Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଅଭିନେତ୍ରୀ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍, ଜୟା ବଚ୍ଚନ ନେଗେଟିଭ
ମୁମ୍ବାଇ : ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କର ପୁତ୍ର ତଥା ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଶନିବାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ୍ ଟୋପେ ଟ୍ୱିଟ୍ କରି!-->…
Read More...
Read More...
ଘନୀଭୂତ ହେଉଛି ରାଜସ୍ଥାନ ସରକାରଙ୍କ ସଙ୍କଟ
ଜୟପୁର : ରାଜସ୍ଥାନରେ ଅଶୋକ ଗେହଲଟଙ୍କ ନେତୃତ୍ୱାଧିନ କଂଗ୍ରେସ ସରକାର ପ୍ରତି ଦେଖାଦେଇଥିବା ସଙ୍କଟ ଅଧିକ ଘନୀଭୂତ ହୋଇଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନିଜର ସ୍ଥିତି ବଞ୍ଚାଇବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ବିଜେପି ସରକାର ଭାଙ୍ଗି କ୍ଷମତା ଦଖଲ କରିବା ଲାଗି!-->…
Read More...
Read More...
କରୋନାକୁ ନେଇ ଆଉ ଏକ ସମସ୍ୟା: ସୁସ୍ଥ ହେବା ପରେ ବି ଦେଖାଯାଉଛି ଲକ୍ଷଣ
ନୂଆଦିଲ୍ଲୀ : କରୋନା ସଂକ୍ରମଣ ରୋକିବା ତଥା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ପୁଣି ଏକ ବଡ଼ ସମସ୍ୟା ଦେଖାଦେଇଛି । ଆକ୍ରାନ୍ତ ହେଉଥିବା ଲୋକମାନେ ସୁସ୍ଥ ହେବା ପରେ ବି ସେମାନଙ୍କ ଦେହରେ କରୋନା ଲକ୍ଷଣ ଦେଖିବାକୁ ମିଳୁଛି । ଯାହା ଚିକିତ୍ସକ ତଥା ବିଶେଷଜ୍ଞମାନଙ୍କ ଚିନ୍ତା ବଢ଼ାଇ ଦେଇଛି!-->…
Read More...
Read More...
ଭୟଙ୍କର ହେଉଛି ଦୈନିକ ସଂକ୍ରମଣ ସ୍ଥିତି
ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଆହୁରି ଭୟଙ୍କର ହୋଇଉଠିଛି । ଏବେ ଏହା ୨୯ ହଜାର ଆଡକୁ ଗତି କରିଛି । ଗତ ୨୪ ଘଣ୍ଟାରେ ରେକଡର଼୍ ୨୮ ହଜାର ୬୩୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଦିନକରେ ଏତେ ସଂଖ୍ୟକ ରୋଗୀ କେବେବି ଚିହ୍ନଟ ହୋଇନଥିଲେ । ତେଣୁ!-->…
Read More...
Read More...
ଏନ୍କାଉଣ୍ଟରରେ ଗ୍ୟାଙ୍ଗଷ୍ଟର ଦୁବେ ନିହତ
କାନପୁର : କିଛିଦିନ ତଳେ ଆଠଜଣ ପୁଲିସ୍ କର୍ମଚାରୀଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍କାଉଣ୍ଟରରେ ନିହତ ହୋଇଛି । ଗତକାଲି ତାକୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଥିଲା । ଗିରଫର ଦିନକ ପରେ ଏଭଳି ଘଟଣା ଘଟିଛି । ଏହି ଏନ୍କାଉଣ୍ଟରକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି!-->…
Read More...
Read More...
ଏସିଆର ସର୍ବବୃହତ ସୌରଶକ୍ତି ପ୍ଲାଣ୍ଟ ଲୋକାର୍ପିତ
ନୂଆଦିଲ୍ଲୀ : ଭାରତକୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ନିର୍ଭରଶୀଳ କରିବା ଦିଗରେ ଦେଶ ଆଉ ପାଦେ ଆଗକୁ ଯାଇଛି । ଆଜି ରେୱା ଅଲଟ୍ରା ମେଗା ସୌରଶକ୍ତି ପ୍ରକଳ୍ପ ବା ପ୍ଲାଣ୍ଟ ଲୋକାର୍ପିତ ହୋଇଛି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍ଘାଟନ କରିଛନ୍ତି ।!-->…
Read More...
Read More...
ଲଦାଖ୍ ସ୍ଥିତିର ସମୀକ୍ଷା କଲେ ରାଜନାଥ
ନୂଆଦିଲ୍ଲୀ : ଗତ କିଛିଦିନ ମଧ୍ୟରେ ଲଦାଖ୍ର ଏଲ୍ଏସିରେ ସ୍ଥିତି ପୂର୍ବାପେକ୍ଷା ବହୁମାତ୍ରାରେ ସୁଧୁରିଛି । ଚୀନ୍ ସୈନ୍ୟମାନେ ଏକାଧିକ ପାଟ୍ରୋଲିଂ ପଏଣ୍ଟରୁ ହଟିଯାଇଛନ୍ତି । ପ୍ରଥମ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଶେଷ ହୋଇଛି । ଏହାପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ!-->…
Read More...
Read More...
ସେବା ଫାଉଣ୍ଡେସନ ପକ୍ଷରୁ ସହରରେ ବୁଲା ଷଣ୍ଢ ଓ ଗାଈ ଙ୍କ ସିଙ୍ଗ ରେ ଲଗାଗଲା ଲାଲ ଷ୍ଟିକର।
ବର୍ତ୍ତମାନ ସହରରେ ବିଭିନ୍ନ ରାସ୍ତାରେ ବୁଲୁଥିବା ବୁଲା ଷଣ୍ଢ ଓ ଗାଈଙ୍କର ବିଚରଣ ଏକ ସାଧାରଣ ସମସ୍ୟା ହେଲାଣି। ବୁଲା ଗୋରୁ ମାନେ ଖାଦ୍ୟ ଅଭାବ ଓ ରହିବା ସ୍ଥାନ ଅଭାବରୁ ରାସ୍ତାଘାଟ ରେ ବୁଲାବୁଲି କରୁଛନ୍ତି ଓ ଦୁର୍ଘଟଣା ର ଶିକାର ହୋଇ ଅକାଳ ରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଗୋ ବଂଶ ର!-->…
Read More...
Read More...
ଶେଷରେ ଧରାପଡ଼ିଲା ଗ୍ୟାଙ୍ଗଷ୍ଟର ଦୁବେ
କାନପୁର: ଦୀର୍ଘ ବର୍ଷ ଧରି ଉତ୍ତରପ୍ରଦେଶରେ ଆତଙ୍କରାଜ ଖେଳାଇଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଶେଷରେ ଧରାପଡ଼ିଛି । ଗତ କିଛିଦିନର କଠୋର ପରିଶ୍ରମ ପରେ ଆଜି ତାକୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି । ଗିରଫ ଅଭିଯାନ ବେଳେ ଏନ୍କାଉଣ୍ଟର ହୋଇଥିଲା । ଏଥିରେ ତା'ର ଦୁଇଜଣ ସହଯୋଗୀ!-->…
Read More...
Read More...
ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଛି ସତ; କିନ୍ତୁ ଏପର୍ଯ୍ୟନ୍ତ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଗୁରୁବାର ପୁନର୍ବାର ସ୍ପଷ୍ଟ କରିଛନ୍ତି । କରୋନା ସ୍ଥିତିର ସମୀକ୍ଷା ବୈଠକରେ ସେ ଏହା ପ୍ରକାଶ କରି!-->…
Read More...
Read More...