Browsing Category

ଦେଶ- ବିଦେଶ

ମାତ୍ର ୨୪ ବର୍ଷ ବୟସରେ ୧୯୭ଟି ଦେଶ ଭ୍ରମଣ

ନୂଆଦିଲ୍ଲୀ: ବିହାରର ଜଣେ ଯୁବକ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଳଟିଛନ୍ତି । ଯେଉଁ ବୟସରେ ସେ କ୍ୟାରିୟରକୁ ନେଇ ନିମଗ୍ନ ରହିବା କଥା,ସେହି ସମୟରେ ସେ ବିଶ୍ୱ ଭ୍ରମଣ କରି ଚର୍ଚ୍ଚିତ ହୋଇଛନ୍ତି । ଏହି ଯୁବକ ଜଣକ ହେଲେ ବିହାରର ଶୁଭମ କୁମାର ଏପରି କିଛି ହାସଲ କରିଛନ୍ତି ଯାହା ସମଗ୍ର ଦେଶର
Read More...

ମେ ମାସରେ ବିଦେଶ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ମାସରେ ୟୁରୋପ ଓ ୟୁଏଇ ଗସ୍ତରେ ଯାଇପାରନ୍ତି। ମେ ୧୫-୨୦ ତାରିଖ ଭିତରେ ପ୍ରଧାନମନ୍ତ୍ରୀ ୟୁରୋପର ଚାରିଟି ଦେଶ ନେଦରଲ୍ୟାଣ୍ଡ, ସ୍ବିଡେନ, ନରୱେ ଓ ଇଟାଲି ଗସ୍ତ କରିପାରନ୍ତି। ଏହି ଗସ୍ତ ଅବସରରେ ମୋଦୀ ନରୱେରେ ହେବାକୁ ଥିବା ତୃତୀୟ ଭାରତ-
Read More...

କାଶୀ ବିଶ୍ବନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରେକାରୁ ଏକ ରୋଡ୍ ସୋ କରି ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚିଥିଲେ।  ଏହି ସମୟରେ ବିଜେପି ନେତା ଏବଂ କର୍ମୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୁଲ ବର୍ଷା କରି ୬ଟି ସ୍ଥାନରେ ସ୍ୱାଗତ କରାଯାଇଥିଲା। କାଶୀ ବିଶ୍ୱନାଥ ମନ୍ଦିରରେ
Read More...

 ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ମନୀଷ ସିସୋଦିଆ ରାଜଘାଟରେ ପହଞ୍ଚିଛନ୍ତି। ବିରୋଧୀ ଦଳ ନେତା ଆତିଶୀ ମଧ୍ୟ ସେମାନଙ୍କ ସହିତ ଉପସ୍ଥିତ ଥିଲେ। ସେମାନେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପୂର୍ବରୁ, ଅରବିନ୍ଦ
Read More...

ବିଜେପିରେ ମିଶିବେ ରାଘବ ଚଢ଼ାଙ୍କ ସହ ୭ ଆପ ସାଂସଦ

ନୂଆଦିଲ୍ଲୀ- ରାଜ୍ୟସଭାରେ ଆମ ଆଦମୀ ପାର୍ଟିକୁ ଲାଗିଲା ବଡ଼ ଝଟକା। ଆପରୁ ୩ଜଣ ସାଂସଦ ଇସ୍ତଫା ଦେଇଥିବା ବେଳେ ଆଗକୁ ଆଉ ୪ଜଣ ଇସ୍ତଫା ଦେବେ ସୂଚନା। ସାଂସଦ ରାଘବ ଚଢ଼ାଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ ପରେ ନେଇ ସୂଚନା ଦେଇଛନ୍ତି ରାଘବ ଚଢ଼ା।ସାଂସଦ ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲଙ୍କ ସହ
Read More...

