Browsing Category

ଦେଶ- ବିଦେଶ

ଚାଷୀ ଶକ୍ତିଶାଳୀ ହେଲେ ଦେଶ ଆତ୍ମନିର୍ଭରଶୀଳ ହେବ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍‌’ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି । ତାଙ୍କର ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଲାଙ୍କୁ କାହାଣୀ ଶୁଣାଇବା ଏବଂ ଶୁଣିବାର କେତେ ଗୁରୁତ୍ୱ ରହିଛି ଏବଂ କୃଷକଙ୍କ ଦ୍ୱାରା ଦେଶ କିଭଳି
Read More...

ଝିମିଟି ଖେଳରୁ ମହାଭାରତ, ବାପାଙ୍କଠାରୁ ବାରମ୍ବାର ହାରି ଅଦାଲତକୁ ଗଲା ଝିଅ

ଭୋପାଳ: ମଧ୍ୟ ପ୍ରଦେଶର ଭୋପାଳରେ ଏଭଳି ଏକ ଘଟଣା ଘଟିଛି, ଯାହା ଅନେକଙ୍କୁ ବିସ୍ମିତ ଓ ଚିନ୍ତିତ କରାଇଛି । ଘଟଣାଟି ଝିମିଟି ଖେଳରୁ ମହାଭାରତ ହେଲା ଭଳି । ଜଣେ ଯୁବତୀ ଲୁଡୁ ଖେଳରେ ତାଙ୍କ ବାପାଙ୍କଠାରୁ ବାରମ୍ବାର ହାରିବା ପରେ ଭୀଷଣ ଭାବରେ ବାପାଙ୍କ ଉପରେ ରାଗି ଯାଇଥିଲେ । ତାଙ୍କ ପ୍ରତି
Read More...

ଟେଲି ନିର୍ଦ୍ଦେଶକ ଏବେ ପରିବା ବିକାଳି

ମୁମ୍ବାଇ: ଏହି ଶିରୋନାମା ଦେଖି ଅନେକ ପାଠକ ଆଶ୍ଚର୍ଯ୍ୟ ହୋଇପାରନ୍ତି; କିନ୍ତୁ ଏହା ନିରାଟ ସତ୍ୟ । କରୋନା ପରିସ୍ଥିତି ବହୁ ଲୋକଙ୍କ ଜୀବନଶୈଳୀ ବଦଳାଇ ଦେଇଛି ଏବଂ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି, ଯେଉଁମାନେ କି ହଜାର ହଜାର , ଲକ୍ଷ ଲକ୍ଷ ଟଙ୍କା
Read More...

ଲଦାଖରେ ପୁଣି ଉତ୍ତେଜନା

ଲଦାଖ : ଲଦାଖରେ ପୁଣି ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି । ଚୀନ୍‌ର ସୈନିକମାନେ ଭାରତରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲେ । କିନ୍ତୁ ଭାରତର ଯବାନ୍‌ମାନେ ତାହାକୁ ସଫଳତାର ସହ ବ୍ୟର୍ଥ କରିଛନ୍ତି । ଉତ୍ତେଜନା ଦେଖାଦେଇଥିବାରୁ ସୀମାନ୍ତରେ ଭାରତ ଯୁଦ୍ଧ ଟ୍ୟାଙ୍କ ମୁତୟନ
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଣବଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି "ଭାରତ ରତ୍ନ' ପ୍ରଣବ ମୁଖାର୍ଜୀଙ୍କର ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦିଲ୍ଲୀସ୍ଥିତ ଲୋଧିଘାଟରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କର ବଡ଼ପୁଅ ଅଭିଜିତ୍‌ ମୁଖାଗ୍ନି ଦେଇଥିଲେ । ଏହା ପୂର୍ବରୁ
Read More...

ବିଜୟ ମାଲ୍ୟାଙ୍କୁ ଝଟ୍‌କା: ମାମଲା ସମୀକ୍ଷା ଆବେଦନ ଖାରଜ

ନୂଆଦିଲ୍ଲୀ : ହଜାର ହଜାର କୋଟି ଟଙ୍କାର ଋଣ ଠକି ନେଇ ଫେରାର ହୋଇଯାଇଥିବା ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଜି ଶକ୍ତ ଝଟ୍‌କା ଲାଗିଛି । ତାଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ତେବେ ଏହାର ସମୀକ୍ଷା ପାଇଁ ସେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ । କୋର୍ଟ କିନ୍ତୁ
Read More...

ସେପ୍ଟେମ୍ବର ମାସଯାକ ଉଡିବନି ଅନ୍ତର୍ଜାତୀୟ ବିମାନ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କଟକଣାକୁ ବଳବତ୍ତର ରଖିଛନ୍ତି । ଅନଲକ୍‌-୪ରେ ଅନେକ କଟକଣା କୋହଳ କରାଯାଇଥିବା ବେଳେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କ୍ଷେତ୍ରରେ କଟକଣାକୁ କାଏମ ରଖାଯାଇଛି । ସେପ୍ଟେମ୍ବର ୩୦ ତାରିଖ
Read More...

ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତଙ୍କୁ ଏକ ଟଙ୍କା ଜୋରିମାନା

ନୂଆଦିଲ୍ଲୀ : ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଆଜି ସୁପ୍ରିମ୍‌କୋର୍ଟ ଏକ ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ତାଙ୍କୁ ସେପ୍ଟେମ୍ବର ୧୫ ସୁଦ୍ଧା ଏହି ଜୋରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା । ତେବେ ତା' ପୂର୍ବରୁ
Read More...

ସେପ୍ଟେମ୍ବରକୁ ପୋଷଣ ମାସ ଭାବେ ପାଳନ କରାଯିବ

ନୂଆଦିଲ୍ଲୀ : ଖାଦ୍ୟ ସହିତ ମଣିଷର ମାନସିକତା ଓ ବୌଦ୍ଧିକ ବିକାଶ ଦିଗ ଜଡ଼ିତ । ଆମର ମାନସିକତା ବିଚାରରେ ଆମେ ଖାଦ୍ୟ ବାଛିଥାଉ ଏବଂ ତାହାକୁ ଗ୍ରହଣ କରିଥାଉ । ମାନସିକ ଓ ଶାରିରୀକ ସୁସ୍ଥତା ଓ ବିକାଶ ଦିଗରେ ଖାଦ୍ୟର ବିଶେଷ ଭୂମିକା ରହିଛି । ଆମେ ଯେମିତି ଖାଇବା ଆମର ମାନସିକତା ଓ
Read More...

୩୫ ଲକ୍ଷ ଟପିଲା କରୋନା ପଜିଟିଭ୍‌

ନୂଆଦିଲ୍ଲୀ : ଭାରତରେ ଦୈନିକ ସଂକ୍ରମଣ ଗତ କିଛିଦିନ ଧରି ରେକଡର଼୍ ପରେ ରେକଡର଼୍ ଭାଙ୍ଗିଚାଲିଛି । ଗତକାଲି ଦିନକର ସଂକ୍ରମଣ ୭୭ ହଜାର ପରେ ଥିବା ବେଳେ ଆଜି ତାହା ୭୮ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ୭୮ ହଜାର ୭୬୧ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୫
Read More...