Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ମୃତ , ୨ ଶିଶୁ ଗୁରୁତର
ଗାଜିୟାବାଦ : ଗାଜିୟାବାଦର ମସୁରୀରେ ଦିଲ୍ଲୀ-ମେରଠ ଏକ୍ସପ୍ରେସୱେରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାର-ଟ୍ରକ ମଧ୍ୟରେ ଧକ୍କା ହୋଇ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ମୃତକଙ୍କ ମଧ୍ୟରେ ଶିଶୁ,୨ ମହିଳାଙ୍କ ମଧ୍ୟ ରହିଛନ୍ତି।ସୂଚନା!-->…
Read More...
Read More...
ଚିଟଫଣ୍ଡ : ପୂର୍ବତନ ବିଧାୟକ ଗିରଫ
ବିଶାଖାପାଟଣା: ଚିଟଫଣ୍ଡ ଲିଙ୍କ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ ଗିରଫ । ବିଶାଖାପାଟଣା ପଶ୍ଚିମ ଜୋନର ବିଧାୟକ ଥିବା ଏମ.ଭି ପ୍ରସାଦଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସ । ବିଶାଖାପାଟଣାରୁ ପୂର୍ବତନ ବିଧାୟକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡ଼ବ୍ଲୁ । ପ୍ରସାଦଙ୍କ!-->…
Read More...
Read More...
ସେପ୍ଟେମ୍ବର ୧୨ରେ ହେବ ନିଟ୍ ପରୀକ୍ଷା, ସ୍ଥଗିତ ରଖିବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସୋମବାର ସୁପ୍ରିମକୋର୍ଟ ସିବିଏସ୍ଇ ସଂସ୍କାର ଏବଂ କମ୍ପାର୍ଟମେଣ୍ଟ ପରୀକ୍ଷା ସୂଚୀ ସହ ସେପ୍ଟେମ୍ବର ୧୨ ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍ ପରୀକ୍ଷାର ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରୁଥିବା ଦୁଇଟି ଆବେଦନର ଶୁଣାଣି କରିଛନ୍ତି । ଏହି ଅବସରରେ ନିଟ୍ ପରୀକ୍ଷା ସ୍ଥଗିତ ରହିବ!-->…
Read More...
Read More...
ପଞ୍ଜଶୀରକୁ କବଜା କଲା ତାଲିବାନ !
କାବୁଲ:ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ତାଲିବାନ ଆଫଗାନିସ୍ତାନ ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ସହିତ ପଞ୍ଜଶୀର ଉପତ୍ୟକାକୁ କାବୁ କରିବା ପାଇଁ ଲଢେଇ ଜାରି ରଖିଛି । ଏହି ସମୟରେ ତାଲିବାନ ସୋମବାର ପଞ୍ଜଶୀର ଉପତ୍ୟକାକୁ ସମ୍ପୂର୍ଣ୍ଣ ଦଖଲ କରିଥିବା ଦାବି କରିଛି । ଗଣମାଧ୍ୟମର ରିପୋର୍ଟ!-->…
Read More...
Read More...
ପଞ୍ଜଶୀରରେ ୬୦୦ ତାଲିବାନୀ ନିହତ
ପଞ୍ଜଶୀର : ପଞ୍ଜଶୀର ଅକ୍ତିଆର କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି ତାଲିବାନ । ଏଥିପାଇଁ ତାଲିବାନ ଏବଂ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ଲଢେଇ ଜାରି ରହିଛି । ଆଫଗାନିସ୍ତାନକୁ କବଜା କରିଛି ସତ କିନ୍ତୁ ପଞ୍ଜଶୀରକୁ ଦଖଲକୁ ନେଇ ପାରୁ ନାହାଁନ୍ତି ତାଲାବାନୀ ।ଏହାମଧ୍ୟରେ ୬୦୦!-->…
Read More...
Read More...
ଓଡ଼ିଶାର ୨ ଶିକ୍ଷକଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ରାଷ୍ଟ୍ରୀୟ ପୁରସ୍କାର
ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ଗୁରୁଦିବସ । ଏହି ଅବସରରେ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି । ଏଥିରେ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କ ସମେତ ୪୪ ଜଣଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବରେ ସମ୍ମାନିତ କରାଯାଇଛି । ଭଦ୍ରକ ଜିଲ୍ଲା ସ୍କୁଲର!-->…
Read More...
Read More...
