Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଗିଜର ଅନ୍ କରି ଶୋଇଥିଲେ, ପୁଅ ସହ ଚାଲିଗଲା ଦମ୍ପତିଙ୍କ ଜୀବନ
ସୁରଟ : ରାତିରେ ଗିଜର ଅନ୍ କରି ଶୋଇ ପଡ଼ିଥିଲା ପରିବାର। ସକାଳୁ ଉଠିଲେନି କେହି। ଅବେଳରେ ଚାଲିଗଲା ୩ ଜୀବନ। ଗୁଜରାଟର ସୁରଟ ସହରରୁ ଆସିଛି ଏଭଳି ଛାତିଥରା ଘଟଣା। ଗିଜରରୁ ଗ୍ୟାସ୍ ଲିକ୍ ଯୋଗୁ ସ୍ୱାମୀ-ସ୍ତ୍ରୀ ଏବଂ ପୁଅଙ୍କ ମୃତ୍ୟୁ ଘଟିଛି। ସୋମବାର-ମଙ୍ଗଳବାର ରାତିରେ ଏହି ଦୁଃଖଦ ଘଟଣା!-->…
Read More...
Read More...
ଜାତୀୟ ଗୀତ ‘ବନ୍ଦେ ମାତରମ୍’ ନେଇ ନୂଆ ବିଜ୍ଞପ୍ତି, ଏଣିକି…
ନୂଆଦିଲ୍ଲୀ : ଜନ ଗଣ ମନ ପୂର୍ବରୁ ବନ୍ଦେ ମାତରମ୍ । ଜାତୀୟ ସଙ୍ଗୀତ ଜନ ଗଣ ମନ ପୂର୍ବରୁ ବାଧ୍ୟତାମୂଳକ ବନ୍ଦେ ମାତରମ୍ । କେନ୍ଦ୍ର ସରକାରଙ୍କ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ନିର୍ଦ୍ଦେଶାବଳୀ । ଭାରତର ଜାତୀୟ ଗୀତ ‘ବନ୍ଦେ ମାତରମ୍’ ନେଇ ନୂଆ ବିଜ୍ଞପ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ!-->…
Read More...
Read More...
ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ ଲୋକସଭା ବାଚସ୍ପତିଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛି । ମଙ୍ଗଳବାର ଲୋକସଭାରେ ଦଳ ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି । ଏନେଇ ଗୃହର ମହାସଚିବଙ୍କୁ ଦଳ ନୋଟିସ୍ ପ୍ରଦାନ କରିଛି ।
ଲୋକସଭାରେ ଏବେ ବଜେଟ୍ ନେଇ ଆଲୋଚନା!-->!-->!-->…
Read More...
Read More...
ହୃଦୟ ବିଦାରକ; ବନ୍ଦ ଘରୁ ମିଳିଲା ୫ ମୃତଦେହ
ନୂଆଦିଲ୍ଲୀ; ଉତ୍ତର ପ୍ରଦେଶର ମଥୁରାରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଗୋଟିଏ ପରିବାରର ୫ଜଣ ସଦସ୍ୟ ବିଷ ପିଇ ଦେଇଥିବା ଜଣାପଡ଼ିଛି । ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ୩ ପିଲା କ୍ଷୀରରେ ବିଷ ମିଶାଇ ପିଇ ଦେଇଥିବା ସନ୍ଦେହ କରାଯାଉଛି । ସକାଳେ ସେମାନେ ନ ଉଠିବାରୁ ପଡ଼ୋଶୀମାନେ!-->…
Read More...
Read More...
ଗିରଫ ପରେ ସାଂସଦ ପପୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ
ପାଟନା। ପାଟନାରେ ପୂର୍ଣ୍ଣିଆ ସାଂସଦ ପପୁ ଯାଦବଙ୍କ ଗିରଫଦାରୀ ବିହାର ରାଜନୀତିରେ ହଇଚଇ ସୃଷ୍ଟି କରିଛି। ବିରୋଧୀ ଦଳ କେବଳ 32 ବର୍ଷ ପୁରୁଣା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ ନାହାନ୍ତି, ବରଂ ସାଂସଦଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଘଟଣାକୁ ସମ୍ବେଦନଶୀଳ!-->…
Read More...
