ଠୁମ୍‌କା ଲଗାଇଲେ ନାୟିକା, ରୁଜୁହେଲା ୨୦୦ ମାମଲା

0 216

ପାଟନା : କରୋନାର ମୁକାବିଲା ପାଇଁ ନାଇଟ କର୍ଫ୍ୟୁ,ଲକଡାଉନ ଓ ସଟ ଡାଉନ ଲାଗୁ ହୋଇଛି । କିନ୍ତୁ ଏହାକୁ କେହି ମାନୁ ନାହାନ୍ତି । ଏପରିକି,ନେତା ଓ ସରକାରୀ ଅଫିସର ମଧ୍ୟ ଏହାର ଧଜ୍ଜିଆ ଉଡ଼ାଉଛନ୍ତି । କରୋନାକୁ ନେଇ ଅନ୍ୟମାନେ ବିବ୍ରତ ଥିବା ବେଳେ ଏଭଳି କିଛି ଲୋକ ପାର୍ଟି,ମଉଜମସ୍ତି ଓ ସୁରାପାନରେ ମସଗୁଲ ରହୁଛନ୍ତି । ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବିହାରରେ । ବିହାରର ପୂର୍ବତନ ବାହୁବଳୀ ବିଧାୟକ ମୁନ୍ନା ଶୁକ୍ଲାଙ୍କ ଭାଇ ମନମାରଦନ ଶୁକ୍ଲା ପୁଅର ବ୍ରତୋପନୟନକୁ ସ୍ମରଣୀୟ କରିବା ପାଇଁ ଲାଲଗଞ୍ଜରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସନ୍ଧ୍ୟାରେ ନୃତ୍ୟ,ଗୀତ ଏବଂ ପାର୍ଟିର ଆୟୋଜନ କରାଯାଇଥିଲା । ଏଥିରେ ଭୋଜପୁରୀର ସୁପରଷ୍ଟାର କୁହାଯାଉଥିବା ଅକ୍ଷରା ସିଂ ଠୁମକା ଲଗାଇଥିଲେ । ପାର୍ଟିରେ ବହୁ ନେତା,ପୂର୍ବତନ ବିଧାୟକ,ସରକାରୀ ଅଫିସର ଓ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ । ରାତିସାରା ଚାଲିଥିଲା ଏବଂ ଏମାନେ ସମସ୍ତେ ସୁରା ପାନ କରି ନାଚଗୀତରେ ଝୁମିଥିଲେ । ଏପରିକି ପୁଲିସ କର୍ମଚାରୀମାନେ ମତୁଆଲା ହୋଇ ସର୍ଭିସ ବନ୍ଧୁକରୁ ଗଳି ଫୁାଇ ମଉଜ କରାିଥିଲେ । ଏହାଟ ଭିଡିଓ ଏବେ ଭାଇରାଲ ହୋଇଛି । ଆଉ ଏହା ପରେ ଏଘଟଣାରେ ୨୦୦ଟି ମାମଲା ରୁଜୁ ହୋଇଛି ।

hiranchal ad1
Leave A Reply

Your email address will not be published.

ten − 8 =