ଗାଈ ଏକମାତ୍ର ପ୍ରାଣୀ ଯିଏ ଅମ୍ଳଜାନ ଗ୍ରହଣ କରେ ଓ ଛାଡିଥାଏ
ନୂଆଦିଲ୍ଲୀ: ଆହ୍ଲାବାଦ୍ ହାଇକୋର୍ଟର ଜଜ୍ ଜଷ୍ଟିସ୍ ଶେଖର କୁମାର ଯାଦବ ନିକଟରେ କହିଥିଲେ ଯେ, ଗାଈକୁ ଭାରତର ଜାତୀୟ ପଶୁ ବୋଲି ଘୋଷଣା କରିବା ଦରକାର ଓ ସେମାନଙ୍କର ସୁରକ୍ଷା ହିନ୍ଦୁମାନଙ୍କ ମୁଖ୍ୟ ଅଧିକାର ଭିତରେ ସାମିଲ କରିବା ଦରକାର । ସେ ଆହୁରି ବି କହିଥିଲେ ଯେ, ବୈଜ୍ଞାନିକଙ୍କ କହିବା!-->…
Read More...
Read More...
ଆମେରିକା ସେନା କାବୁଲ ଛାଡିବା ପୂର୍ବରୁ ଅଚଳ କରିଦେଲେ ଶହଶହ ବିମାନ ଓ ସଶସ୍ତ୍ର ଯାନ
ୱାଶିଂଟନ୍: ଆଫଗାନିସ୍ତାନରେ ଆମେରିକାର ସେନାର ୨୦ ବର୍ଷ ପୁରୁଣା ସାମରିକ ଅପରେସନ୍ (ଆମେରିକା ଆଫଗାନିସ୍ତାନ ମିଶନ୍ ଏଣ୍ଡସ୍) ମଙ୍ଗଳବାର ଶେଷ ହୋଇଛି । ତେବେ, ଆମେରିକୀୟ ସୈନିକ କାବୁଲ ବିମାନବନ୍ଦରରୁ ଯିବା ପୂର୍ବରୁ ଜାଣିଶୁଣି ଏହାର ସମସ୍ତ ଯୁଦ୍ଧ ବିମାନ, ହେଲିକପ୍ଟର ଏବଂ ସଶସ୍ତ୍ର!-->…
Read More...
Read More...
ଆଫଗାନ ଛାତ୍ରୀଙ୍କୁ ପଢିବାର ସ୍ୱାଧୀନତା ଦେଲା ତାଲିବାନ : ଏକାଠି ପଢିପାରିବେନି ପୁଅଝିଅ, କେବଳ ଶିକ୍ଷୟିତ୍ରୀ ପଢାଇବେ
କାବୁଲ: ଆଫଗାନିସ୍ତାନରେ ଶାସନ କ୍ଷମତା ଦଖଲ କରିବା ପରେ ସରିଆ ଆଇନ ଅନୁଯାୟୀ ଦେଶର ମହିଳାଙ୍କୁ ଶିକ୍ଷା, ନିଯୁକ୍ତି ଆଦି ସମସ୍ତ କ୍ଷେତ୍ରରେ ସୁଯୋଗ ଦିଆଯିବ ଏବଂ ଏହା ଦେଶବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବ ବୋଲି ବାରମ୍ବାର କହିଆସୁଥିବା ତାଲିବାନ ଆତଙ୍କିଙ୍କର ବାସ୍ତବ ଚେହେରା ସମ୍ମୁଖକୁ!-->…
Read More...
Read More...
ଭାରତ ସହ ଭଲ ସମ୍ପର୍କ ଚାହୁଁଛି ତାଲିବାନ
ନୂଆଦିଲ୍ଲୀ: ଭାରତ ସହ ତାଲିବାନ ଭଲ ସଂପର୍କ ଚାହୁଁଛି । ଏମିତି କହିଛନ୍ତି ଦୋହାରେ ତାଲିବାନର ରାଜନୈତିକ କାର୍ଯ୍ୟାଳୟର ଡେପୁଟି ଡାଇରେକ୍ଟର ଶେର ମହମ୍ମଦ ଅବ୍ୱାସ ଷ୍ଟାନିକଜାଇ । ସେ ଏକ ୪୫ ମିନିଟର ଲମ୍ବା ଭିଡିଓ ବିବୃତ୍ତିରେ ବିଶ୍ୱ ସହିତ ଥିବା ସମ୍ପର୍କ ବିଷୟରେ କହିଛନ୍ତି । ଏଥିରେ ଭାରତ!-->…
Read More...
Read More...