Read More...
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସବୁ ଆସନରେ ପ୍ରାର୍ଥୀ ଦେବ କଂଗ୍ରେସ
କଲକାତା: ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସେଠାରେ କ୍ଷମତାସୀନ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରିବାକୁ ବିଜେପି ଓ ଅନ୍ୟ ଦଳଗୁଡିକ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଏହି ନିର୍ବାଚନରେ!-->…
Read More...
Read More...
ବେସରକାରୀ କର୍ମଚାରୀଙ୍କ ପାଇଁ ଝଟକା, ହ୍ରାସ ପାଇପାରେ PF ସୁଧ ହାର
ନୂଆ ଦିଲ୍ଲୀ: ବେସରକାରୀ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ଖବର। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ବର୍ତ୍ତମାନ PF ଜମା ଉପରେ ସୁଧ ହାର ନିର୍ଣ୍ଣୟ କରିବା ଉପରେ କାମ କରୁଛି। ଆର୍ଥିକ ବର୍ଷ 2025-26 ପାଇଁ PF ସୁଧ ହାର ଏପର୍ଯ୍ୟନ୍ତ ନିର୍ଣ୍ଣୟ କରାଯାଇ ନାହିଁ।!-->…
Read More...
Read More...
କେଦାରନାଥ ଧାମକୁ ମୋବାଇଲ୍-କ୍ୟାମେରା ନେବା ମନା
ନୂଆଦିଲ୍ଲୀ ; କେଦାରନାଥ ଧାମରେ ଏବେ ଦର୍ଶନ ସମୟରେ ମୋବାଇଲ୍ ଫୋନ୍ ଏବଂ କ୍ୟାମେରା ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯିବ। ମନ୍ଦିର ପରିସରରେ ଫଟୋ, ଭିଡିଓ କିମ୍ବା ସୋସିଆଲ ମିଡିଆ ରିଲ୍ସ ବନାଇବା ଘଟଣାରେ କ୍ରମାଗତ ବୃଦ୍ଧିକୁ ଦେଖି ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଏବଂ!-->…
Read More...
Read More...
ପିଟି ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ଦେହାନ୍ତ
ନୂଆଦିଲ୍ଲୀ ; ଭାରତୀୟ ଅଲିମ୍ପିକ୍ ଆସୋସିଏସନର ଅଧ୍ୟକ୍ଷା ଏବଂ ରାଜ୍ୟସଭା ସଦସ୍ୟ ପିଟି ଉଷା। ବର୍ତ୍ତମାନ ତାଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିପଡିଛି । ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି। ଏନେଇ ପରିବାର ପକ୍ଷରୁ ଶ୍ରୀନିବାସନଙ୍କ ମୃତ୍ୟୁ ଘୋଷଣା କରାଯାଇଛି । ମୃତ୍ୟୁ!-->…
Read More...
Read More...
ଅଜିତ ପାୱାରଙ୍କ ଶେଷ ଇଚ୍ଛା କ’ଣ ଥିଲା ? କହିଲେ ନିକଟତମ ସହଯୋଗୀ କିରଣ
ନୂଆଦିଲ୍ଲୀ। ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାରଙ୍କ ମୃତ୍ୟୁ ପରେ, ବିଦ୍ୟା ପ୍ରତିଷ୍ଠାନ ସଦସ୍ୟ ଏବଂ ପାୱାର ପରିବାରର ନିକଟତମ ସହଯୋଗୀ କିରଣ ଗୁଜର ଏକ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିଛନ୍ତି। ଶୁକ୍ରବାର ଗୁଜର କହିଛନ୍ତି ଯେ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ!-->…
Read More...
Read More...