Browsing Category

ଦେଶ- ବିଦେଶ

ଆସାମରେ ବଡ଼ ଧରଣର ଭୂସ୍ଖଳନ: ୨୦ ମୃତ, ଅନେକ ଆହତ

ଦିସପୁର : ଆସାମରେ ଆଜି ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି । ରାଜ୍ୟର ଦିସପୁର ଜିଲ୍ଲାରେ ହୋଇଥିବା ଏହି ଅଘଟଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ଆହୁରି ଅସଂଖ୍ୟ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତି ଗୁରୁତର । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଲୋକମାନଙ୍କୁ
Read More...

ଅଣସବ୍‌ସିଡି ଗ୍ୟାସ ଦର ବଢ଼ିଲା

ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ବଜାରରେ ଏଲ୍‌ପିଜି ଦର ବୃଦ୍ଧି କାରଣରୁ ଭାରତରେ ଅଣସବ୍‌ସିଡ୍ ରୋଷେଇ ଗ୍ୟାସର ଦର ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ୧୪.୨ କେଜି ବିଶିଷ୍ଟ ଅଣ ସବ୍‌ସିଡି ଗ୍ୟାସ ସିଲିଣ୍ଡର ପିଛା ୧୧ଟଙ୍କା ୫୦ ପଇସା ମହଙ୍ଗା ହୋଇଛି । ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ,
Read More...

ଦିନକରେ ପୁଣି ରେକର୍ଡ଼ ୮,୩୯୨ ପଜିଟିଭ୍

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରିତ ହେବା ପରିବର୍ତ୍ତେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି । ବିଶେଷ କରି ଦିନକର ସଂକ୍ରମିତ ସଂଖ୍ୟା ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଏବେ ଏହା ଲଗାତାର ଦୁଇ ଦିନ ଧରି ଆଠ ହଜାର ଉପରେ ରହିଛି । ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ଦିନରେ ଆଠ
Read More...

ଦେଶରେ ୩୦ଜୁନ୍ ଯାଏଁ ଲକଡାଉନ ବଢିଲା

ନୂଆଦିଲ୍ଲୀ : କରୋନା ସଂକଟରୁ ବର୍ତ୍ତିବା ପାଇଁ ଦେଶରେ ୫.୦ ଲକଡାଉନ ଲାଗୁ କରାଯାଇଛି । ଏହା ସର୍ତ୍ତମୂଳକ ଭାବେ ଆସନ୍ତା ୩୦ ଜୁନ ଯାଏ ବଳବତ୍ତର ରହିବ । କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟ ଅଂଚଳରେ ଆର୍ଥିକ କାରବାର ଚାଲିପାରିବ । ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡଲାଇନ ଜାରି
Read More...

ଅଜିତ୍ ଯୋଗୀଙ୍କ ପରଲୋକ

ରାୟପୁର : ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀଙ୍କର ଆଜି ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି କୋମାରେ ଥିଲେ । ଚଳିତ ମାସ ୯ ତାରିଖରେ ତାଙ୍କୁ ରାୟପୁରସ୍ଥିତ ଶ୍ରୀନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୦ ତାରିଖରେ ସେ ହୃଦ୍‌ଘାତର ଶିକାର ହୋଇଥିଲେ । ମୃତ୍ୟୁ ଖବର
Read More...

ଲକ୍‌ଡାଉନ୍ ୫.୦ ଉପରେ ଆସନ୍ତାକାଲି ନିଷ୍ପତ୍ତି!

ନୂଆଦିଲ୍ଲୀ : ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନର ଅବଧି ଆସନ୍ତା ୩୧ ତାରିଖରେ ଶେଷ ହେବାକୁ ଯାଉଥିବାରୁ ପରବର୍ତ୍ତୀ ପଦକ୍ଷେପ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ
Read More...

ଦେଶରେ କରୋନା ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଦିନକୁ ଦିନ ଅତି ସାଙ୍ଘାତିକ ରୂପ ଧାରଣ କରୁଛି । ପ୍ରତିଦିନ ରେକର୍ଡ଼ ସଂଖ୍ୟକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଗତ କିଛିଦିନ ହେଲା ଦୈନିକ ନୂଆ ରୋଗୀ ସଂଖ୍ୟା ୬ ହଜାର ଉପରେ ରହୁଥିଲା ବେଳେ ଆଜି ଗୋଟିଏ ଦିନରେ ଏହା ୭ ହଜାର ଅତିକ୍ରମ କରିଛି । ଗତ ୨୪
Read More...

ସୀମାକୁ ଅଧିକ ସୈନ୍ୟ ପଠାଇଲା ଭାରତ

ନୂଆଦିଲ୍ଲୀ: ସୀମାରେ ଦେଖାଦେଇଥିବା ଉତ୍ତେଜନା ଦୂର କରିବା ଲାଗି ଚୀନ୍ ଓ ଭାରତ ମଧ୍ୟରେ ଏକାଧିକବାର ଆଲୋଚନା ହୋଇଯାଇଛି । ତେବେ ଏହିସବୁ ଆଲୋଚନାରୁ କୌଣସି ସୁଫଳ ମିଳିନାହିଁ । ଚୀନ୍ ସୈନ୍ୟମାନଙ୍କ ଉତ୍ପାତ୍ତ ଜାରି ରହିଥିବାରୁ ଭାରତ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ
Read More...

ପହିଲା ସୁଦ୍ଧା କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ଆସନ୍ତା ଜୁନ୍ ୧ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ । ଭାରତୀୟ ପାଣିପାଗ ବିଭାଗ ଆଜି ଏହି ସୂଚନା ଦେଇଛି । ବିଭାଗ କହିଛି ଯେ, ମଇ ୩୧ ତାରିଖ ଆଡ଼କୁ ଦକ୍ଷିଣପୂର୍ବ ଓ ଏହାର ଆଖପାଖ ପୂର୍ବ ଆରବ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା
Read More...

ଭୟଙ୍କର ଗ୍ରୀଷ୍ମ ପ୍ରବାହ: ରେଡ୍ ଆଲର୍ଟ ଜାରିକଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ : ସମଗ୍ର ଉତ୍ତର ଓ କେନ୍ଦ୍ରୀୟ ଭାରତରେ ଗତ କିଛିଦିନ ଧରି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବା ସହ ତାତି ଅଧିକ ଅସହ୍ୟ ହେଉଛି । ଯାହାଫଳରେ ବାହାରକୁ ବାହାରିବା ଅସମ୍ଭବ ହୋଇପଡୁଛି । ଏପରିକି ସକାଳ ନଅଟା, ଦଶଟା ବେଳକୁ ଖରାର ତୀବ୍ରତା
Read More...