Browsing Category

ଦେଶ- ବିଦେଶ

ନୂଆ ସ୍ଥଳସେନା ମୁଖ୍ୟ ହେଲେ ଧୀରଜ ସେଠ୍ 

ନୂଆଦିଲ୍ଲୀ:ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଅବସର ଗ୍ରହଣ କରିବା ପରେ କେନ୍ଦ୍ର ସରକାର ଧୀରଜ ସେଠଙ୍କୁ ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। ସେ ଜୁନ୍ ୩୦ରୁ ୨୦୨୮ ଅଗଷ୍ଟ
Read More...

ଭୂକମ୍ପ: ଭେନେଜୁଏଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭେନେଜୁଏଲା: ଭେନେଜୁଏଲାରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ଝଟକା ସମଗ୍ର ବିଶ୍ୱକୁ ଆତଙ୍କିତ କରିଦେଇଛି। ମାତ୍ର ଗୋଟିଏ ମିନିଟ୍‌ ବ୍ୟବଧାନରେ ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ପ୍ରଳୟଙ୍କରୀ ଭୂକମ୍ପ ଫଳରେ ସବୁ କିଛ ଧ୍ୱଂସ ହୋଇଯାଇଛି। ଭୂକମ୍ପ ଯୋଗୁ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା
Read More...

ହାତଗଣ୍ଠି ପୂର୍ବରୁ ଭାବି ସ୍ବାମୀଙ୍କୁ ହତ୍ୟା କଲା ଯୁବତୀ

ପୁଣେ: ପୁଣେର ଲୋହାଗଡ଼ ଦୁର୍ଗରେ ଗତ ୧୮ ତାରିଖରେ ୨୫ ବର୍ଷୀୟ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ବିଶାଲ ଅଗ୍ରଓ୍ବାଲଙ୍କର ମୃତ୍ୟୁ ଦୁର୍ଘଟଣାବଶତଃ ଖସିପଡ଼ି ହୋଇଥିଲା ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ବିବାହ ପାଇଁ କଥା ଦେଇଥିବା ପ୍ରେମିକା ଯୋଜନାବଦ୍ଧ ଭାବେ ତାଙ୍କୁ ୪୦୦ ଫୁଟ୍‌ ଉଚ୍ଚରୁ
Read More...

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ତାମିଲ ସିନେମାରେ ଥାଲାପଥି ଭାବରେ ଜଣାଶୁଣା ବିଜୟ ବର୍ତ୍ତମାନ ତାମିଲନାଡୁର ମୁଖ୍ୟମନ୍ତ୍ରୀ। ସେ ଜୁନ୍ ୨୨ ତାରିଖରେ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ ରାଜନୈତିକ ବ୍ୟକ୍ତିତ୍ୱ ପର୍ଯ୍ୟନ୍ତ, ଅନେକ ତାଙ୍କୁ
Read More...

India Vs Pakistan : ଜାତିସଂଘରେ ଅନୁପମା ସିଂହଙ୍କ ମହାଗର୍ଜନ, କାନ୍ଦିଲା ପାକିସ୍ତାନ !

ଜାତିସଂଘ ବା UN ମଞ୍ଚରେ ସାରା ବିଶ୍ୱ ଆଗରେ ପାକିସ୍ତାନର ମୁଖା ଖୋଲିଦେଲା ଭାରତ। ପାକିସ୍ତାନକୁ ଗୋଟିଏ 'ଫ୍ରାଙ୍କେନଷ୍ଟାଇନ୍ ଷ୍ଟେଟ୍' ବୋଲି କହି ସିଧାସଳଖ ଆଟାକ୍ କଲେ ଭାରତୀୟ କୂଟନୀତିଜ୍ଞ ଅନୁପମା ସିଂହ । ଯେଉଁ ଆତଙ୍କବାଦକୁ ପାକିସ୍ତାନ ଜନ୍ମ ଦେଇଥିଲା, ସେହି ଆତଙ୍କବାଦ ଏବେ ତାକୁ ହିଁ
Read More...

