Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଆଜି କାର୍ଗିଲ ବିଜୟ ଦିବସ : ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି କାର୍ଗିଲ ବିଜୟ ଦିବସ । ଦେଶ ଆଜି ୨୨ ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି । ଏହି ଅବସରରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ରାସ କାର୍ଗିଲ ୱାର ମେମୋରିଆଲରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । କାରଗିଲ ୱାର ମେମୋରିଆଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ!-->…
Read More...
Read More...
ଅଶ୍ଲୀଳ ସିନେମା : ଶିଳ୍ପା ସେଟ୍ଟୀଙ୍କୁ କ୍ଲିନଚିଟ ଦେଲା ମୁମ୍ବାଇ ପୁଲିସ
ମୁମ୍ବାଇ : ଅଶ୍ଳୀଳ ସିନେମା ମାମଲାରେ ରାଜ କୁନ୍ଦ୍ରା ଗିରଫ ହୋଇଥିବାବେଳେ ତାଙ୍କ ପନôୀ ଶିଳ୍ପା ସେଟ୍ଟୀଙ୍କୁ ମୁମ୍ବାଇ ପୁଲିସ କ୍ଲିନ ଚିଟ ଦେଇଛି । ଶିଳ୍ପାଙ୍କ ସଂପୃକ୍ତିର କୌଣସି ପ୍ରମାଣ ନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ରାଜ କୁନ୍ଦ୍ରା ଅଶ୍ଳୀଳ ସିନେମା କରି ତାହାକୁ ବିକ୍ରି!-->…
Read More...
Read More...
ଅଶ୍ଳିଳ ଫିଲ୍ମ ନିର୍ମାଣ କରୁଥିଲେ, କେମିତି ଧରାପଡିଗଲେ ରାଜ କୁଦ୍ରା ଜାଣନ୍ତୁ
ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା ଘୃଣିତ କାର୍ଯ୍ୟ କରି ଗିରଫ ହୋଇଛନ୍ତି । ତେବେ ସେ କେମିତି ଧରାପଡ଼ିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଶାର୍ଲିନ ଚୋପ୍ରାକୁ ଜେରା କରିବା ବେଳେ ସେ ହିଁ ରାଜ କୁନ୍ଦ୍ରାଙ୍କ ନାଁ!-->!-->!-->…
Read More...
Read More...
କରୋନା ତୃତୀୟ ଲହରକୁ ରୋକିବାକୁ ପଡିବ, ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଦେଶର କେତେକ ରାଜ୍ୟରେ ବଢୁଥିବା କରୋନା ମାମଲାକୁ ନେଇ କେନ୍ଦ୍ର ସରକାର ଅସୁବିଧାରେ ପଡିଛନ୍ତି । ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହି ପ୍ରସଙ୍ଗ ଉପରେ ନଜର ଦେଇଛନ୍ତି । ଏହି ରାଜ୍ୟରେ ବଢୁଥିବା ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଉଦ୍ବେଗ ପ୍ରକାଶ!-->…
Read More...
Read More...
ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
ନୂଆପିଢ଼ିଙ୍କ ପାଇଁ ସ୍କିଲ୍ ଡେ଼ଭଲପମେଣ୍ଟ ଏକ ରାଷ୍ଟ୍ରୀୟ ଆବଶ୍ୟକତା - ପ୍ରଧାନମନ୍ତ୍ରୀଦେଶରେ ସଶକ୍ତ ଅର୍ଥନୀତି ପାଇଁ ଦକ୍ଷ ଯୁବ ମାନବ ସମ୍ବଳ ଜରୁରୀ - ଧର୍ମେନ୍ଦ୍ର ପ୍ରଧାନ• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ ‘ସ୍କିଲ ଇଣ୍ଡିଆ ମିଶନ’କୁପୂରିଲା ୬ ବର୍ଷ•!-->…
Read More...
Read More...
ରାଜ୍ୟସଭାରେ ବିଜେପି ନେତା ହେଲେ ପୀୟୁଷ ଗୋୟଲ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ଭାବେ ନୂତନ ନିଯୁକ୍ତି ପାଇଛନ୍ତି । ପୂର୍ବରୁ ଥାୱରଚନ୍ଦ ଗେହଲଟ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ଭାବେ କାମ କରୁଥିଲେ । କିନ୍ତୁ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ତାଙ୍କୁ କର୍ଣ୍ଣାଟକର ରାଜ୍ୟପାଳ!-->…
Read More...
Read More...
କେନ୍ଦ୍ର କର୍ମଚାରୀଙ୍କ ଡିଏ ବଢିଲା
ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଓ ଦରବୃଦ୍ଧି ମଧ୍ୟରେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୭ରୁ ସିଧା ୨୮%କୁ ବୃଦ୍ଧି କରିଛନ୍ତି।!-->…
Read More...
Read More...
ମୌସୁମୀ ଅଧିବେଶନ : ୧୮ରେ ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ : ଆସନ୍ତା ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ତାହାର ଦିନକ ପୂର୍ବରୁ ଅର୍ଥାତ ୧୮ ତାରିଖ ରବିବାର ଦିନ ସରକାର ଏକ ସର୍ବ ଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ!-->…
Read More...
Read More...
କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୫୦ ମୃତ
ବାଗଦାଦ : ଇରାକର ରାଜଧାନୀ ବାଗଦାଦର କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । ତେବେ ଏଥିରେ ୫୦ ରୁ ଅଧିକ ରୋଗୀଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଯେ ଡାକ୍ତରଖାନାର କରୋନା ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଛି ଯେଉଁଠାରେ କୋଭିଡ ରୋଗୀ ଚିକିତ୍ସିତ ହେଉଥିଲେ । ଏହି ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ!-->…
Read More...
Read More...