ଲଳିତପୁରରେ ଏକ ଅନନ୍ୟ ବିବାହ: ସମ୍ବିଧାନକୁ ସାକ୍ଷୀ ରଖି ସାତଜନ୍ମର ସାଥୀ ହେଲେ ସୌରଭ-ନେହା

ଲଳିତପୁର : ଆଜିକାଲିର ଯୁବକଯୁବତୀ ବିବାହକୁ ଏକ ଉତ୍ସବ ଭାବେ ପାଳନ କରୁଥିବା ବେଳେ ଏମିତି ଏକ ଯୋଡି ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଯାହା ଅଂଚଳରେ ଚର୍ଚ୍ଚାରେ ବିଷୟ ପାଲଟିଛି । ଏମିତି ଏକ ସୁଖଦ ଘଟଣା ଘଟିଛି ଉତ୍ତର ପ୍ରଦେଶର ଦକ୍ଷିଣ ଭାଗରେ ଉତ୍ତର ପ୍ରଦେଶର
Read More...

ମୋଦୀ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତାଭାବେ ମାନ୍ୟତାଲାଭ କରିଛନ୍ତି। ଆମେରିକୀୟ ସଂସ୍ଥା ‘ମର୍ଣ୍ଣିଂ କନ୍‌ସଲ୍ଟ’ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ ମୋଦୀଙ୍କ ଗ୍ରହଣୀୟତା ରେଟିଂ ୭୦ ପ୍ରତିଶତ ବୋଲି ଜଣାପଡ଼ିଛି। ମୋଦୀଙ୍କ ପଛକୁ
Read More...

ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ

ନୂଆଦିଲ୍ଲୀ : ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ। ଶୁକ୍ରବାର ଦିନ ରାଜ୍ୟସଭାରେ ଏକ ଐତିହାସିକ ଘଟଣା ରେକର୍ଡ କରାଯାଇଛି। ପ୍ରଥମ ଥର ପାଇଁ ଜଣେ ମନୋନୀତ ସାଂସଦଙ୍କୁ ଉପାଧ୍ୟକ୍ଷ ପଦର ଦାୟିତ୍ୱ ଦିଆଯାଇଛି। ଏହି ଦାୟିତ୍ୱ ହରିବଂଶ ନାରାୟଣ ସିଂହଙ୍କୁ ଦିଆଯାଇଛି,
Read More...

ଲାଗୁହେଲା ମହିଳା ସଂରକ୍ଷଣ ଆଇନ ୨୦୨୩

ନୂଆଦିଲ୍ଲୀ: ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ୨୦୨୩ର ୧୦୬ତମ ସମ୍ବିଧାନ ସଂଶୋଧନ ଆଇନ ସେକ୍ସନ-୧ର ସବ୍‌ସେକ୍ସନ-୨ ଦ୍ୱାରା ପ୍ରଦତ୍ତ କ୍ଷମତାର ପ୍ରୟୋଗ କରି କେନ୍ଦ୍ର ସରକାର ୨୦୨୬ ଏପ୍ରିଲ ୧୬ରେ ମହିଳା ସଂରକ୍ଷଣ ଆଇନକୁ ତତ୍କାଳ କାର୍ଯ୍ୟକାରୀ
Read More...

ସଂସଦ ଭବନରେ ମୋଦି-ରାହୁଲ ଭେଟଘାଟ

ନୂଆଦିଲ୍ଲୀ; ଆଜି ଗଣତନ୍ତ୍ରର ମନ୍ଦିର ସଂସଦ ଭିତରର ଏକ ଭିଡିଓ ମୁଖ୍ୟ ଖବର ପାଲଟିଛି । ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସାଂସଦ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଏକ ସାକ୍ଷାତକୁ ଦର୍ଶାଯାଇଛି । ୧ ମିନିଟ୍ ୩୪ ସେକେଣ୍ଡର ଭିଡିଓରେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲ ଗାନ୍ଧୀଙ୍କ
Read More...