Browsing Category

ଦେଶ- ବିଦେଶ

ରାସ୍ତା ଓ ରେଳ ଟ୍ରାକ୍‌ରେ ଚାଲିବା ମନା

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକମାନଙ୍କର ପ୍ରତ୍ୟାବର୍ତ୍ତନ ବେଳେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ରେଳ ଟ୍ରାକ୍‌ରେ ଦୁର୍ଘଟଣା ଘଟି ଶ୍ରମିକମାନେ ମୃତାହତ ହେବା ଘଟଣା ବାରମ୍ବାର ଘଟିବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ୍ ଜାରି କରିଛନ୍ତି । ଏହି
Read More...

କାଶ୍ମୀରରେ ଏବେ ଚାଲୁ ହେବନି ୪-ଜି ନେଟ୍‌

ନୂଆଦିଲ୍ଲୀ:ନିକଟ ଭବିଷ୍ୟତରେ ଜମ୍ମୁ-କାଶ୍ମୀରେ ୪-ଜି ଇଣ୍ଟରନେଟ୍ ସେବାର ପୁନଃ ପ୍ରଚଳନ ହେବାର ସମ୍ଭାବନା ବହୁତ କମ । କାରଣ ବର୍ତ୍ତମାନ ପାଇଁ ଏହି ସେବା ପୁନଃ ଆରମ୍ଭ କରିବା ଲାଗି ସୁପ୍ରିମ୍‌କୋର୍ଟ ସୋମବାର ମନା କରିଦେଇଛନ୍ତି । ତେବେ ଭାରସାମ୍ୟ ରକ୍ଷା କରି ଏହାକୁ କିପରି ପୁଣି
Read More...

ହଟ୍‌ସ୍ପଟ୍ ଅଞ୍ଚଳରେ ଜନ୍ମ ଉତ୍ସବ: ୪୫ ଜଣ ହେଲେ ସଂକ୍ରମିତ

ହାଇଦ୍ରାବାଦ : ସାରା ଦେଶରେ ଲକ୍‌ଡାଉନ୍ ଜାରି ହୋଇଥିଲେ ମଧ୍ୟ ଜନ୍ମଦିନ ଉତ୍ସବ ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି । ଉତ୍ସବ ପାଇଁ ଏଥିରେ କେତେକ ନିର୍ଦ୍ଧିଷ୍ଟ ସର୍ତ୍ତ ରହିଛି । ଏଭଳି ଅନୁମତି ମିଳିବା ପରେ ଦେଶରେ ବିବାହ
Read More...

ଆସନ୍ତାକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣ ବାହାରେ । ପ୍ରତିଦିନ ଶହଶହ ନୂଆ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି । ବର୍ତ୍ତମାନ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର, ୯୩୯ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୨୧୦୯କୁ ବୃଦ୍ଧି
Read More...

ଦେଶରେ ଦ୍ରୁତଗତିରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ଘଣ୍ଟାରେ ୩୩୨୦ ନୂଆ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କୋରନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢିବଢି ଚାଲିଛି । କରୋନା ପଜିଟିଭଙ୍କ ସଂଖ୍ୟା ୫୯ହଜାର ଅତିକ୍ରମ କରିସାରିଥିବା ବେଳେ ୧୯୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୨୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

ରେଳ ଟ୍ରାକ୍‌ରେ ଚାଲିଗଲା ୧୬ ଶ୍ରମିକଙ୍କ ଜୀବନ

ମୁମ୍ବାଇ, : ଏବେ ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ ବିପତ୍ତିର ବୋଝ ପଡ଼ିଚାଲିଛି । ଗୋଟିଏ ପଟେ ଲକ୍‌ଡାଉନ୍ ଜନିତ ସମସ୍ୟା ସହିତ ଲଢ଼ୁଥିବା ବେଳେ ଅନ୍ୟପଟେ ଘରକୁ ଫେରୁଥିବା ସମୟରେ ଶ୍ରମିକମାନଙ୍କର ବାଟରେ ଜୀବନ ଚାଲିଯାଉଛି । ଏହାଠୁ ଆହୁରି ବଳିଯାଇଛି ଆଜି ଘଟିଥିବା ଏକ ଅଘଟଣ । ନିଜ ଅଞ୍ଚଳକୁ
Read More...

ମଦ ପାଇଁ ଆଉ ଦୋକାନକୁ ଯିବାକୁ ପଡ଼ିବନି

ନୂଆଦିଲ୍ଲୀ : ଲକ୍‌ଡାଉନ୍ ଯୋଗୁଁ ପାଖାପାଖି ଦେଢ଼ ମାସ ଧରି ସମଗ୍ର ଦେଶରେ ମଦ ଦୋକାନ ବନ୍ଦ ରହିଛି । ତେବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଘୋଷଣାର କିଛି ଦିନ ପରେ କେତେକ ରାଜ୍ୟରେ ମଦ ଦୋକାନ ଖୋଲିବା ଓ ବିକ୍ରି କରିବା ପାଇଁ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଥିଲେ । ତେବେ ଏଥିପାଇଁ
Read More...

ଦେଶରେ ୫୬ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା , ଦିଲ୍ଲୀରେ ଗୋଟିଏ ଦିନରେ ୪୪୮ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : କରୋନା ଭାଇରସର ପ୍ରକୋପ କମିବାର ନା ଧରୁନାହିଁ । ଦେଶରେ ଲଗାତାର ଭାବେ କରୋନା ମାମଲା ବଢି ବଢି ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ରିପୋର୍ଟ ମୁତାବକ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬,୩୪୨ରେ ପହଞ୍ଚିଛି । ଏଥିରୁ ୧,୮୮୬ ଲୋକଙ୍କ
Read More...

୫୨,୮୪୧ ହଜାର ଟଙ୍କା ମଦ କିଣିବା ବ୍ୟକ୍ତିଙ୍କୁ ମହଙ୍ଗା ପଡିଲା, ବିଲ୍ ଭାଇରାଲ ହେବା ପରେ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ ଲକଡାଉନ ବେଳେ ମଦ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । ଏହି କ୍ରମରେ ଦେଶର ବିଭିନ୍ନ ରାଜ୍ୟରେ ମଦ ଦୋକାନ ଖୋଲିଥିଲା । ପ୍ରଥମ ଦିନରୁ ହିଁ ମଦ ବେପାର ଖୁବ୍ ଭଲ ହୋଇଥିଲା । ଏମିତି ଗତ ୨ ଦିନ ମଧ୍ୟରେ ୧୦୦୦କୋଟି ଟଙ୍କାର ମଦ ବିକ୍ରି ହୋଇଥିବା
Read More...

ଆନ୍ଧ୍ରରେ ଗ୍ୟାସ୍ ଟ୍ରାଜେଡି : ୮ମୃତ, ୨୩୦ ଆହତ

ଭୁବନେଶ୍ୱର : ଆମ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଭାଇଜାକ ଅନ୍ତର୍ଗତ ଆରଆର୍ ପୁରମର ଏକ କେମିକାଲ କଂପାନୀରେ ଗ୍ୟାସ୍ ଲିକ୍ ହୋଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଏ ପର୍ଯ୍ୟନ୍ତ ଏହି ଘଟଣାରେ ୮ଜଣ ମୃତ୍ୟୁବରଣ କରିଥିବାବେଳେ ୨୩୦ରୁ ଅଧିକ ଆହତ ହୋଇ ବିଶାଖାପାଟନମ ହସ୍ପିଟାଲରେ ଭର୍ତ୍ତି
Read More...