Browsing Category

ଦେଶ- ବିଦେଶ

ଟିକା ନେବା ପରେ ସାର୍ଟିଫିକେଟ ସେୟାର କରୁଛନ୍ତି କି ?

ନୂଆଦିଲ୍ଲୀ : ଯଦି ଆପଣ ଟିକା ନେବା ପରେ ସୋସିଆଲ ମିଡିଆରେ ସରକାର ଦେଇଥିବା ଟିକା ପ୍ରମାଣପତ୍ରକୁ ମଧ୍ୟ ସେୟାର କରିଛନ୍ତି, ତେବେ ସାବଧାନ ରୁହନ୍ତୁ, କାରଣ ଏହା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଲିକ କରିପାରେ । ଏଇଥି ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ସତର୍କ ସୂଚନା ଜାରି କରିଛି ।ଟିକାକରଣ
Read More...

ନଫ୍‌ତାଲି ବେନେଟ୍ ହେଲେ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଇସ୍ରାଏଲ୍ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନଫ୍‌ତାଲି ବେନେଟ ଶପଥ ନେଇଛନ୍ତି । ଏହା ସହିତ ୧୨ ବର୍ଷ ହେବ ପ୍ରଧାନମନ୍ତ୍ରୀ ପଦରେ କବଜା କରିଥିବା ନେତାନ୍ୟାହୁଙ୍କ ଯୁଗ ଶେଷ ହୋଇଛି । ବେଞ୍ଜାମିନଙ୍କ ଐତିହାସିକ ୧୨ ବର୍ଷର ଶାସନ ପରେ ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନଫ୍‌ତାଲି
Read More...

ଖୁବଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ, ସିନ୍ଧିଆଙ୍କୁ ମିଳିପାରେ ରେଳ ବିଭାଗ

ନୂଆଦିଲ୍ଲୀ : ଗତ ବର୍ଷ ମାର୍ଚ୍ଚ ମାସରେ ମଧ୍ୟପ୍ରଦେଶର କମଳ ନାଥ ସରକାରକୁ ଭାଙ୍ଗିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପି ଖୁବଶୀଘ୍ର ଏକ ବଡ ଉପହାର ଦେବାକୁ ଯାଉଛି । ମୋଦି ସରକାରରେ ସେ ମନ୍ତ୍ରୀ ପଦ ପାଇବା ପ୍ରାୟତଃ ନିଶ୍ଚତ ବୋଲି
Read More...

୬୩ ଭାଇଭଉଣୀଙ୍କ ସନ୍ଧାନରେ ୨୩ ବର୍ଷିୟ ଯୁବତୀ

୨୦୧୨ ମସିହାରେ ପରଦାକୁ ଏକ ଚଳଚ୍ଚିତ୍ର ଆସିଥିଲା "ବିକି ଡୋନର' । ଶୁକ୍ରାଣୁ ଦାନ ପରି ଏକ ଭିନ୍ନ ପ୍ରସଙ୍ଗରେ ଏହି ଚଳଚ୍ଚ଼ିତ୍ର ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ଆମେରିକାର ଫ୍ଲୋରିଡାଠାରେ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଛି । ଫ୍ଲୋରିଡ଼ାରେ ରହୁଥିବା ଜଣେ ୨୩ ବର୍ଷର ଝିଅ ଶୁକ୍ରାଣୁ
Read More...

ଚାଷୀଙ୍କ ପାଇଁ ଖୁସି ଖବର, ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର । କରୋନା ଭିତରେ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି । କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି ।  ବିଭିନ୍ନ ଖାଦ୍ୟ ଶସ୍ୟର ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।  ଧାନ
Read More...

ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା,ଜିତିନ ପ୍ରସାଦ ବିଜେପିରେ ମିଶିଲେ

ନୂଆଦିଲ୍ଲୀ : କଂଗ୍ରେସ ନେତା ଜିତିନ ପ୍ରସାଦ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିଲେ । ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ନେଇ ଖୁବ୍‌ ଆଲୋଚନା ଆରମ୍ଭ ହୋଇଛି । ବୁଧବାର ସକାଳେ ବିଜେପି ସାଂସଦ ତଥା
Read More...

ବିଗିଡିଲା କମଲ ନାଥଙ୍କ ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ (୭୪)ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ବୁଧବାର ଗୁରୁଗ୍ରାମର ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଛି, ଯାହାର ରିପୋର୍ଟ ନେଗେଟିଭ
Read More...

ଏକାଥରକେ ୧୦ ସନ୍ତାନ ଜନ୍ମଦେଲେ ମହିଳା

ଦକ୍ଷିଣ ଆଫ୍ରିକାର ଗୌଟେଙ୍ଗ ପ୍ରଦେଶର ଜଣେ ମହିଳା ଏକାଥରକେ ଦଶଟି ସନ୍ତାନଙ୍କୁ ଜନ୍ମ ଦେଇ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି । ଅଦ୍ୟାବଧି ଏହି ରେକର୍ଡ ମାଲିର ହଲିମା ସିସେଙ୍କ ନାମରେ ଥିଲା, ଯିଏ ଗତ ମାସରେ ନଅ ପିଲାଙ୍କୁ ଏକାଠି ଜନ୍ମ ଦେଇଥିଲେ । ଏକାଠି ଅଧିକାଂଶ ସନ୍ତାନ ଜନ୍ମ ଦେଇଥିବା
Read More...

ଆସନ୍ତାକାଲି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଜାଣନ୍ତୁ ଏହା କେତେବେଳେ ଏବଂ କେଉଁଠାରେ ଦେଖାଯିବ

ନୂଆଦିଲ୍ଲୀ : ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଜୁନ୍‌ ୧୦ରେ ଘଟିବାକୁ ଯାଉଛି । ତେବେ ଏହା କେବଳ ଅରୁଣାଚଳ ପ୍ରଦେଶ ଏବଂ ଭାରତର ଲଦାଖରେ ଦୃଶ୍ୟମାନ ହେବ । ଏହା ଭାରତୀୟ ସମୟ ଅପରାହ୍ନ ୧.୪୨ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬.୪୧ ରେ ଶେଷ ହେବ । ବାର୍ଷିକ ସୂର୍ଯ୍ୟ ପରାଗ ବର୍ଷକୁ ଥରେ କିମ୍ବା
Read More...

ଟିକା ନେବାରେ ମହିଳା ପଛରେ

ନୂଆଦିଲ୍ଲୀ : ଟିକାକରଣକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । କେନ୍ଦ୍ରର ମୋଦୀ ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସରକାରୀ ୱେବସାଇଟ୍‌ www.cowin.gov.in ରେ ଥିବା ତଥ୍ୟ ଅନୁଯାୟୀ, ଜୁନ୍‌ ୮ ପର୍ଯ୍ୟନ୍ତ ୨୩୪ ନିୟୁତ ଲୋକଙ୍କୁ ଟିକା
Read More...