Browsing Category

ଦେଶ- ବିଦେଶ

ଏହି କେରଳ ଝିଅ ହାତ,ପାଦ ଓ ପାଟିରେ ଆଙ୍କୁଛନ୍ତି ଚିତ୍ର

ଥିରୁବନନ୍ତପୁରମ୍‌ : କେରଳର ଜଣେ କଳାକାର ତାଙ୍କ ଦୁଇ ହାତ, ପାଦ ଏବଂ ପାଟି ବ୍ୟବହାର କରି ଏକ କାର୍ଟୁନ୍‌ ଅଙ୍କନ କରିବାର କୌଶଳ ଅର୍ଜନ କରିଛନ୍ତି । ତ୍ରିସୁରର ଇବି ଦିବ୍ୟା ନାମକ ତୃତୀୟ ବର୍ଷର ନର୍ସିଂ ଛାତ୍ରୀ । ଯଦିଓ ସେ ଜଣେ ପେସାଦାର କଳାକାର ନୁହଁନ୍ତି, ଗତ ବର୍ଷ ଲକଡାଉନ୍‌ ସମୟରେ
Read More...

କୋଭିଡ ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଅନୁଷ୍ଠିତ ବୈଠକରେ କେନ୍ଦ୍ର କ୍ୟାବିନେଟ ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷିତ ଆର୍ଥିକ ପ୍ୟାକେଜକୁ ଅନୁମୋଦନ କରିଛି । ଆଜି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି । ମହାମାରୀ
Read More...

ପୁଣି ଜମ୍ମୁରେ ଉଡିଲା ଡ୍ରୋନ,ସେନା ସତର୍କ

ଜମ୍ମୁ: ପୁଣିଥରେ ଜମ୍ମୁର ବାୟୁସେନା ଏୟାରବେସରେ ୨ଟି ଡ୍ରୋନ ଉଡୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ବାୟୁସେନା ଏୟାରବେସରେ ଡ୍ରୋନ୍ ଦ୍ୱାରା ବିସ୍ଫୋରକ ସାମଗ୍ରୀ ପକାଯିବା ପରେ ସେନା ଶିବିର ଉପରେ ବାରମ୍ବାର ଡ୍ରୋନ୍ ଦେଖିବାକୁ ମିଳୁଛି । ଆଜି ସକାଳେ ଜମ୍ମୁର କାଲୁଚାକ୍, ମିରାନ୍ ସାହେବ ଏବଂ
Read More...

ଦେଶରେ କରୋନାର ଦ୍ୱିତୀୟ ଲହର ନେଇଛି ୭୯୮ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ (ଆଇଏମଏ) ପକ୍ଷରୁ କୁହାଯାଇଛି ସାରା ଦେଶରେ କରୋନାର ଦ୍ୱିତୀୟ ଲହର ସମୟରେ ୭୯୮ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀରେ ସର୍ବାଧିକ ୧୨୮ ଡାକ୍ତର ପ୍ରାଣ ହରାଇଛନ୍ତି । ଏହା ପରେ ବିହାରରେ ୧୧୫ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶରେ
Read More...

ରାଜପୁତମାନଙ୍କର ସାହସ ଓ ବୀରତ୍ୱର ପ୍ରତୀକ ‘ଚିତ୍ତୋରଗଡ ଦୁର୍ଗ’, ଦେଖନ୍ତୁ ଫଟୋ

ଉତ୍ତର ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦୁର୍ଗ ମଧ୍ୟରୁ ଚିତ୍ତୋରଗଡ ଦୁର୍ଗ ଅନ୍ୟତମ । ଏହି ଦୁର୍ଗ ରାଜପୁତମାନଙ୍କର ସାହସ, ବୀରତ୍ୱ, ବଳିଦାନ, ବଳିଦାନ ଏବଂ ସମ୍ଭ୍ରାନ୍ତତାର ପ୍ରତୀକ ଅଟେ । ଚିତ୍ତୋରଗଡର ଏହି ଦୁର୍ଗ ରାଜପୁତ ଶାସକଙ୍କ ବୀରତ୍ୱ, ସେମାନଙ୍କର ଗୌରବ ଏବଂ ଶକ୍ତିଶାଳୀ
Read More...

