Browsing Category

ଦେଶ- ବିଦେଶ

ମନ୍ କୀ ବାତ୍ ରେ ଦେଶବାସୀଙ୍କୁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ବିକାଶ କ୍ଷେତ୍ରରେ ନୂଆ ଉଚ୍ଚତା ଆଡକୁ ଗତି କରୁଛି । ଏହାକୁ ଅଧିକ ସଫଳ କରିବା ପାଇଁ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଆରମ୍ଭ କରାଯାଇଛି । ଦେଶର ପ୍ରତ୍ୟେକ ନାଗରିକ ଆତ୍ମନିର୍ଭରଶୀଳ ହୁଅନ୍ତୁ ଏବଂ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରନ୍ତୁ । ଆଜି ନିଜର ନିୟମିତ
Read More...

ସରକାରୀ ଇ-ମାର୍କେଟରୁ ସାମଗ୍ରୀ ଓ ସେବା କିଣିବା ବ୍ୟବସ୍ଥାକୁ ନିଶ୍ଚିତ କରିବ ରେଳବାଇ

ରେଳବାଇ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ରେଳବାଇ ପ୍ରୋତ୍ସାହିତ କରିବା ଏବଂ ସେସବୁ ସାମଗ୍ରୀ କିଣିବା ନେଇ ଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ଅବସରରେ ଶ୍ରୀ ଗୋଏଲ ସଂପୃକ୍ତ
Read More...

କରୋନା ସ୍ଥିତି ଅତି ସାଙ୍ଘାତିକ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣରେ ଏବେ ପ୍ରତିଦିନ ନୂଆ ରେକଡର଼୍ ସୃଷ୍ଟି ହେଉଛି । ଗତ ୨୪ ଘଣ୍ଟାରେ ରେକଡର଼୍ ୪୯ ହଜାର ୩୧୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ଆଉ ୭୪୦ ଜଣ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର
Read More...

ରାଜସ୍ଥାନ ସରକାରଙ୍କୁ ଝଟ୍କା ପରେ ଝଟ୍କା

ଜୟପୁର : ରାଜସ୍ଥାନରେ ରାଜନୈତିକ ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି । ରାଜନୈତିକ ଛକାପଞ୍ଝାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କୁ ଝଟ୍କା ପରେ ଝଟ୍କା ଲାଗିଥିବା ବେଳେ ବିଦ୍ରୋହୀ ନେତା ସଚିନ୍ ପାଇଲଟଙ୍କୁ ଆହୁରି ଆଶ୍ୱସ୍ତି ମିଳିଛି । ସଚିନ୍ ଓ ତାଙ୍କର
Read More...

ଦିନକରେ ରେକଡର଼୍ ୪୫ ହଜାରରୁ ଊଦ୍ଧ୍ୱର୍ ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ଦିନକୁ ଦିନ ଅତି ସାଙ୍ଘାତିକ ରୂପ ନେଉଛି । ବିଶେଷକରି ଦୈନିକ ସଂକ୍ରମଣ ଆହୁରି ଭୟଙ୍କର ହେବାରେ ଲାଗିଛି । ଆଜିର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଅତୀତର ସବୁ ରେକଡର଼୍ ଭଙ୍ଗ କରିଛି । ଗତ ୨୪ ଘଣ୍ଟାରେ ୪୫ ହଜାର ୭୨୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୨୯ ଜଣ
Read More...

ମାସକରେ ୫୦ରୁ ଅଧିକ ସମୀକ୍ଷା ବୈଠକ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପଦକ୍ଷେପ ଗ୍ରହଣ କରିସାରିଲେଣି । ସଂକ୍ରମଣର ମୁକାବିଲା, ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପର ଅଗ୍ରଗତି ସମୀକ୍ଷା ପାଇଁ ଅନେକ ବୈଠକ ମଧ୍ୟ ବସିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...

ମାସ୍କ ନପିନ୍ଧିଲେ ଲକ୍ଷେ ଜୋରିମାନା

ରାଞ୍ଚି: କରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବା ଲାଗି ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାର କଡ଼ା ନିୟମ ଲାଗୁ କରିଛନ୍ତି । ଏହି ନିୟମ ଉଲ୍ଳଙ୍ଘନ କ୍ଷେତ୍ରରେ ଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି । କେତେକ ରାଜ୍ୟରେ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜୋରିମାନା ବ୍ୟବସ୍ଥା ଥିବା
Read More...

କମାଣ-ନିରୋଧୀ କ୍ଷେପଣାସ୍ତ୍ର “ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷା

ନୂଆଦିଲ୍ଲୀ : କମାଣକୁ ପ୍ରତିହତ କରିପାରିଲା ଭଳି ଭାରତର କ୍ଷେପଣାସ୍ତ୍ର "ଧ୍ରୁବାସ୍ତ୍ର'ର ଆଜି ପରୀକ୍ଷଣ ହୋଇଛି । ବାଲେଶ୍ୱରସ୍ଥିତ ଇଣ୍ଟେରିନ୍ ଟେଷ୍ଟ ରେଞ୍ଜରେ ହୋଇଥିବା ଏହି ପରୀକ୍ଷଣ ସଂପୂର୍ଣ୍ଣ ସଫଳ ହୋଇଛି । ଗତ ୧୫ ଓ ୧୬ ତାରିଖରେ ଏହାର ହେଲିକପ୍ଟର ଲଞ୍ଚ୍ ନାଗ୍ କ୍ଷେପଣାସ୍ତ୍ର
Read More...

ଦେଶରେ କରୋନା ସଂକ୍ରମଣ ୧୨ ଲକ୍ଷ ମୁହାଁ

ନୂଆଦିଲ୍ଲୀ: ଦେଶର କରୋନା ସଂକ୍ରମଣ ସଂଖ୍ୟା ଏବେ ୧୨ ଲକ୍ଷ ମୁହାଁ ହୋଇଛି । ତେବେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଗତ ୨୪ ଘଣ୍ଟାରେ ୩୭ ହଜାର ୭୨୪ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୯୨ ହଜାର ୯୧୫ରେ ପହଞ୍ଚିଛି ।
Read More...

ତୈଳ କୂପରେ ଭୟଙ୍କର ବିସ୍ଫୋରଣ

ଗୌହାଟୀ: ଆସାମର ତିନ୍ସୁକିଆ ଜିଲ୍ଲାରେ ଥିବା ଏକ ତୈଳ କୂପରେ ବୁଧବାର ଭୟଙ୍କର ବିସ୍ଫୋରଣ ଘଟିଛି । ସେଠାରେ କାମ କରୁଥିବା ତିନିଜଣ ବିଦେଶୀ ବିଶେଷଜ୍ଞ ଗୁରୁତର ଭାବେ ଆହତ ହୋଇଛନ୍ତି । ବିସ୍ଫୋରଣରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ।ଗତ ମେ ୨୭ରେ ତୈଳକୂପର ପ୍ରେସର କଣ୍ଟ୍ରେ।।ଲ
Read More...