଏତେ ଅଧିକ ଥିଲା ଯେ, ସକାଳେ ଯାଏଁ ମଧ୍ୟ ଅନେକ
Read More...

ଦେଶରେ ୨୦୦ ଛୁଇଁଲା ଓମିକ୍ରନ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରାସରର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଦେଶରେ ୨୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଦେଶର ୧୨ ରାଜ୍ୟରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଛି । ଓମିକ୍ରନର ଅଧିକାଂଶ ମାମଲା
Read More...

ଇଡି କାର୍ଯ୍ୟାଳୟରେ ହାଜର ହେଲେ ଐଶ୍ୱର୍ଯ୍ୟା

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସୋମବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଐଶ୍ୱର୍ଯ୍ୟା ଦିନ ୧.୩୦ ସମୟରେ ଇଡି ଅଫିସରେ ପହଞ୍ଚିଥିଲେ । ସୂଚନା ଅନୁଯାୟୀ ପନାମା ପେପର୍ସ ମାମଲା ସଂପର୍କରେ ତାଙ୍କୁ ପଚରାଉଚରା
Read More...

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ପୁଣି ରାଜଧାନୀରୁ ୨ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୋମବାର ଦିନ ଦେଶର ରାଜଧାନୀ ଦିଲ୍ଲୀରେ ଆଉ ଦୁଇଟି ଓମିକ୍ରନ୍‌ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ସହିତ ଦେଶରେ ମୋଟ ଓମିକ୍ରନ୍‌ ସଂକ୍ରମିତ ସଂଖ୍ୟା ୧୬୦ କୁ ବୃଦ୍ଧି ପାଇଛି । ଏହାସହ ୨୪
Read More...