ଅପରିଷ୍କାର ପରିବେଶ ପାଇଁ ଅବିବାହିତ ରହୁଛନ୍ତି ଯୁବକ

ଲକ୍ଷ୍ନୌ: ସ୍ୱଚ୍ଛ ଭାରତ ଅଭିଯାନରେ ଏବେ ଗାଁ ଠାରୁ ସହର ସମସ୍ତେ ସାମିଲ ହୋଇଛନ୍ତି ସତ। ହେଲେ ଏବେ ଉତ୍ତର ପ୍ରଦେଶର କାନପୁର ଜିଲା ନିକଟରେ ଥିବା କିଛି ଗାଁ ଏପରି ଅପରିଷ୍କାର ହୋଇ ରହିଛି ଯେ ଏଠାରେ ରୋଗ ବଢିବା ସହ ‘ଅବିବାହିତ ରୋଗ’ ମଧ୍ୟ ଅନେକାଂଶରେ ବୃଦ୍ଧି ପାଇଥିବା ଦେଖାଯାଇଛି। ଏହା
Read More...

ପଞ୍ଜାବରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ଆପ୍‌ ନିର୍ବାଚନ ଜିତିଲେ ପ୍ରତ୍ୟେକ ପରିବାରକୁ ମିଳିବ ମାଗଣା ବିଜୁଳି

ଚଣ୍ଡିଗଡ : ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦମୀ ପାର୍ଟି (ଏଏପି) ନିଜର ରଣନୀତି ପ୍ରସ୍ତୁତ ଆରମ୍ଭ କରିଛି । ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଯଦି ଆପ ପଞ୍ଜାବ ବିଧାନସଭା
Read More...

ରାସ୍ତାରେ ଛିଡା ହୋଇଥିଲା ବସ୍‌, ପଛରୁ ପିଟିଲା ଟ୍ରକ୍‌ : ୫ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ରେ ଆଜି ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଛିଡା ହୋଇଥିବା ବସ୍‌କୁ ପଛପଟୁ ଜୋରଦାର ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି
Read More...

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ: ଟିକା ନେଇପାରିବେ ଗର୍ଭବତୀ ମହିଳା

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଗର୍ଭବତୀ ମହିଳାମାନଙ୍କ ପାଇଁ କରୋନା ଟିକାକରଣ ସଂପର୍କରେ ଗାଇଡଲାଇନ ଜାରି କରିଛି । ଏଥିରେ କୁହାଯାଇଛି ଯେ ଏହି ଟିକା ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ସୁରକ୍ଷିତ ଏବଂ ଅନ୍ୟ ଲୋକଙ୍କ ପରି ସେମାନଙ୍କୁ ସଂକ୍ରମଣରୁ ରକ୍ଷା କରିଥାଏ
Read More...

କରୋନା କ୍ଷତିଗ୍ରସ୍ତଙ୍କ ପାଇଁ ୧.୧ ଲକ୍ଷ କୋଟିର ଋଣ ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନାର ଭୟଙ୍କର ସଂକ୍ରମଣ ଯୋଗୁ ଆର୍ଥିକ ସ୍ଥିତି ଦୋହଳିଯାଇଛି । ଛୋଟ,ମଧ୍ୟମ ଓ ବଡ଼ କଂପାନୀ ସମସ୍ତେ ପ୍ରଭାବିତ ହୋଇଛନ୍ତି । ବହୁ କ୍ଷୁଦ୍ର ବେପାରୀ ଭୀଷଣଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହାକୁ ଆଖି ଆଗରେ ରଖି ସେମାନଙ୍କୁ ଅଣ୍ଟା ସଳଖି ଛିଡ଼ା ହେବାଲାଗି ବଳ ଦେବା
Read More...