ବିନା ପ୍ରେସକ୍ରିପସନରେ ମିଳିବନି କୌଣସି ବି ସିରପ୍ , ବିଜ୍ଞପ୍ତି ଜାରି କଲେ ସରକାର

ନୂଆଦିଲ୍ଲୀ- କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ କଫ ସିରପ୍ ସମେତ ସିରପ୍-ଆଧାରିତ ଔଷଧ ଆଉ ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ମିଳିବ ନାହିଁ। ଗ୍ରାହକମାନଙ୍କୁ ଏବେ ଏପରି ଔଷଧ କିଣିବା ପାଇଁ ଡାକ୍ତରଙ୍କ
Read More...

ଏହି ଦୁଇ ରାଜ୍ୟରେ ଆଗୁଆ ହୋଇପାରେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ସମ୍ପ୍ରତି ପଞ୍ଜାବ ରାଜନୀତିରେ ଏକ ନୂଆ ଆଲୋଚନା ଆଲୋଡ଼ନ ସୃଷ୍ଟି କରିଛି। ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇପାରେ ବୋଲି କଳ୍ପନାଜଳ୍ପନା ଜୋର ଧରିଛି। ଯଦିଓ ପଞ୍ଜାବ ବିଧାନସଭାର କାର୍ଯ୍ୟକାଳ ଫେବ୍ରୁଆରି ୨୦୨୭ରେ ଶେଷ ହେବାକୁ ଯାଉଛି,
Read More...

 ଏଣିକି ବସରେ ଆସିଲେ ମିଳିବ ଅଧିକ ଦରମା

ନୂଆଦିଲ୍ଲୀ : ଏଣିକି ବସରେ ଆସିଲେ ମିଳିବ ଅଧିକ ଦରମା। ଆଜ୍ଞା ହଁ କଥାଟା କାନକୁ ଅଜବ ଲାଗିଲେ ମଧ୍ୟ ସତ। ପଶ୍ଚିମ ଏସୀୟ ସଙ୍କଟକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇନ୍ଧନ ସଞ୍ଚୟ ଆହ୍ୱାନକୁ ସମାଧାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।
Read More...

ଟିଏମସି ରାଜ୍ୟସଭା ସାଂସଦ ସୁସ୍ମିତା ଦେବଙ୍କ ଇସ୍ତଫା

କୋଲକତା- ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ସୁସ୍ମିତା ଦେବ ଇସ୍ତଫା ଦେଇଛନ୍ତି, ଯାହା ମମତା ବାନାର୍ଜୀଙ୍କ ପାଇଁ ଏକ ବଡ଼ ଝଟକା। ପୂର୍ବରୁ, ସୁଖେନ୍ଦୁ ଶେଖର ରାୟ ମଧ୍ୟ ଦଳ ଛାଡିଥିଲେ। ଲଗାତାର ଇସ୍ତଫା ତୃଣମୂଳ କଂଗ୍ରେସ ଭିତରେ ବଢୁଥିବା ବିଦ୍ରୋହ ବିଷୟରେ କଳ୍ପନାଜଳ୍ପନାକୁ ତୀବ୍ର କରିଛି।
Read More...

ମୋଦୀ ଭାଙ୍ଗିଲେ ନେହେରୁଙ୍କ ରେକର୍ଡ

ନୂଆଦିଲ୍ଲୀ : ୧୨ ବର୍ଷ, ୧୫ ଦିନ, ମୋଦୀ ଭାଙ୍ଗିଲେ ନେହେରୁଙ୍କ ରେକର୍ଡ। ଭାରତୀୟ ରାଜନୀତି ଇତିହାସରେ ୯ ଜୁନ୍ ୨୦୨୬ ଏକ ଗୁରୁତ୍ୱପୂର୍ଣ୍ଣ ତାରିଖ। ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ସାତ ଦଶନ୍ଧିରୁ ଅଧିକ
Read More...