Browsing Category

ଦେଶ- ବିଦେଶ

ପାଇଲଟଙ୍କୁ ଆଶ୍ୱସ୍ତି

ଜୟପୁର : ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ କଂଗ୍ରେସର ବିଦ୍ରୋହୀ ନେତା ସଚିନ୍ ପାଇଲଟ ଓ ଅନ୍ୟ ୧୮ଜଣ ବିଧାୟକଙ୍କୁ ଆଜି ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ବିଧାନସଭା ବାଚସ୍ପତି ସିପି ଜୋଷୀ ନୋଟିସ୍ ଜାରି କରିଥିଲେ
Read More...

ଏତେବଡ଼ ଅପରାଧୀକୁ ପାରୋଲ୍ ମିଳିଲା କିପରି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୁଖ୍ୟାତ ଅପରାଧୀ ବିକାଶ ଦୁବେର ଏନକାଉଣ୍ଟର ମାମଲା ଉପରେ ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟ ଯେଭଳି ପ୍ରତିକ୍ରିୟା ରଖିଥିଲେ, ତାହା ଅନେକଙ୍କୁ ବିସ୍ମିତ କରିଛି । ଆଜି ଶୁଣାଣି ବେଳେ ୟୁପି ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା
Read More...

ଏତେବଡ଼ ଅପରାଧୀକୁ ପାରୋଲ୍ ମିଳିଲା କିପରି :ସୁପ୍ରିମ୍କୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୁଖ୍ୟାତ ଅପରାଧୀ ବିକାଶ ଦୁବେର ଏନ୍କାଉଣ୍ଟର ମାମଲା ଉପରେ ଆଜି ଶୁଣାଣି ବେଳେ ସୁପ୍ରିମ୍କୋର୍ଟ ଯେଭଳି ପ୍ରତିକ୍ରିୟା ରଖିଥିଲେ, ତାହା ଅନେକଙ୍କୁ ବିସ୍ମିତ କରିଛି । ଆଜି ଶୁଣାଣି ବେଳେ ୟୁପି ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ସଲିସିଟର ଜେନେରାଲ୍ ତୁଷାର
Read More...

କଂଗ୍ରେସ ପିଠିରେ ଛୁରା ମାରିଛନ୍ତି ସଚିନ୍

ଜୟପୁର : ରାଜସ୍ଥ୍ାନରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବେ ଏଭଳି ସବୁ ମନ୍ତବ୍ୟ ଦେଉଛନ୍ତି, ଯାହାକୁ ନେଇ ରାଜନୈତିକ ବାତାବରଣ ଆହୁରି ସରଗରମ ହୋଇଉଠିଛି । ବିଦ୍ରୋହୀ ନେତା ସଚିନ୍ ପାଇଲଟଙ୍କ ବିରୋଧରେ ସେ ସାଙ୍ଘାତିକ ଅଭିଯୋଗ ଆଣିବା ସହ ତାଙ୍କୁ କଟୂ
Read More...

ସୀମାରେ ମୁତୟନ ହେବ ରାଫେଲ୍

ନୂଆଦିଲ୍ଲୀ: ଚୀନ୍ ଉପରେ ଭରସା ନଥିବାରୁ ଭାରତ ସୀମାରେ ତିନି ବାହିନୀକୁ ଏବେବି ସଜାଗ କରି ରଖିଛି । ଖୁବ୍ଶୀଘ୍ର ସୀମାରେ ରାଫେଲ୍ ଯୁଦ୍ଧ ବିମାନକୁ ମୁତୟନ କରାଯିବ । ଆଜି ବାୟୁସେନାର ବରିଷ୍ଠ ଅଧିକାରୀମାନଙ୍କର ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାଫେଲ୍ ବିମାନ ପ୍ରୟୋଗ
Read More...

ଦେଶରେ ରେକଡର଼୍ ପରେ ରେକଡର଼୍ ଭାଙ୍ଗୁଛି ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଲାଣି ବୋଲି ଆଇଏନ୍ଏ ସ୍ପଷ୍ଟ କରିସାରିଥିବା ବେଳେ ଦୈନିକ ସଂକ୍ରମଣ ରେକଡର଼୍ ପରେ ରେକଡର଼୍ ଭାଙ୍ଗୁଛି । ଗତ ୨୪ ଘଣ୍ଟାରେ ପୁଣି ରେକଡର଼୍ ସଂଖ୍ୟକ ୩୮ ହଜାର ୯୦୨ ଜଣ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ଏହି ଅବଧି ଭିତରେ ଆଉ
Read More...

ଆସନ୍ତାକାଲି ଠାରୁ ଏମ୍ସରେ ଦେଶର ପ୍ରଥମ କରୋନା ଟିକାର ମାନବ ପରୀକ୍ଷଣ

ନୂଆଦିଲ୍ଲୀ : ଆସନ୍ତାକାଲି ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ପ୍ରଥମ କରୋନା ଟିକା କୋଭାକ୍ସିନ୍ର ମାନବ ପରୀକ୍ଷଣ ହେବ । ଦିଲ୍ଲୀସ୍ଥିତ ଏମ୍ସରେ ଏହି ପରୀକ୍ଷଣ କରାଯିବ । ଏଥିପାଇଁ ପୂର୍ବରୁ ଅନୁମତି ମିଳିସାରିଛି ଏବଂ ପରୀକ୍ଷଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏହି
Read More...

ଲେହରେ ସ୍ଥିତି ପରଖିଲେ ରାଜନାଥ

ନୂଆଦିଲ୍ଲୀ : ଚୀନ୍ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ସେ ଅଞ୍ଚଳର ସାମଗ୍ରିକ ନିରାପତ୍ତା ସ୍ଥିତି ସମୀକ୍ଷା କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ସକାଳେ ଲେହରେ ପହଞ୍ଚିଛନ୍ତି ।ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱାତ୍ ଏବଂ ସେନା ମୁଖ୍ୟ ଜେନେରାଲ୍
Read More...

କରୋନା ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ସ୍ଥିତି ଆହୁରି ଗୁରୁତର ହୋଇପଡ଼ିଛି । ଅସମ୍ଭାଳ ହୋଇଛି ସଂକ୍ରମଣ ଓ ମୃତ୍ୟୁ ସ୍ଥିତି । ଆଜି ସମଗ୍ର ଦେଶରେ ଦଶ ଲକ୍ଷ ୩ ହଜାର ୮୩୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା
Read More...

ଚେତାବନୀ ସତ୍ତେ୍ୱ ପାଙ୍ଗୋଙ୍ଗ୍ରୁ ହଟୁନି ଚୀନ୍

ନୂଆଦିଲ୍ଲୀ : ଭାରତ ଓ ଚୀନ୍ର ସାମରିକ ନେତାମାନଙ୍କ ମଧ୍ୟରେ ଦୀର୍ଘ ୧୪ ଘଣ୍ଟା ଆଲୋଚନା ପରେ ଫିଙ୍ଗର୍ ଏରିଆକୁ (ପାହାଡ ଶୃଙ୍ଗ) ବାଦ ଦେଇ ବାସ୍ତବ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ସମସ୍ତ ଉତ୍ତେଜନାସ୍ଥଳୀରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି ।ସମ୍ପୂଣ୍ଣ ସୈନ୍ୟ
Read More...