Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ପାରିବାରିକ ଝଗଡା ଭିତରେ ଲାଲୁଙ୍କ ଘରେ ଖୁସି ଖବର
ପାଟନା: ବଡ ପୁଅକୁ ନେଇ ବିହାରର ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଝଡ ସୃଷ୍ଟିି ହୋଇଥିବା ବେଳେ ଆଜି ଏକ ଖୁସି ଖବର ଆସିଛି। ଲାଲୁ ଯାଦବ ପୁଣି ଥରେ ଜେଜେବାପା ହୋଇଯାଇଛନ୍ତି। ସେହିପରି ତେଜସ୍ବୀ ଯାଦବ ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି। ତେଜସ୍ବୀ ଯାଦବ ନିଜେ ଏକ ସୋସିଆଲ!-->…
Read More...
Read More...
ପୁରୀରୁ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ
ଭୁବନେଶ୍ୱର: କୃଷି କ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାର ମଇ ୨୯ରୁ ଏକ ପାନ୍-ଇଣ୍ଡିଆ ଅଭିଯାନ—‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଆରମ୍ଭ କରିବ।
ଏହି ଅଭିଯାନ, ଯାହା କେନ୍ଦ୍ରର କୃଷି ଉଦ୍ୟୋଗଗୁଡ଼ିକୁ ତୃଣମୂଳ ସ୍ତରକୁ ନେବ, ଜୁନ୍ ୧୨ରେ ସମାପ୍ତ ହେବ। ‘ବିକଶିତ କୃଷି!-->!-->!-->…
Read More...
Read More...
ଦେଶରେ ପୁଣି ଚିନ୍ତା ବଢାଇଲାଣି କୋଭିଡ
ନୂଆଦିଲ୍ଲୀ-ଦେଶରେ ଲଗାତାର ଭାବେ କୋଭିଡ ସଂକ୍ରମଣ ବଢିବାରେ ଲାଗିଛି । ଗତ ସପ୍ତାହ ମଧ୍ୟରେ ଭାରତରେ କୋଭିଡ-୧୯ର ୭୫୨ଟି ନୂତନ ମାମଲା ରିପୋର୍ଟ ହୋଇଛି, ଯାହା ଫଳରେ ଦେଶରେ ମୋଟ ମାମଲା ସଂଖ୍ୟା ୧,୦୦୦ ରୁ ଅଧିକ ହୋଇଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ!-->…
Read More...
Read More...
ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅସୁସ୍ଥ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅସୁସ୍ଥ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ସତ୍ୟପାଲଙ୍କର ଦୁଇଟି କିଡନୀ ଫେଲ୍ ହେବା ପରେ ସେ ଅସୁସ୍ଥ ଥିବା ନେଇ ଖୋଦ୍ ସତ୍ୟପାଲ ମଲ୍ଲିକ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
!-->!-->!-->…
Read More...
Read More...
ପିତା ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାହୁଲ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପିତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ତାଙ୍କୁ ସ୍ମରଣ କରିଛନ୍ତି । ରାଜୀବ ଗାନ୍ଧୀଙ୍କ ୩୪ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାହୁଲ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି । ସେ!-->…
Read More...
Read More...
ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ
ମୁମ୍ବାଇ: ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ । ପୁଣି ଜୀବନ ନେଲା କରୋନା ଭାଇରସ୍ । ମୁମ୍ବାଇରେ କରୋନା ଆତଙ୍କ ଦେଖିବାକୁ ମିଳିଛି । ୫୩ଜଣ ପଜିଟିଭ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର କେଇଏମ୍ ହସ୍ପିଟାଲରେ ଦୁଇ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ସୂଚନା!-->…
Read More...
Read More...
Ratnagiri Jagbudi River Accident |ନଦୀକୁ ଖସିଲା ଦ୍ରୁତଗାମୀ କାର, ପରିବାରର ୫ଜଣଙ୍କ ଚାଲିଗଲା ଜୀବନ
ମୁମ୍ବାଇ : ମୁମ୍ବାଇ-ଗୋଆ ରାଜପଥରେ ଏକ ଗୁରୁତର ଦୁର୍ଘଟଣା ଘଟିଛି । ଜଗବୁଡି ନଦୀରେ ଏକ କାର ଖସିପଡ଼ିବାରୁ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୀରା ରୋଡ୍ରୁ ମୁମ୍ବାଇର ଦେବରୁଖକୁ ଯାତ୍ରା କରୁଥିବା ପରିବାରଟି ଏହି ଦୁର୍ଘଟଣାରେ ଏକ ଦୁର୍ଭାଗ୍ୟଜନକ ମୃତ୍ୟୁବରଣ!-->…
Read More...
Read More...
ବିଗୁଡୁଛି ସଂପର୍କ, ଭାରତୀୟ ଆମ୍ବକୁ ଆମେରିକାର ପ୍ରତ୍ୟାଖ୍ୟାନ
ନୂଆଦିଲ୍ଲୀ: ଆମେରିକା ଭାରତୀୟ ରପ୍ତାନିକାରୀଙ୍କୁ ଝଟ୍କା ଦେବା ଭଳି କାର୍ଯ୍ୟ କରିଛି। ଭାରତରୁ ଲସ୍ଏଞ୍ଜେଲ୍ସ, ସାନ୍ ଫ୍ରାନ୍ସିସ୍କୋ ଓ ଆଟଲାଣ୍ଟା ବିମାନବନ୍ଦରରେ ୧୫ କଣ୍ଟେନରରେ ପହଞ୍ଚତ୍ଥିବା ଆମ୍ବକୁ କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ ଆମେରିକୀୟ କର୍ତ୍ତୃପକ୍ଷ ପ୍ରତ୍ୟାଖ୍ୟାନ!-->…
Read More...
Read More...
ଆମେ ଧର୍ମ ନୁହେଁ କର୍ମ ଦେଖି ମାରୁ-ରାଜନାଥ ସିଂ
ନୂଆଦିଲ୍ଲୀ-ଅପରେସନ ସିନ୍ଦୂର ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମ ଥର ପାଇଁ ଗୁରୁବାର ଜମ୍ମୁ ଓ କାଶ୍ମୀରରେ ପହଞ୍ଚିଛନ୍ତି। ଏହି ସମୟରେ, ପ୍ରତିରକ୍ଷା ମନ୍ତ୍ରୀ ସୈନିକମାନଙ୍କୁ ଭେଟି ତାଙ୍କ ଅଭିଭାଷଣ ସମୟରେ ସେମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।କେବଳ ଏତିକି ନୁହେଁ,!-->…
Read More...
Read More...
ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ
ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପିଆନ ଜିଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏକ ଜୋରଦାର ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅପରେଶନ, ଯାହାକୁ ‘ଅପରେଶନ କିଲର’ ନାମ ଦିଆଯାଇଛି, ସୋପିଆନର ଜଙ୍ଗଲ ଅଞ୍ଚଳରେ ଆରମ୍ଭ ହୋଇଥିଲା ଏବଂ ଏହା ପୂର୍ବରୁ!-->…
Read More...
Read More...